ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ
ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ । ହଇରାଣ ହରକତ ହେବା ପରେ ନିଜ ଗାଁକୁ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ । ତାହା ପୁଣି ନିଜେ ଚାନ୍ଦା ଆଦାୟ କରି...ଏବେ ପ୍ରଶାସନ କହୁଛି ଜମି ନଥିଲା, ଏବେ ରାସ୍ତା ହେବାରୁ...
ସ୍ତ୍ରୀ ଓ ଦୁଇ ଶଳାଙ୍କ ମାଡ଼ରେ ଯୁବକଙ୍କ ପ୍ରେମ ନିଶା ଛାଡ଼ିଗଲା, ମାମଲା ଥାନାରେ ଯାଇ ପହଞ୍ଚିଲା.. ଏବେ
ଶସ୍ତା ହୋଇପାରେ ଖାଇବା ତେଲ। ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ କେନ୍ଦ୍ର ସରକାର କଷ୍ଟମ ଡ୍ୟୁଟି ହ୍ରାସ କରିଛନ୍ତି।
ଜୀବନ୍ତ କଇଁଛ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ । କଳାହାଣ୍ଡିରୁ ଲମ୍ବିଥିବା ରାକେଟର ଖୁଲାସା କଲା ପୋଲିସ ।
ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା
ଅନ୍ତିମ ସତ୍କାର ପାଇଁ ନେବାକୁ ତାଙ୍କ ଶରୀରକୁ ଏକ କଫିନ୍ ଭିତରେ ରଖାଯାଇଥିଲା। ବୃଦ୍ଧାଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ଓ ସମ୍ପର୍କୀୟ ଏକାଠି ହୋଇଥିଲେ। କିନ୍ତୁ ତାପରେ ଘଟିଲା ଚମତ୍କାର
୨ ମାସ ଧରି ସମୁଦ୍ରରେ କଟକଣା ଥିଲା । ଏବେ ସମୁଦ୍ରକୁ ଯିବେ ମତ୍ସଜୀବୀ...ଧରିବେ ଲୁଣି ମାଛ । ୨ ମାସ ପରେ ସମୁଦ୍ର କଙ୍କଡ଼ା ଖାଇବେ ଲୋକେ । ରୋଜଗାରର ନୂଆ ଆଶା ରଖିଛନ୍ତି କୈବର୍ତ୍ତ୍ୟ ଭାଇ।
କରମଣ୍ଡଳ ନେଇଗଲା ବାପାଙ୍କ ଜୀବନ । ବାହାଘରର ୧୦ ଦିନ ପରେ ବାପା ଚାଲିଗଲେ...ହେଲେ ଏବେ ବି ଝିଅ ଭାବୁଛି ବାପା ଚେନ୍ନାଇରେ ଥିବା ପରି ମନେ ହେଉଛି...ଭଉଣୀ କହୁଛି ଭାଇ ଆସିବ ରାକ୍ଷୀ ପୁନେଇକୁ
ବାରମ୍ବାର ଗର୍ଭପାତ କାହିଁକି ହେଉଛି ତାହା ଉପରେ ଏହା ସବିଶେଷ ଧାରଣା ଦେଇପାରିବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି।
ଭାରତ ସମେତ ବିଶ୍ୱରେ ଏମିତି ଅନେକ ଦେଶ ଅଛି ଯେଉଁଠି ବିନା ଅନୁମତିରେ ଆପଣ ଫୋନ୍ କଲ୍ ରେକର୍ଡିଂ କରିବା ବେଆଇନ୍। ତେବେ କିଛି ଥାର୍ଡ-ପାର୍ଟି ଆପ୍ ମାଧ୍ୟମରେ କଲ୍ ରେକର୍ଡିଂ ସମ୍ଭବପର ହୋଇଥାଏ।
ଜୁନ୍ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍ମିଟ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଏ ଯୋଜନା ଥିଲେ ଲାଭ କଣ? ସରପଂଚଙ୍କୁ ମିଳୁଛି ରାସନ କାର୍ଡ..ଗରିବ ହିତାଧିକାରୀ କାନ୍ଦି କାନ୍ଦି ବୁଲୁଛନ୍ତି ହେଲେ ତାଙ୍କୁ ମିଳିପାରୁନି ଖଣ୍ଡେ ରାସନ କାର୍ଡ । ଏମିତି ବିଚିତ୍ର ବ୍ୟବସ୍ଥା ଲାଗି ଦାୟୀ କିଏ?
