• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର। ଚନ୍ଦ୍ର- ମେଷ ପ୍ରାତଃ ୦୬.୦୯  ଗତେ ବୃଷ । ତିଥି- ୫ମୀ ଦିବା ୦୩.୪୩ ଗତେ ୬ଷ୍ଠୀ
ଘାତଚନ୍ଦ୍ର- ମେଷ ରାଶିର , ପ୍ରାତଃ ୦୬.୦୯ ଗତେ ବିଛା ରାଶିର। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୦୩ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ-

ପ୍ରାତଃ- ୦୬.୨୭ ରୁ ୦୮.୫୧

ଦିବା- ୦୧.୦୯ ରୁ ୦୩.୧୫

ଦିବା- ୦୪.୦୩ ରୁ ୦୪.୦୯

ରାତ୍ରି- ୦୮.୦୩ ରୁ ୦୯.୩୯

ରାତ୍ରି- ୧୨.୦୩ ରୁ ୦୧.୦୯

ରାତ୍ରି- ୦୨.୩୯ ରୁ ୦୫.୩୯

ଅଶୁଭ ସମୟ- 

ରାହୁକାଳ- ଦିବା ୦୪.୦୯ ରୁ ୦୫.୩୯

କାଳବେଳା- ଦିବା ୧୧.୩୯ ରୁ ୦୧.୦୯

ବାରବେଳା- ଦିବା ୧୦.୦୯ ରୁ ୧୧.୩୯

କାଳରାତ୍ରି- ରାତ୍ରି ୦୧.୦୯ ରୁ ୦୨.୩୯

OTV is now on Whatsapp

Join and get latest news update delivered to you via whatsapp

Join Now