• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Big fire on Pune-Mumbai Expressway
ତେଲ ଟ୍ୟାଙ୍କର୍ ବିସ୍ଫୋରଣରେ ଥରିଲା ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ, ୪ ଜଣ ଜୀବନ୍ତ ଦଗ୍ଧ

ଭୟଙ୍କର ଦୁର୍ଘଟଣା... ତେଲ ନେଉ ଯାଉଥିବା ବେଳେ ଓଲଟିପଡ଼ିଲା ଟ୍ୟାଙ୍କର୍‌, ଏଥିରେ ଚାରି ଜଣଙ୍କର ଜୀବନ ଚାଲିଯାଇଛି ।

Veteran Actor Kazan Khan Dies
ଚାଲିଗଲେ ଖତରନାକ୍ ଭିଲେନ୍ କଜାନ ଖାନ୍

ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର କଜାନ ଖାନଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ଭିଲେନ୍ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଜାନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

Gas leak
ଟାଟା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଅଘଟଣ : ଗ୍ୟାସ୍ ଲିକ୍ ହୋଇ ୧୯ ଗୁରୁତର

ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ୧୯ କର୍ମଚାରୀ ଗୁରୁତର ଗୁରୁତର

Cyclone Biparjoy
ଗୁଜରାଟ ମୁହାଁ 'ବିପର୍ଯ୍ୟୟ' : ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ‘ଅରେଞ୍ଜ୍ ଆଲର୍ଟ’ଜାରି

ଜୁନ୍ ୧୫ ମଧ୍ୟାହ୍ନ ସୁଦ୍ଧା ଗୁଜରାଟର ଜଖୌ ବନ୍ଦର ନିକଟରେ ଲ୍ୟାଣ୍ଡଫଲ

Amar Patnaik
ବିଦ୍ୟୁତ ବିଭ୍ରାଟ : ଟାଟା ପାୱାରକୁ ଦୋଷ ଦେଲେ ବିଜେଡି ସାଂସଦ

ଟାଟା ପାୱାର ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

Earthquake tremors felt in Delhi and parts of north India
ଭୂକମ୍ପରେ ଥରିଲା ଦିଲ୍ଲୀ, ଭୟରେ ଘର ବାହାରକୁ ଚାଲି ଆସିଲେ ଲୋକେ

ଆଜି ଅପରାହ୍ଣରେ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି।

College topper
କଲେଜ ଟପ୍ପରଙ୍କ ଦୁଃଖ, ଟିଉସନ୍ କରି ଚଳାଉଛନ୍ତି ଘର

ଟ୍ୟୁସନ କରି ପାଠ ପଢିଲେ, କଲେଜ ଟପ୍ପର ହେଲେ ଭଦ୍ରକ ଝିଅ ରାଧାରାଣୀ । କୋଚିଂ କିମ୍ବା ପଢା ଖର୍ଚ୍ଚ ପାଇଁ ଟଙ୍କା ନଥିଲା । ତଥାପି ପରିସ୍ଥିତି ଆଗରେ ହାର୍ ନ ମାନି ଚାଳଘର ମାଟି ଚଟାଣରେ ପଢି ସବୁଠୁ ଅଧିକ ନମ୍ବର ରଖିଲେ ।

National Cancer Survivors Day
ଦୁଲଦୁଲି ବାଦ୍ୟର ତାଳେତାଳେ ନାଚିଲେ କ୍ୟାନସର ପୀଡ଼ିତ

କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।

Dowry Case
ଯୌତୁକରେ ବାଇକ ମାଗିଲା ବର, ଶଙ୍ଖା-ସିନ୍ଦୂର-ଚୁଡ଼ି ଖୋଲି ବାପ ଘରକୁ ଫେରିଗଲା କନ୍ୟା

ଯୌତୁକ ପ୍ରଥାକୁ ବିରୋଧ କରି ଚର୍ଚ୍ଚାରେ ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ।

Odisha Govt Hikes DA By 4% Of Govt Employees
ଓଡ଼ିଶା ସରକାରୀ କର୍ମଚାରୀଙ୍କୁ ରଜ ଭେଟି- ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ରଜ ଭେଟି। ୪% ବଢ଼ିଲା ମହଙ୍ଗା ଭତ୍ତା।

