• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୧୩ଶୀ ଦିବା ୦୮.୪୦ ଗତେ ୧୪ଶୀ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୩.୦୭ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ ୦୬.୦୪ ରୁ ୦୬.୫୭

ଦିବା ୧୧.୧୩ ରୁ ୦୨.୫୨

ସନ୍ଧ୍ୟା ୦୬.୨୩ ରୁ ୦୮.୩୨

ରାତ୍ରି ୧୨.୫୨ ରୁ ୦୩.୦୧

ରାତ୍ରି ୦୩.୪୫ ରୁ ୦୫.୧୧

ଅଧିକ ପଢ଼ନ୍ତୁ: ବାସ୍ତୁରେ ପାରିବାରିକ କଳହର କାରଣ ଏବଂ ନିରାକରଣ

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୦୮ ରୁ ୧୧.୪୭

କାଳବେଳା – ଦିବା ୧୦.୦୮ ରୁ ୧୧.୪୭

ବାରବେଳା – ଦିବା ୦୮.୨୯ ରୁ ୧୦.୦୮

କାଳରାତ୍ରି – ରାତ୍ରି ୦୯.୦୫ ରୁ ୧୦.୨୬