ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଦୀର୍ଘ ପ୍ରତୀକ୍ଷା ଓ ବାରମ୍ବାର ପ୍ରତିଶ୍ରୁତିର ଅବସାନ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆଉଟର ଆକ୍ସେସ ରୋଡ୍ । ତରତର ହୋଇ ସିନା ରାସ୍ତା ଖୋଲିଦେଲେ, ହେଲେ ଖୋଳା ପୋତା କାମ କିନ୍ତୁ ସରିନି ।
ପୁଣି ତେଜିଲା ବିଜେଡି-ବିଜେପି ଘର କଳି । ପ୍ରଧାନମନ୍ତ୍ରୀ ଆବାସ ବନାମ୍ ମୋ ଘର ଯୋଜନା । ଟାର୍ଗେଟରେ ଗ୍ରାମାଂଚଳ ଭୋଟ୍ ।
୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ୪୪ ଡିଗ୍ରୀ ଉପରେ ୩ ସହର ଥିବାବେଳେ ୪୩ ଡିଗ୍ରୀ ଉପରେ ୮ଟି ସହର ରହିଛି ।
ଭକ୍ତଙ୍କୁ ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ ସୁଯୋଗ ମିଳିବ । ସେ ଭିତରୁ ପାରିମାଣିକ ଟିକେଟ୍ କାଟିଥିବା ଭକ୍ତଙ୍କ ପାଇଁ ଏକ ଘଣ୍ଟା ଓ ସର୍ବସାଧାରଣ ବା ସାହାଣ ମେଲା ଦର୍ଶନ ପାଇଁ ଦୁଇ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି ।
MKCG ଚର୍ମ ବିଭାଗର ପିଜି ପ୍ରଥମ ବର୍ଷ ଛାତ୍ରୀ ଶୁଭାନୀ ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ହଇଚଇ । ଝିଅର ମୃତ୍ୟୁ ନେଇ ବାପା ଗଣମାଧ୍ୟମରେ ମୁହଁ ଖୋଲୁନଥିବାରୁ ଶୁଭାନୀଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ସସପେନ୍ସ ।
କାଳିଆ ସାଆନ୍ତର ବଡଦାଣ୍ଡ ଧୂଳି ହେଉ କି ଶ୍ରୀମନ୍ଦିରର ମଳି ହେଉ। ସାଗରର ନୀଳ ଜଳ ହେଉ କି ଶ୍ରୀଅଙ୍ଗର ବାସି ମାଳ ହେଉ, ସବୁକିଛି ମହାନ ଆଉ ପବିତ୍ର। ଏହି ପବିତ୍ର ଜିନିଷ ମଧ୍ୟରେ ରଥ ଦଉଡି ବା ବାଦ ପଡିବ କାହିଁକି। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଆସନ୍ତୁ ଜାଣିବା ଏହି ଦଉଡିର ରହସ୍ୟ।
ଆଗାମୀ ଦିନର କାର୍ଯ୍ୟାଧାରା ଭଲ ଭାବେ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମସ୍ତଙ୍କ ପାଖରେ ରହିବ ବୋଲି ମନ୍ତ୍ରୀ କହିଛନ୍ତି।
ଘରେ ନିଆଁ ଲାଗିବାର କିଛି ସମୟ ପରେ ନିଆଁ ରୋଷେଇ ଘରକୁ ବ୍ୟାପିଯାଇଥିଲା । ରୋଷେଇ ଘରେ ରହିଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରେମ କରି ବନ୍ଧା ହେଲେ ଯୁବକ । ନାବାଳିକା ପ୍ରେମିକାକୁ ଉଦ୍ଧାର କରିବା ସହିତ ଉମାଶଙ୍କରକୁ ଗିରଫ କରିଛି ପୋଲିସ୍ ।
ଜୀବନ ବଞ୍ଚାଇବାକୁ ଜୀବନ ବିକଳରେ ପୀଡ଼ିତା ଗାଁ ରାସ୍ତାରେ ଦୌଡ଼ି ପଳାଉଥିବାବେଳେ ରାସ୍ତା ଉପରେ ତାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।
