• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

109 years old Buddhist
ବୟସ ୧୦୯ ବର୍ଷ, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଭିଡିଓଟିକୁ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ, ବୃଦ୍ଧଙ୍କ ନାମ ଲୁଆଙ୍ଗ ଫୋ ୟାଇ । ତାଙ୍କ ବୟସ ୧୦୯ ବର୍ଷ ।

Viral Video Shows How Salted Green Matar Is Made
ଆପଣ ଗ୍ରୀନ୍‌ ମଟର ଖାଉଛନ୍ତି କି ? ଦେଖନ୍ତୁ କିପରି ପ୍ରସ୍ତୁତ ହୁଏ, ଭିଡିଓ ଭାଇରାଲ୍‌...

ବଜାରରେ ମିଳୁଥିବା ଅଧିକାଂଶ ଖାଇବା ପାଟିକୁ ସୁଆଦିଆ ଲାଗିଲେ ମଧ୍ୟ ଏହା ଶରୀର ପାଇଁ କ୍ଷତିକାରକ। କାରଣ ଏଥିରେ ରଙ୍ଗ ମିଶିବା ସହ ତେଲ, ମସଲା ଅଧିକ ଥାଏ।

temple of Lord Shiva
ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

Man fell from swing during stunt
ଦୋଳିରେ ଦେଖାଉଥିଲେ ଷ୍ଟଣ୍ଟ; ଖସିପଡ଼ିଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ଭିଡିଓଟିରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ସ୍ୱିଙ୍ଗରୁ ତଳେ ପଡ଼ିଯାଉଛନ୍ତି । ତା’ପରେ ସେହି ସ୍ୱିଙ୍ଗର ଅପରପାର୍ଶ୍ୱରେ ଧକ୍କା ହେଉଛନ୍ତି ।

Viral Video
ଦେଶୀ ଜୁଗାଡ଼: ଗୋଟିଏ ବାଇକ୍‌ରେ ସବାର ହେଉଛନ୍ତି ୮

ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ପୂରା ଦେଶୀ ବୁଦ୍ଧି ଲଗାଇଲେ...ବାଇକ୍‌ରେ ୮ ଜଣଙ୍କୁ ବସାଇ ନେବାର ବ୍ୟବସ୍ଥା କରିଦେଲେ ...ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛି ।

15 killed after truck hits bus in in Canada
ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୫ ମୃତ

ବସ୍‌ ଓ ଟ୍ରକ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।

Orphan Girl Marriage
ପିଲାଟି ଦିନରୁ ପାଳିଥିଲା..ଚାକିରି କରାଇବା ପରେ ଏବେ ବାହା ଦେଲା ପ୍ରଶାସନ

ପିଲାଟି ଦିନରୁ ପାଳିଥିଲା... ପାଠ ପଢାଇଲା, ଚାକିରି ବି କରାଇଲା । ଏବେ ବଡ଼ ହେବା ପରେ ବ୍ରାହ୍ମଣ ଘରେ ବାହା ଦେଲା । ୭ ଜନ୍ମର ସାଥୀ ହେବାକୁ ଅଗ୍ନିଙ୍କ ଆଗରେ ଶପଥ କଲେ ଜିନା ଓ ଜିତେନ୍ଦ୍ର.... ଉପସ୍ଥିତ ଥିଲେ ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀ ।

Rajasthan Man Sleeps For 300 Days A Year Due To Rare Disorder
ଏ ଯୁଗର କୁମ୍ଭକର୍ଣ୍ଣ ! ବର୍ଷକୁ ଶୁଅନ୍ତି ୩୦୦ ଦିନ

ପୁରଖାରମ୍‌ ଥରେ ଉଠିଲେ ୨୫ ଦିନ ଧରି ଶୋଇ ରୁହନ୍ତି। ଏହା ତାଙ୍କର ଜୀବନ ଶୈଳୀକୁ ବହୁତ ପ୍ରଭାବିତ କରିଛି।

Water Probelm
ପ୍ରୋଜେକ୍ଟ ପରେ ପ୍ରୋଜେକ୍ଟ ଘୋଷଣା ହେଉଛି, ହେଲେ ପାଣି ମିଳୁନି

ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ଘୋଷଣା କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରୋଜେକ୍ଟ ସରୁନି କି ଲୋକଙ୍କୁ ପାଣି ମିଳୁନି...ବାବୁ କହୁଛନ୍ତି ନିର୍ଦ୍ଧାରିତ ସମୟରେ କାମ ସରିନଥିବାରୁ ପୁଣି ଥରେ ବଢାଯାଇଛି ଧାର୍ଯ୍ୟ ସମୟ।

Woman Kills Husband With Lover In Uttar Pradesh
ଧରାପଡ଼ିଗଲା ସ୍ତ୍ରୀର ପରକୀୟା ପ୍ରୀତି, ପ୍ରେମିକ ସହ ମିଶି ସବୁଦିନ ସ୍ୱାମୀକୁ ରାସ୍ତାରୁ ହଟାଇ ଦେଲେ...