ଅନ୍ଧାର ରାତିରେ ମଝି ସମୁଦ୍ରରେ ବୁଡ଼ିଗଲା ଡଙ୍ଗା। ଏଥିରେ ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ କୌଣସି ପତ୍ତା ମିଳିପାନାହିଁ।
ଯିଏ ବାଇକ୍ ଦେଇ ପାରିବ ତାଙ୍କର ସେଠି ବାହାଘର କରନ୍ତୁ, ନଚେତ୍ ଯଦି ସେ ଏବେ ବି ମତେ ବାହାହେବାକୁ ଚାହୁଁଛନ୍ତି, ତାହେଲେ ଆମ ଘରକୁ ଆସି ସମସ୍ତଙ୍କୁ କ୍ଷମା ମାଗନ୍ତୁ କହିଥିଲେ ଦେବକୀ।
ଟ୍ରେନ୍ରେ କଟିଗଲେ ମା’,ଝିଅ। ସେପଟେ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆନ୍ଧ୍ର ପ୍ରଦେଶ ପଲାସା ଜିଆର୍ପି ଥାନା ଅଞ୍ଚଳରେ ଟ୍ରେନ୍ ଧକ୍କାରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟା ୪୫ ମିନିଟ୍ରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ।
ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’। ସନ୍ଧ୍ୟାରେ ଏହା ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବାର ସମ୍ଭାବନା ରହିଛି।
ଆଜି ହେଉଛି ରଜ ସଂକ୍ରାନ୍ତି। ଓଡ଼ିଶାର ଏକାଧିକ ପର୍ବ ମଧ୍ୟରୁ ଅନ୍ୟତମ ସ୍ୱତନ୍ତ୍ର ଗଣପର୍ବ ହେଉଛି ରଜ।
ଓଡିଶାର ଗଣ ପର୍ବ ରଜ। ଏହି ପର୍ବ ତିନିଦିନ ଧରି ପାଳନ କରାଯାଉଥିବା ବେଳେ ଆଜି ହେଉଛି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି। ଗତକାଲି ଥିଲା ପହିଲି ରଜ। ସେହିପରି ଆସନ୍ତାକାଲି ଭୂମିଦହନ।
ରାତି ପ୍ରାୟ ୯ଟା ୧୦ ମିନିଟ ସମୟରେ ହଠାତ୍ ଚେକ୍ ଇନ୍ କାଉଣ୍ଟର ପାଖ ଅଂଚଳରେ ନିଆଁ ଲାଗିଯାଇଥିଲା।
ଯେତେବେଳେ ଟଙ୍କା ଚୋରି ହେବା କଥା ବାପା ଜାଣିଥିଲେ, ସେତେବେଳେ ପୁଅକୁ ଫୋନ୍ କରି ଡ଼କାଇଥିଲେ।
ଘରେ ଘରେ ଜମିଥିଲା କିସମ କିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ। ପୋଡ଼ପିଠାର ବାସ୍ନାରେ ମହକି ଥିଲା ଚତୁର୍ଦ୍ଦିଗ।
ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଚାହିଁ ବସିଛନ୍ତି, କେବେ ତାଙ୍କ ଅଞ୍ଚଳରେ ବାତ୍ୟାକୁ ସହିପାରୁଥିବା ବିଦ୍ୟୁତ ଖୁଣ୍ଟ ବସିବ ଏବଂ ମାଟି ତଳ ଦେଇ ବିଦ୍ୟୁତ ତାର ଯିବ।