• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 22 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 1 year ago

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ହାମୁନ୍', ଦଶହରା ଓ ଭସାଣ ଉତ୍ସାହକୁ ଫିକା କରିବା ଆଶଙ୍କା

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ 'ହାମୁନ୍'। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ। More
  • Santosh Kumar Sahoo
  • 1 year ago

ପାର୍ବଣରେ କେତେ ସୁରକ୍ଷିତ ରାଜଧାନୀ ? କମିଶନରେଟ୍ ପୋଲିସକୁ ଲେଡି ଲୁଟେରାଙ୍କ ଖୋଲା ଚାଲେଞ୍ଜ

ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂଜା ଆରମ୍ଭରୁ ଝୁଣ୍ଟିଲାଣି କି କମିଶନରେଟ ପୋଲିସ୍  ? ଡାଳେ ଡାଳେ ଯାଉଥିବା ପୋଲିସକୁ ପତ୍ରେ ପତ୍ରେ ଯାଇ ଚାଲେଞ୍ଜ ଦେଉଛନ୍ତି କି ଲୁଟେରା ? କାରଣ ରାତି ତ ରାତି, ପାର୍ବଣର ଭିଡ଼ ଭିତରେ ଦିନରେ ବି ଦୁର୍ବୃତ୍ତ ଲୁଟିଲେଣି ଗହଣା ଗାଣ୍ଠି । More
  • Santosh Kumar Sahoo
  • 1 year ago

ଭୋଟ୍ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନସନ୍ ! ଟିକେଟ୍ କଟିଲେ କାହାକୁ କେମିତି ମ୍ୟାନେଜ୍ କରିବେ ନବୀନ ?

ନିର୍ବାଚନ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନ୍‌ସନ୍। କେମିତି ବିଦ୍ରୋହୀଙ୍କୁ ମ୍ୟାନେଜ କରିବେ ନବୀନ? କାହାକୁ କେଉଁ ଲଲିପପ୍ ଦେବେ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା । More
  • Tanmay Kumar Mahalik
  • 1 year ago

ଓଡ଼ିଶା ମୁହାଁ ଆନ୍ଧ୍ର ବାଘ; ରାତି ହେଲେ ଗାଁରେ ପଶି କରୁଛି ଶିକାର

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏହି ମହାବଳ ବାଘ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ମହେନ୍ଦ୍ରଗିରିକୁ ଆସିଛି । ଦୁଇ ଚାରି ମାସ ପୂର୍ବରୁ ବି ବାଘଟି ଗଜପତି ଜିଲ୍ଲା ଜଙ୍ଗଲକୁ ଆସିଥିଲା। More
  • Swadesi Megha Mallhar Prusty
  • 1 year ago

ଭିନ୍ନ ଏକ ପରମ୍ପରା, ତେଲୁଗୁ ସମ୍ପ୍ରଦାୟର କଣ୍ଢେଇ ମେଳା

ତେଲୁଗୁ ସଂପ୍ରଦାୟର ନବରାତ୍ରରେ କଣ୍ଢେଇ ମେଳା ଅନୁଷ୍ଠିତ ହୁଏ । ବ୍ରହ୍ନପୁରରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଯାଇଛି କଣ୍ଢେଇ ମେଳା । ଦକ୍ଷିଣ ଭାରତର ଆନ୍ଧ୍ର ଓ ତେଲେଙ୍ଗାନା ଅଞ୍ଚଳରେ ବିଶେଷ କରି ଦଶହରା ଓ ଦୀପାବଳି ଅବସରରେ କଣ୍ଢେଇ ମେଳା ପାଳିତ ହୁଏ । More
  • Tanmay Kumar Mahalik
  • 1 year ago

ମାତିଲେଣି ଚେନ୍ ଲୁଟେରା; ବମିଖାଲ ପୂଜା ମଣ୍ଡପରୁ ୧୦ ଭରିର ୪ଟି ସୁନା ଚେନ୍ ଲୁଟ୍‌

ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । More
  • Manoranjan Behera
  • 1 year ago