ସ୍ୱାମୀଙ୍କ ହାତରେ ଧରାପଡ଼ିଗଲା ସ୍ତ୍ରୀର ପରକୀୟା ପ୍ରୀତି। ଏହାପରେ ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି ସ୍ତ୍ରୀ କଲା ପ୍ଲାନ୍‌।

haryna yamunanagar saint baba jasdeep singh provides home to poor people
ଆଜି ବି ଅଛନ୍ତି ପ୍ରକୃତ ସନ୍ଥ; ୫୦ ପରିବାରଙ୍କ ଘର ତୋଳି ସାରିଲେଣି ଏହି ବାବା

ପ୍ରତ୍ୟେକ ମଣିଷର ମୌଳିକ ଆବଶ୍ୟକତା ରହିଛି। ହେଲେ ଆଜିର ଦୁନିଆରେ ମଧ୍ୟ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ ହୁଅନ୍ତୁ। ଜଣେ ସାଧୁ ଅଛନ୍ତି, ଯିଏ ଏମାନଙ୍କ ସାହାରା ହୋଇଛନ୍ତି। ଆସନ୍ତୁ ଜାଣିବା…

Elderly couple
ବାପା ଚାକିରି ଦେଇଥିଲେ : ଘରେ ଏକୁଟିଆ ଛାଡ଼ି ପୁଅ ପଳେଇଲା

ନିଜେ ଚାକିରି ଛାଡି ପୁଅକୁ ଦେଇଥିଲେ ଚାକିରି । ଭାବିଥିଲେ ବୁଢା ବୟସରେ ସେବା କରିବ...ଯତ୍ନ ନେବ । ହେଲେ ଏବେ ବୁଢା ବାପା-ମାଆଙ୍କୁ ଘରେ ଛାଡି ପଳେଇଗଲେ ତିନି ପୁଅ ବୋହୂ । କହୁଛନ୍ତି ସବୁଦିନ ବୁଢାବୁଢୀଙ୍କୁ ଘରେ ରଖିବ କିଏ ?

5 foreign terrorists killed in encounter
ସୀମା ପାର୍‌ କରି ଲୁଚିଥିଲେ ଆତଙ୍କବାଦୀ, ଖୋଜି ଖୋଜି ଏନ୍‌କାଉଣ୍ଟର କଲେ ସୁରକ୍ଷାକର୍ମୀ...

ଜମ୍ମୁ-କାଶ୍ମୀରର ଏଲ୍‌ଓସି ନିକଟରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି। 

heatwave
୧୮ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ !

ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଏଭଳି ତାତିର ପ୍ରଭାବ ଆସନ୍ତା ୧୮ ତାରିଖ ଯାଏଁ ରହିବ।

Adipurush movie release
ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’, ଏକାଧିକ ହଲ୍‌ରେ ବ୍ୟାକ୍ ଟୁ ବ୍ୟାକ୍ ହାଉସଫୁଲ୍ ଶୋ’...

ରିଲିଜ୍ ହୋଇଛି ଏବର୍ଷର ସବୁଠୁ ବଡ଼ ଓ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’। ହାଉସ୍ ଫୁଲ୍ ଶୋ’...ବମ୍ପର ଓପନିଂ... ବଡ଼ ପରଦାରେ ରାମାୟଣକୁ ମିଳିଛି କିଛି ଏମିତି ରେସ୍‌ପନ୍ସ। 

dog walks behind owner from puri to chhattisgarh
ସ୍ନାନଯାତ୍ରା ଦେଖି ଚାଲିଚାଲି ଛତିଶଗଡ଼ ଫେରୁଛି ଭକ୍ତ, ସାଙ୍ଗରେ ଚାଲିଲା ପୋଷା କୁକୁର

ଏ ଦୁହେଁ ଶ୍ରୀକ୍ଷେତ୍ର ପୁରୀରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନ କରି ସେଇଠୁ ଚାଲିଚାଲି ଫେରୁଛନ୍ତି। ଦୀର୍ଘ ୧୫ ଦିନ ହେଲାଣି ଏମିତି ଅନବରତ ଚାଲିଛନ୍ତି ଦୁହେଁ।

Power goes off during India-Lebanon Intercontinental match in Kalinga stadium
ଚାଲିଥିଲା ମ୍ୟାଚ୍‌, ହଠାତ୍‌ ହେଲା ପାୱାରକଟ୍‌...ଅନ୍ଧାର ହୋଇଗଲା ଡ୍ରେସିଂ ରୁମ୍

ମ୍ୟାଚ୍‌ ଚାଲିଥିବା ବେଳେ ହଠାତ୍‌ ହେଲା ପାୱାରକଟ୍‌। ଆଉ ଅନ୍ଧାର ହୋଇଗଲା ଡ୍ରେସିଂ ରୁମ୍। ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଏଭଳି କିଛି ବିଦ୍ୟୁତ୍‌ ବିଭ୍ରାଟ ଘଟିଥିଲା। 

Today Panchang
Today Panchang 16th June 2023: ଜାଣନ୍ତୁ ଆଜିର ଋାହୁକାଳ, ଏହି ସମୟରେ ରୁହନ୍ତୁ ସତର୍କ...

