Advertisment

ଦାଣ୍ଡିଆ ଡ୍ୟାନ୍ସରେ ମସଗୁଲ୍ ତାରା ବାହିନୀପତି

ବିଧାୟକ ତାରା ବାହିନୀପତିଙ୍କ ଦାଣ୍ଡିଆ ଡ୍ୟାନ୍ସ....ଜୟପୁରରେ ଦାଣ୍ଡିଆ ନାଇଟରେ ନାଚିଲେ ତାରା

author-image
Prangyan Parimita
 Tara Prasad Bahinipati

Tara Prasad Bahinipati

ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଦାଣ୍ଡିଆ ଡ୍ୟାନ୍ସ। ଦାଣ୍ଡିଆ ଡ୍ୟାନ୍ସରେ ମସଗୁଲ୍ ବିଧାୟକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜୟପୁରରେ। ନବରାତ୍ରୀ ଅବସରରେ ରଙ୍ଗମାଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଦାଣ୍ଡିଆ ନାଇଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି।

Advertisment

ଏହି ଅବସରରେ ସେ ଉପସ୍ଥିତ ଦର୍ଶକଙ୍କ ସହ ତାଳରେ ତାଳ ମିଶାଇ ନାଚୁଥିବା ଦେଖିବାକୁ ମିଳିଛି।  ‘ଢୋଲ ବାଜେ ଢୋଲ ବାଜେ’ ଓ ମେଇଁଆ କି ଯଶୋଦା ଏହିପରି ଅନେକ ଗୀତରେ ସେ ଦାଣ୍ଡିଆ ଡ୍ୟାନ୍ସ କରିଛନନ୍ତି । ଖାଲି ତାରା ନୁହେଁ ଅନ୍ୟ ମହିଳା ଓ ଝିଅ ମାନେ ମଧ୍ୟ ଏହି ଗୀତରେ ଡ୍ୟାନ୍ସ କରୁଥିଲେ। 

ନବରାତ୍ରୀ ଅବସରରେ ଉତ୍ତର ଭାରତ ଭଳି କୋରାପୁଟ ଜୟପୁରରେ ମଧ୍ୟ ଦାଣ୍ଡିଆ ନୃତ୍ୟ ଆୟୋଜିତ ହେଉଛି। ଏହାକୁ ସାଧାରଣ ଲୋକେ ମଧ୍ୟ ଖୁବ୍ ଉପଭୋଗ କରୁଛନ୍ତି। ...

Advertisment

Tara Prasad Bahinipati
Advertisment
Advertisment