ନୀଳାଦ୍ରିବିଜେରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ। ପତ୍ନୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲଷ୍ମୀ। କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ ବାଟ ଓଗାଳନ୍ତି ମହାଲଷ୍ମୀ। ଏହା ପରେ କ’ଣ ହୁଏ ଜାଣିବା ପାଇଁ ପଢନ୍ତୁ।
ସରକାରୀ ଜମି, ହେଲେ ଘର କରି ମାଡି ବସିଛନ୍ତି ଶାସକଦଳର କର୍ମୀ । ସତ ସାମ୍ନାକୁ ଆସିବା ପରେ କହୁଛନ୍ତି ଆମେ ଘର କରିବା ପରେ ଜାଣିଲୁ ଏଇଟା ସରକାରୀ ଜାଗା
ଏସିଆ କପ ୨୦୨୩ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍ର ଆୟୋଜନ କରିବ।
ପାଟି ଫିଟୁନି ବୋଲି...୨୦ ରହିବା ଜାଗାରେ ରହିଛନ୍ତି ୨୦୦ । ଠିକ୍ରେ ଖାଇବା ମିଳୁନି କି ପାଣି...ଧୁମ୍ ଦ୍ୱିପ୍ରହରରେ ଆଉଟପାଉଟୁ ହେଉଛନ୍ତି ହରିଣ । ଆଜି କାଲି କହି ଦିନ ଗଡାଉଛି ପ୍ରଶାସନ
କୁନି ପୁଅର ଆୟୁଷ ସାମ୍ନାରେ ମୃତ୍ୟୁ ବି ହାର ମାନିଲା । ପାଖରେ ବାପାମା’ଙ୍କ ମୃତଦେହ ପଡ଼ିଥିଲେ ସୁଦ୍ଧା ଅକ୍ଷତ ଅବସ୍ଥାରେ ଉଦ୍ଧାର ହେଲା ନବଜାତକ ।
ଆପଣ ନିଶ୍ଚୟ ସଲମାନ ଖାନଙ୍କ ହାତରେ ଏକ ବ୍ରେସ୍ଲେଟ୍ ଦେଖିଥିବେ। ନୀଳ ରଙ୍ଗର ପଥର ଖଞ୍ଜା ହୋଇଥିବା ସେହି ବ୍ରେସଲେଟ୍ ମଧ୍ୟ ନିକଟରେ ଅମୀର ଖାନଙ୍କ ହାତରେ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଶ୍ନ ଉଠେ ଯେ ଏହି ବ୍ରେସ୍ଲେଟ୍ କାହିଁକି ସ୍ପେଶାଲ୍?
ଠାକୁରଙ୍କ ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ତେବେ ଏହି ନୀତି ପଛର ରହସ୍ୟ କ’ଣ ଜାଣିବା ପାଇଁ ପଢନ୍ତୁ।
ସେ ଇନିଂସର ଶେଷ ଓଭରର ଶେଷ ବଲ୍ରେ ୧୮ ରନ ଖର୍ଚ୍ଚ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।
ଚୀନକୁ ପାର୍ କରି ଭାରତ ବନିଲା ବିଶ୍ୱର ଜନବହୁଳ ଦେଶ । ବର୍ତ୍ତମାନ ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ରର ଆଖ୍ୟା ପାଇସାରିଥିବା ପରେ ବି ଆଗାମୀ ୭୭ ବର୍ଷରେ ଏହା ବହୁଳ ଭାବରେ ବୃଦ୍ଧି ପାଇସାରିଥିବ । ଜାଣନ୍ତୁ କେତେ ଥିବ ଭାରତର ମୋଟ ଜନସଂଖ୍ୟା..
‘ଆଦିପୁରୁଷ’କୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏକା ଦିନରେ ଆହୁରି ୩ଟି ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି। ଗୋଟିଏ ବଡ ବଜେଟ୍ର ଫିଲ୍ମ ମଧ୍ୟ ରହିଛି। ଏହା ଆଦିପୁରୁଷ ସହ ଟକ୍କର ଦେବ। ଜାଣନ୍ତୁ କ’ଣ ସେହି ଫିଲ୍ମ।
ସୋସିଆଲ ମିଡିଆରେ ଭିଜୁଆଲ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ବ୍ୟକ୍ତି ଜଣକ ନିଜ ମୃତ୍ୟୁର ମିଛ ନାଟକ ନିଜେ ହିଁ ରଚିଥିଲେ। ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।