/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727006111.jpg)
Mohan Majhi Helicopter
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି । କେନ୍ଦୁଝରରୁ ମୟୂରଭଂଜ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ମୟୂରଭଂଜ ଗସ୍ତ ବାତିଲ କରି ମୁଖ୍ୟମନ୍ତ୍ରୀ କାର ଯୋଗେ ଭୁବନେଶ୍ବର ବାହାରିବେ ବୋଲି ସୂଚନା ମିଳିଛି ।
ବିଜେପି ସରକାରର ଶହେ ଦିନର ପୂର୍ତ୍ତି ଅବସରରେ ୩ ଦିନିଆ କେନ୍ଦୁଝର ଓ ମୟୂରଭଂଜ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ଶେଷ ଦିନରେ ରାଇସୁଆଁ ଏୟାରଷ୍ଟ୍ରିପରୁ ବାରିପଦା ଅଭିମୁଖେ ବାହାରିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ପରେ ବାରିପଦା ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ସଡ଼କ ପଥରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି । କେନ୍ଦୁଝରରୁ ମୟୂରଭଂଜ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ମୟୂରଭଂଜ ଗସ୍ତ ବାତିଲ କରି ମୁଖ୍ୟମନ୍ତ୍ରୀ କାର ଯୋଗେ ଭୁବନେଶ୍ବର ବାହାରିବେ ବୋଲି ସୂଚନା ମିଳିଛି ।#MohanMajhi#CMHelicopter#OTVpic.twitter.com/ZWIy0GhUY2
— ଓଟିଭି (@otvkhabar) September 22, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)