• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kbn Group

KBN Gang Leader Bubu Jena Arrested
ଦିନେ ରାଜଧାନୀରେ ଖଣ୍ଡା ବୁଲାଇ ଆତଙ୍କିତ କରୁଥିଲେ, ଏବେ ପୋଲିସ୍‌ କବ୍‌ଜାରେ

ଭୁବନେଶ୍ୱରରେ ଚହଳ ପକାଇଥିବା KBN ଗ୍ରୁପ୍‌ର ମୁଖ୍ୟ ବୁବୁ ଜେନାକୁ ପୋଲିସ୍‌ ଗିରଫ କରିଛି। ରାଜଧାନୀର ରାଜରାସ୍ତାରେ ବିଳମ୍ବିତ ରାତିରେ ଖଣ୍ଡା ବୁଲାଇ ବୁବୁ ଆତଙ୍କ ସୃଷ୍ଟି କରିଥିଲା।

Town Tiger Group
ସାମ୍ନାକୁ ଆସିଲା KBN ଗ୍ୟାଙ୍ଗ୍‌ର ନୂଆ ଗ୍ରୁପ୍ ‘ଟାଉନ୍ ଟାଇଗର’

ସାମ୍ନାକୁ ଆସିଲା KBN ଗ୍ୟାଙ୍ଗ୍‌ର ନୂଆ ଗ୍ରୁପ୍ ‘ଟାଉନ୍ ଟାଇଗର’। କେବିଏନ୍‌ ଗ୍ୟାଙ୍ଗର କିଛି ଯୁବକ ‘ଟାଉନ୍ ଟାଇଗର’ ନାଁରେ ଏହି ନୂଆ ଗ୍ରୁପ୍‌ କରିଥିଲେ।

KBN Group Bubu Jena
KBN ଗ୍ରୁପ୍‌ ପାଇଁ କାଳ କମିଶନରେଟ୍‌ ପୋଲିସ, ସମୂଳେ ଧ୍ୱଂସ ପାଇଁ ଆରମ୍ଭ କଲା ଅପରେସନ୍‌ ଦମନ୍‌

ପୋଲିସ୍ ପୁଅର ଡନ୍ ନିଶା । ଚେଙ୍ଗ, ସଂଜୟ  ପରେ ଏବେ ପୋଲିସ୍ ଟାର୍ଗେଟ୍‌ରେ KBN ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା । ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ତିଆରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ବୁବୁ ଜେନା ଘରେ ଆଜି ପଡ଼ିଛି ପୋଲିସ ରେଡ୍ ।

KBN Group
ମଝି ରାତିରେ ରାସ୍ତାରେ ଚାଲୁଥିଲା ଓପନ୍‌ ବାର୍‌

ଏବେ ପୋଲିସ୍‌ ଟାର୍ଗେଟ୍‌ରେ ବୁବୁ ଜେନା। ରାତି ଅଧରେ ଭିଡ଼ିଓ କରୁଥିଲେ, ଲୋକଙ୍କୁ ଆତଙ୍କିତ କରୁଥିଲେ

KBN Group Viral Video
ଫିଲ୍ମ ଷ୍ଟାଇଲ୍‌ରେ ଗାଡ଼ି ଉପରେ ମସ୍ତି କରୁଛନ୍ତି KBN ଗ୍ୟାଙ୍ଗ୍ ସଦସ୍ୟ, ସାମ୍ନାକୁ ଆସିଲା ଆଉ ଏକ ଭିଡିଓ

KBN ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବାରେ ଲାଗିଛି। ସ୍ମାର୍ଟସିଟି ଭୁବନେଶ୍ୱରରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପ୍‌ର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। 

KBN Group
କମିଶନରେଟ୍ ପୋଲିସ ଟାର୍ଗେଟ୍‌ରେ KBN ଗ୍ରୁପ୍‌, ଆଜି ଭାଙ୍ଗିଲା ସଞ୍ଜୟ ଘର..

କେବିଏନ୍ ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କ ଘରେ ପଶି ଖାନ୍‌ତଲାସି କରୁଛି କମିଶନରେଟ୍ ପୋଲିସ । ଘର ଛାତ ଭାଙ୍ଗୁଛି, ଚଟାଣ ବି ତାଡ଼ୁଛି ପୋଲିସ ।

KBN Group
KBN ଗ୍ରୁପ୍‌ର ଆଉ ଦୁଇ ଗିରଫ, ଚେଙ୍ଗ ଘର ଆଜବେଷ୍ଟସ ଭାଙ୍ଗି ପଶିଲା ପୋଲିସ

ଚେଙ୍ଗଙ୍କ ଘର ଆଜବେଷ୍ଟସ ଭାଙ୍ଗି ପୋଲିସ ପଶିଥିଲା । ଏହାସହ ଘରର ଚଟାଣ ଖୋଳି ଛାନ୍‌ଭିନ୍‌ କରିଥିଲା । ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭାଇ ନେହିଁ (କେବିଏନ୍‌) ଗ୍ରୁପ୍‌ର ଜଣେ ସଦସ୍ୟ ହେଉଛନ୍ତି ଚେଙ୍ଗ ।

Police Arrest 2 More Of KBN Group
KBN ଗ୍ରୁପର ୨ ଜଣ ଗିରଫ

KBN ଗ୍ରୁପର ୨ ଜଣ ଗିରଫ। CRP ଛକ ଆକ୍ରମଣ ଘଟଣାରେ ଥିଲେ ସଂପୃକ୍ତ