• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ମଙ୍ଗଳବାର, ଚନ୍ଦ୍ର –  ଧନୁ ରାତ୍ରି ୧୨.୧୫ ଗତେ ମକର, ତିଥି – ପୂର୍ଣ୍ଣିମା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୪.୦୨ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ଦିବା ୦୮.୩୯ ରୁ ୧୦.୩୫

ଦିବା ୦୧.୧୦ ରୁ ୦୧.୨୯

ଦିବା ୦୪.୪୩ ରୁ ୦୫.୨୮

ସନ୍ଧ୍ୟା ୦୬.୧୯ ରୁ ୦୭.୦୪

ରାତ୍ରି  ୦୯.୧୭ ରୁ ୧୧.୩୦

ରାତ୍ରି ୦୧.୪୪ ରୁ ୦୩.୧୩

ଅଧିକ ପଢ଼ନ୍ତୁ: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?

ଅଶୁଭ ସମୟ:

ଋାହୁକାଳ – ଦିବା ୦୩.୦୬ ରୁ ୦୪.୪୩

କାଳବେଳା – ଦିବା ୦୧.୨୯ ରୁ ୦୩.୦୬

ବାରବେଳା – ପ୍ରାତଃ ୦୭.୦୨ ରୁ ୦୮.୩୯

କାଳରାତ୍ରି – ରାତ୍ରି ୦୭.୪୩ ରୁ ୦୯.୦୬

ଅଧିକ ପଢ଼ନ୍ତୁ: ପିଲାମାନେ କେଉଁ ଦିଗକୁ ମୁହଁ କରି ପଢ଼ିଲେ ମିଳିବ ପଜିଟିଭ୍ ଏନର୍ଜି, ଜାଣନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now