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Cyclone Biparjoy: Strong Winds And Heavy Rain Trees & Electric Poles Uprooted
ବିପର୍ଯ୍ୟୟ ଘଟାଇଲା ‘ବିପର୍ଯ୍ୟୟ’: ରାତି ସାରା ତାଣ୍ଡବ ରଚିଲା, ଜୀବନ ବି ନେଲା...

ଲ୍ୟାଣ୍ଡଫଲ୍ ସମୟରେ ଓ ପରେ ବାତ୍ୟା 'ବିପର୍ଯ୍ୟୟ' ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଖାଲି ବ୍ୟାପକ କ୍ଷୟକ୍ଷତି ହୋଇନାହିଁ ବରଂ ଏ ସାମୁଦ୍ରିକ ଝଡ଼ବାତ୍ୟା ପ୍ରଭାବରେ ଗୁଜରାଟର ୧୦ଟି ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି।

odisha celebrates last day of Raja Festival
ଆଜି ସରିବ ରଜ ମଉଜ, କାଲି ହେବ ବସୁମତୀ ସ୍ନାନ

ଗାଁ ଗାଁ ରଜ ମହୋତ୍ସବ ଲାଗି ବିଶେଷ ଆୟୋଜନ ହୋଇଥିବାରୁ ଶେଷ ରଜକୁ ବେଶ ଆନନ୍ଦ ଉଲ୍ଲାସର ପାଳିବା ପାଇଁ ଆଶା ରଖିଛନ୍ତି ଝିଅବୋହୁ।

On demanding dowry the groom was tied to a tree
Viral Video: ବିବାହ ମଝିରେ ବର ମାଗିଲା ଯୌତୁକ; କନ୍ୟା ପ‍କ୍ଷ ଦେଲେ ପାନେ

ଚାଲିଥିଲା ବିବାହ। ବର ହଠାତ ଯୌତୁକ ମାଗିଲା। ଝଗଡା ବଢିଲା। ଯେତେ ବୁଝାସୁଝା କଲେ ମଧ୍ୟ ବର ତା’ ଜିଦିରେ ଅଟଳ ରହିଲା। କନ୍ୟାପକ୍ଷ ନେଲେ ଏମିତି ପଦକ୍ଷେପ। ଦେଲେ ଉତ୍ତମ ମଧ୍ୟମ।

Cyclones in Gujarat
ଗୁଜରାଟ ପାଇଁ ବିପର୍ଯ୍ୟୟର ବେଳା; ମହାକାଶରୁ ଦିଶିଲା ଏହାର କରାଳ ରୂପ

ବିପର୍ଯ୍ୟୟ ମୁକାବିଲାର ଏକମାତ୍ର ଲକ୍ଷ୍ୟ, ନଯାଉ ଗୋଟିଏ ବି ଜୀବନ । ଏଥିପାଇଁ ୧୮ଟି NDRF ଓ ୧୨ଟି SDRF ଟିମ୍ ମୁତୟନ ରହିଛନ୍ତି । ଜରୁରୀ ସ୍ଥିତିରେ ବିପନ୍ନଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ରହିଛି NDRFର ୧୫ ଟିମ୍ ।

Uniform Civil Code
ୟୁନିଫର୍ମ ସିଭିଲ କୋଡ୍ କ’ଣ..କାହିଁକି ଏହାର ଆବଶ୍ୟକତା ରହିଛି ?

ଦେଶରେ ପ୍ରଚଳନ ହେବ କି ସମାନ ନାଗରିକ ସଂହିତା ? କାରଣ ଦୀର୍ଘ ୩ ବର୍ଷ ପରେ ପୁଣିଥରେ ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ନେଇ ଜନସାଧାରଣ ଓ ମାନ୍ୟତାପ୍ରାପ୍ତ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍ ।

NH Accident
NHରେ ମୃତ୍ୟୁଦୂତ ସାଜିଛି ଅଘୋଷିତ ଟ୍ରକ୍ ଟର୍ମିନାଲ; କାହିଁକି ଚୁପ୍ ବସିଛି ପ୍ରଶାସନ ?

ସାଂଘାତିକ କଥା ହେଲା ଏହି ଗୋଟିଏ ଘଟଣା ନୁହେଁ, NHରେ ଟ୍ରକ ଛିଡା ହେବା ଯୋଗୁଁ ଘଟୁଛି ନିତି ଦୁର୍ଘଟଣା । ଟିକେ ଦେଖନ୍ତୁ ଏ ଚିତ୍ରକୁ । ବଲାଙ୍ଗୀରକୁ ସବୁ ଏଣ୍ଟ୍ରି ପଏଣ୍ଟରେ ଜାତୀୟ ରାଜପଥରେ ଠିଆ ହୋଇ ରହିଛି ଟ୍ରକ ।

raja festival
ଜମିଲା ମଝିରଜ ମଉଜ; ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ପାଳିଲେ ରଜ

ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ବି ରଜ ପାଳିଛନ୍ତି । ପରସ୍ପରକୁ ପିଠା, ମିଠା ଓ ପାନ ଖୁଆଇ ଜଣାଇଛନ୍ତି ରଜ ଶୁଭେଚ୍ଛା ।