ମହିଳାଙ୍କ ପିରିୟଡ୍ ସମସ୍ୟାର ରିପୋର୍ଟ ପାଇଁ ପ୍ରଜ୍ଞା ଓ ଜ୍ୟୋତ୍ସ୍ନାରାଣୀଙ୍କୁ ଲାଡଲି ମିଡିଆ ଆୱାର୍ଡ ପୁରସ୍କାର

ଜେଣ୍ଡର ସେନସିଟିଭ ମିଡିଆ ରିପୋର୍ଟ ପାଇଁ ଓଟିଭି ରିପୋର୍ଟର ପ୍ରଜ୍ଞା ଭାରତୀ ଚୌଧୁରୀ ଓ କ୍ୟାମେରା ପର୍ସନ ଜ୍ୟୋତ୍ସାରାଣୀ ଦଳାଇଙ୍କୁ ଏହି ପୁରସ୍କାର ମିଳିଛି। More
  • Manoranjan Behera
  • 1 year ago

ପୋଲିସ SI ଓ କନଷ୍ଟେବଲଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଯବାନ

ପୁଣି ଆତଙ୍କ ଖେଳାଇଲେ କଟକ ବାଙ୍କୀ ହରିରାଜପୁରର ଯବାନ ସରୋଜ ଦାସ। More
  • Manoranjan Behera
  • 1 year ago

ଥାନା ହାଜତରୁ ହତ୍ୟା ଅଭିଯୁକ୍ତ ଫେରାର୍ ! ତାତିଲେ ମୃତକଙ୍କ ପରିବାର

କୋରାପୁଟ୍ ଟାଉନ ଥାନା ହାଜତରୁ ଅଟକ ଥିବା ଯୁବକ ଫେରାର୍ ହୋଇଯିବା ପରେ ଏହାକୁ ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା। ପରେ ପୋଲିସ ବୁଝାସୁଝା କରିବା ପରେ ପରେ ସ୍ଥିତି ଶାନ୍ତ ପଡ଼ିଛି। More
  • Prangyan Parimita
  • 1 year ago

Today Panchang 22nd October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । More
  • Manoranjan Behera
  • 1 year ago

ଆଜି ମହାମାୟାଙ୍କ ମହାଷ୍ଟମୀ; ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ। More
  • Prangyan Parimita
  • 1 year ago

ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଜେନାଖାଲରୁ ଭୋର୍ ୫ଟାରେ ମା’ ଙ୍କ ବିଜୟ ଛତର ବାହାରିଛି...ଗୁପ୍ତ ପୂଜା ପରେ ଛତର ମନ୍ଦିର ପ୍ରତ୍ୟାବର୍ତ୍ତନ କରୁଛନ୍ତି... More
  • Manoranjan Behera
  • 1 year ago

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !!

ସମୁଦ୍ରରେ ପବନର ବେଗ ସର୍ବାଧିକ ୮୦ କିମି ରହିପାରେ। ୨୭ ତାରିଖ ଯାଏଁ ସମୁଦ୍ର ଅଧିକ ଅଶାନ୍ତ ରହିବ। More
  • Tanmay Kumar Mahalik
  • 1 year ago

ମଣ୍ଡପରେ ଚକ୍ଷୁଦାନ ପାଇଲେ ଦୁର୍ଗେ ଦୁର୍ଗତୀନାଶିନୀ; କଟକରେ ସୁନା, ଚାନ୍ଦି ମେଢ଼ରେ ଝଟକୁଛନ୍ତି ମା’

ମାଆଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ପୂଜା ମଣ୍ଡପ ଚଣ୍ଡିପାଠରେ କମ୍ପୁଛି ପରିବେଶ ମହାସପ୍ତମୀରେ ଆଜି ଧରାପୃଷ୍ଠରେ ଆବିର୍ଭୁତା ହୋଇଛନ୍ତି ମାଆ ଜଗତଜନନୀ ଦୁର୍ଗା ସକାଳୁ ସକାଳୁ ବିଭିନ୍ନ ନଦୀ ଓ ଜଳାଶୟରୁ ଆସିଥିବା ପବିତ୍ର ଜଳରେ ମହାମାୟାଙ୍କ ସ୍ନାନ ପରେ ମାର୍ଜଣା, ନବପତ୍ରିକା, ଚକ୍ଷୁଦାନ ଓ ଶେଷରେ ହୋଇଥିଲା ପ୍ରାଣପ୍ରତିଷ୍ଠା । More
  • Santosh Kumar Sahoo
  • 1 year ago

ଜନସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ, ନେତାଙ୍କ ଉପରୁ ତୁଟି ଯାଉଛି ସୁପ୍ରିମୋଙ୍କ ଭରସା ?

ଫେଲ ମାରିଲା କି ବିଜେଡିର ଜନସଂପର୍କ ପଦଯାତ୍ରା? କାହିଁକି ବଢିଲା ଅବଧି? ଜନ ସଂପର୍କ ସହ ପୁଣି କାହିଁକି ପରିବାର ସଂପର୍କ ଅଭିଯାନ ? ପଦଯାତ୍ରାରେ ଦଳୀୟ ଫାଟ ଢାଙ୍କିବାକୁ ଏହି ଉଦ୍ୟମ କି? More
  • Santosh Kumar Sahoo
  • 1 year ago

ଲିକ୍, ପ୍ରିଣ୍ଟିଂ ମିସଟେକ୍ ପରେ ଏବେ ସିଲାବସ୍ ବାହାରୁ ପ୍ରଶ୍ନ, ବାରମ୍ବାର ପରୀକ୍ଷାରେ ତ୍ରୁଟିକୁ ନେଇ କ୍ଷୁବ୍ଧ ଚାକିରି ଆଶାୟୀ

ବିଭ୍ରାଟ, ବ୍ୟତିକ୍ରମ, ବାତିଲ୍ । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପାଇଁ ଏସବୁ ଯେମିତି ଗୋଟିଏ ଗୋଟିଏ ପ୍ରତିଶବ୍ଦ ସେଥିପାଇଁ OSSC କରୁଥିବା ପରୀକ୍ଷା ଉପରୁ ଉଠିଯାଉଛି ଚାକିରି ଆଶାୟୀଙ୍କ ଭରସା। More
  • Santosh Kumar Sahoo
  • 1 year ago

ରକେଟ୍ ବେଗରେ ବଢୁଛି ସୁନା ଦର, ୨ ସପ୍ତାହରେ ବଢିଲାଣି ୪ ହଜାର ଟଙ୍କା

ସୁନା ଦରରେ ଲାଗୁନି ରୋକ୍ । ଲଗାତର ବଢ଼ି ଚାଲିଛି । ୧୪ ଦିନରେ ମହଙ୍ଗା ହେଲାଣି ୪ ହଜାର ଟଙ୍କା। ଗତ ୬ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ୍ ପିଛା ୫୨ ହଜାର ୬୦୦ ଟଙ୍କା ଥିଲା ବେଳେ ଆଜି ୫୬ ହଜାର ୬୦୦ରେ ପହଞ୍ଚିଛି। More
  • Tanmay Kumar Mahalik
  • 1 year ago

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାନ ପୁଅ ବିରଞ୍ଚି ମୁର୍ମୁଙ୍କ ଜନ୍ମ ବାର୍ଷିକୀ ପାଳିତ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଏଲ୍ଏସ ବିଦ୍ୟାଳୟର ଉପସଭାପତି ସତୀଶ ଚନ୍ଦ୍ର ପ୍ରତିହାରୀ, ପାହାଡ ପୁର ସରପଞ୍ଚ ରୁକ୍ମଣୀ ମୁର୍ମୁ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହ ପାହାଡପୁରର ଗ୍ରାମବାସୀ ଉପସ୍ଥିତ ଥିଲେ । More