/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689826595.jpg)
Today Panchang
ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ମଙ୍ଗଳବାର, ଚନ୍ଦ୍ର – ଧନୁ ରାତ୍ରି ୧୨.୧୫ ଗତେ ମକର, ତିଥି – ପୂର୍ଣ୍ଣିମା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୪.୦୨ ଗତେ ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ:
ଦିବା ୦୮.୩୯ ରୁ ୧୦.୩୫
ଦିବା ୦୧.୧୦ ରୁ ୦୧.୨୯
ଦିବା ୦୪.୪୩ ରୁ ୦୫.୨୮
ସନ୍ଧ୍ୟା ୦୬.୧୯ ରୁ ୦୭.୦୪
ରାତ୍ରି ୦୯.୧୭ ରୁ ୧୧.୩୦
ରାତ୍ରି ୦୧.୪୪ ରୁ ୦୩.୧୩
ଅଧିକ ପଢ଼ନ୍ତୁ: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?
ଅଶୁଭ ସମୟ:
ଋାହୁକାଳ – ଦିବା ୦୩.୦୬ ରୁ ୦୪.୪୩
କାଳବେଳା – ଦିବା ୦୧.୨୯ ରୁ ୦୩.୦୬
ବାରବେଳା – ପ୍ରାତଃ ୦୭.୦୨ ରୁ ୦୮.୩୯
କାଳରାତ୍ରି – ରାତ୍ରି ୦୭.୪୩ ରୁ ୦୯.୦୬
ଅଧିକ ପଢ଼ନ୍ତୁ: ପିଲାମାନେ କେଉଁ ଦିଗକୁ ମୁହଁ କରି ପଢ଼ିଲେ ମିଳିବ ପଜିଟିଭ୍ ଏନର୍ଜି, ଜାଣନ୍ତୁ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)