• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଚନ୍ଦ୍ର- ମକର ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୭.୫୯ ଗତେ ୯ମୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶ ହାନି ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୪୩ ଗତେ ୧ ପାଦ କୃଷି ହାନି-ଭୂମିଦାନ ।

ଶୁଭ ସମୟ

ପ୍ରାତଃ- ୦୬.୩୩ ରୁ ୦୮.୫୦

ଦିବା- ୧୨.୫୭ ରୁ ୦୨.୫୭

ଦିବା- ୦୩.୪୩ ରୁ ୦୩.୪୯

ରାତ୍ରି- ୦୭.୪୫ ରୁ ୦୯.୨୫

ରାତ୍ରି- ୧୧.୫୬ ରୁ ୦୧.୦୫

ରାତ୍ରି- ୦୨.୩୯ ରୁ ୦୫.୪୭

 

ଅଶୁଭ ସମୟ

ରାହୁକାଳ - ଦିବା ୦୩.୪୯ ରୁ ୦୫.୧୫

କାଳବେଳା - ଦିବା ୧୧.୩୧ ରୁ ୧୨.୫୭

ବାରବେଳା- ଦିବା ୧୦.୦୫ ରୁ ୧୧.୩୧

କାଳରାତ୍ରି- ରାତ୍ରି ୦୧.୦୫ ରୁ ୦୨.୩୯

OTV is now on Whatsapp

Join and get latest news update delivered to you via whatsapp

Join Now