• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଶନିବାର, ଚନ୍ଦ୍ର- ଧନୁ ରାତ୍ରି  ୦୧. ୩୭ ଗତେ ମକର ତିଥି –  ୭ମୀ ରାତି  ୦୯.୫୩ ଗତେ ୮ମୀ  ଘାତ ଚନ୍ଦ୍ର-  ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୧.୩୭ ଗତେ ସିଂହ ରାଶିର ଘାତ ବାର –  ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୨ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନ ଦାନ ରାତ୍ରି ୦୭.୫୩ ଗତେ  ୩ ପାଦ କୃଷି, ପଶୁ ଓ ବଂଶ ହାନି ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୫୩ ଗତେ ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ

ଶୁଭ ସମୟ...

ପ୍ରାତଃ – ୦୭.୧୮ ରୁ ୦୮.୩୯    
ଦିବା – ୧୧.୫୪ ରୁ ୧୨.୫୭

ଦିବା-୦୨.୨୩ ରୁ ୦୨.୫୭
ଦିବା- ୦୩.୫୩ ରୁ ୦୩.୪୯
ରାତ୍ରି -  ୦୨.୨୬ ରୁ ୦୩.୧୬

ଅଶୁଭ ସମୟ...

ଋାହୁକାଳ – ଦିବା ୦୮.୩୯ ରୁ ୧୦.୦୫
କାଳବେଳା – ପ୍ରାତଃ ୦୫.୪୬ ରୁ ୦୭.୧୨ ଓ ଦିବା ୦୩.୪୯ ରୁ ୦୫.୧୫
ବାରବେଳା –  ଦିବା ୧୨.୫୭ ରୁ ୦୨.୨୩
କାଳ ରାତ୍ରି – ସନ୍ଧ୍ୟା ୦୫.୧୫ ରୁ ୦୬.୪୯ ଓ  ରାତ୍ରି ୦୪.୧୩ ରୁ ୦୫.୫୭