Cot Vehicle
ଚମତ୍କାର ଜୁଗାଡ଼ ! ଶସ୍ତାରେ ଯିବା ଆସିବା ପାଇଁ ଆସିଲା ଖଟିଆ ଗାଡ଼ି

ଭିଡିଓ ଦେଖିବା ପରେ ଆପଣ ନିଜେ ହିଁ ଏହାର ନାମ କରଣ କରନ୍ତୁ । ଏହାକୁ କ’ଣ କହିବେ । ଗାଡ଼ି କହିବେ ନା ଆଉ କିଛି ।

Woman kills mother in Bengaluru
‘ମୁଁ ହିଁ ମୋ ମା’କୁ ମାରିଛି’...ଟ୍ରଲି ବ୍ୟାଗ୍‌ରେ ମୃତଦେହ ଭର୍ତ୍ତି କରି ଥାନାରେ ପହଞ୍ଚିଲା ଝିଅ

ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିବା ସହ ମା’କୁ ହତ୍ୟା କରିଥିବା କଥା ମଧ୍ୟ ସ୍ୱୀକାର କଲା ଝିଅ। ବେଙ୍ଗାଲୁରୁର ମିକୋ ଲେଆଉଟ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି।

Dorsey
ପୂର୍ବତନ Twitter CEOଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ କଡ଼ା ଉତ୍ତର, ‘ଡୋର୍ସି ଯାହା କହୁଛନ୍ତି ସବୁ ମିଛ’

ଡୋର୍ସି ମନେ ରଖିବା କଥା ଯେ, ଭାରତରେ ଚାଲୁଥିବା ପ୍ରତ୍ୟେକ କମ୍ପାନୀ ଭାରତର ଆଇନ୍‌ ଅନୁସାରେ ଚାଲିବାକୁ ବାଧ୍ୟ ।

Education system in shambles
୧୦ କୋଟିର କଲେଜ, ଏବେ ଭୂତକୋଠି...ଦିନେ ବି ପାଠପଢ଼ା ହୋଇନି

ନାମ ଫଳକରେ ଚକାଚକ୍ ବିଇଡି କଲେଜ, ପାଠପଢା ଶୂନ । ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢିନାହାନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧୂଳିସାତ୍‌ ।

Odisha Train Tragedy
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆହତ ଯାତ୍ରୀ

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜଣେ ଆହତଙ୍କ କଟକ SCB ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

Yoga Break
କେନ୍ଦ୍ର ସରକାରଙ୍କ ନୂଆ ନିୟମ, ଏଣିକି ଅଫିସ୍‌ରେ ବସି କର୍ମଚାରୀ କରିବେ ଯୋଗ

ଏହି ସମୟରେ ଅଫିସ୍‌ରେ ଥିବା ସମସ୍ତ କର୍ମଚାରୀ ଯୋଗ କରିବେ । ଖାଲି ସେତିକି ନୁହେଁ ଏଥିପାଇଁ ଏକ ବିଦ୍ଧିବଦ୍ଧ ନିୟମ ଆଣିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। 

India to Register Highest Economic Growth Among Major Countries in 2023-24
ଖୁସି ଖବର ! ଅର୍ଥନୈତିକ ଅଭିବୃଦ୍ଧିରେ ବଡ଼ ବଡ଼ ଦେଶକୁ ପଛରେ ପକାଇବ ଭାରତ !

ବଡ଼ ବଡ଼ ଦେଶକୁ ପଛରେ ପକାଇ ଅର୍ଥନୈତିକ ଅଭିବୃଦ୍ଧିରେ ଆଗରେ ରହିପାରେ ଭାରତ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଅଭିବୃଦ୍ଧି ଚୀନ, ଆମେରିକା ଭଳି ଦେଶର ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇ ଆଗରେ ରହିବ ବୋଲି ଆକଳନ କରାଯାଇଛି।

Major fire breaks out at government building in Bhopal
ଜଳୁଛି ସରକାରୀ ବିଲ୍‌ଡିଂ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ...

ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବା ସତପୁରା ଭବନରେ ଗତକାଲି ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଲ୍‌ଡିଂର ତୃତୀୟ ମହଲାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି।

panchang
Today Panchang 13th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Chandrayaan 3 may be launched between July 12 and 19
‘ଚନ୍ଦ୍ରଯାନ-୩’ କୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ତାରିଖ ମଧ୍ୟରେ ହୋଇପାରେ ଲଞ୍ଚ୍‌...

ଚନ୍ଦ୍ରଯାନ-୩ ଲଞ୍ଚ ଲାଗି ରକେଟ୍ ଏଲ୍‌ବିଏମ୍-୩ର ବ୍ୟବହାର କରାଯାଉଛି। ରକେଟ୍‌କୁ ମଧ୍ୟ ପ୍ରସ୍ତୁତ କରାଯାଉଛି। ଚଳିତ ମାସ ଶେଷ ସୁଦ୍ଧା ଚନ୍ଦ୍ରଯାନ-୩କୁ ରକେଟ୍‌ ସହ ଯୋଡ଼ା ଯିବ ଏବଂ ବିଭିନ୍ନ ପ୍ରକାରର ଟେଷ୍ଟ କରାଯିବ।

Today Rain Alert For 7 Districts Of Odisha
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୩ ଘଣ୍ଟା ପାଇଁ ୭ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ଆଲର୍ଟ କରାଯାଇଛି।

cyclone Biparjoy likely to hit Gujarat on June 15
ଲ୍ୟାଣ୍ଡଫଲ୍‌ ପୂର୍ବରୁ ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’: ଭାଙ୍ଗିଲା ଗଛ, ଭୁଶୁଡ଼ିଲା କାନ୍ଥ...୯୫ ଟ୍ରେନ୍‌ ବାତିଲ୍‌

ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ତାଣ୍ଡବ ରଚିଛି। ବର୍ଷାରେ କାନ୍ଥ ପଡ଼ି ୨ ଶିଶୁ ଓ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି।ସୌରାଷ୍ଟ୍ର ଓ କଚ୍ଛରେ ବାତ୍ୟାର ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଉଛି।

Slum to Spain
ସାଲିଆ ସାହିରୁ ସ୍ପେନ୍ ଫୁଟବଲ୍ କ୍ଳବକୁ ଯିବେ ସୁଲେଖା ଓ ଶ୍ରୀଜଲ

ବସ୍ତିରୁ ବିମାନରେ ବସି ସ୍ପେନ ଯିବେ ସାଲିଆ ସାହିର ସୁଲେଖା ଓ ଶ୍ରୀଜଲ । ସ୍ପେନରେ ଫୁଟବଲ ଖେଳିବେ ସାଲିଆ ସାହିର ପ୍ରତିଭା ।

12 monkeys dead due to lightening
ବଜ୍ରାଘାତରେ ୧୨ ମାଙ୍କଡ଼ପଲ ମୃତ

ଆଜି ସନ୍ଧ୍ୟାରେ ବାଲିଆପାଳ ଓ ଜଳେଶ୍ୱର ଅଂଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା।

Nandankanan Zoo
ଅସହ୍ୟ ତାତିରେ ଅତିଷ୍ଠ ଜୀବଜନ୍ତୁ; ବରଫରେ ଖେଳୁଛି ଭାଲୁ, ପାଣିରେ ବୁଡ଼ିଛି ବାଘ

କଲବଲ କରୁଛି ଟାଇଁ ଟାଇଁ ଖରା । ଜନଜୀବନ ପୁରା ଅସ୍ତବ୍ୟସ୍ତ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ବାଦ୍ ପଡ଼ିନାହାନ୍ତି ଜୀବଜନ୍ତୁ । ଭୁବନେଶ୍ୱର ନନ୍ଦନକାନନ ଚିଡ଼ିଆଖାନାରେ ଖରା ଦାଉରୁ ଟିକେ ଆଶ୍ୱସ୍ତି ପାଇଁ ବରଫ ଖଣ୍ଡ ସହ ଖେଳୁଛନ୍ତି ଭାଲୁପଲ ।