• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Jagannath Mahapatra
ଭୁବନେଶ୍ୱର ଭଷାଣ ଉତ୍ସବର ପ୍ରତିଷ୍ଠାତା ଜଗନ୍ନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱରେ ଶିଶୁ ଓ ମହିଳାଙ୍କ ସୁଲଭ ଦରରେ ଚିକିତ୍ସା ଲାଗି ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରିଥିଲେ ।

goods train
ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍‌

ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳିଲା ଅଘଟଣ

Crocodile Attack
ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’

Cyclone Biparjoy
Cyclone Biparjoy: ଉପକୂଳ ଛୁଇଁଲାବେଳକୁ ଅଧିକ ଶକ୍ତିଶାଳି ହେବା ଆଶଙ୍କା, ବ୍ୟାପକ କ୍ଷୟକ୍ଷତି ସମ୍ଭାବନା

ପବନର ଘଣ୍ଟାପ୍ରତି ବେଗ ୧୨୫ରୁ ୧୩୫ କିଲୋମିଟର ଏବଂ ବେଳେବେଳେ ୧୫୦ କିଲୋମିଟର ବେଗ ବହିବ ବୋଲି ପୂର୍ବାନୁମାନ କରାଯାଇଛି ।

Car Accident
ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ଟ୍ରକ୍, ପିଟିଦେଲା କାର ! ଚାଲିଗଲା ୫ ଜୀବନ

ଦୁର୍ଘଟଣାରେ ଆହତ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Donald Trump
ପୁଣି ଟ୍ରମ୍ପ ଗିରଫ ! କୋର୍ଟ କହିଲେ ସାଙ୍ଗ ସହ କଥା ହୋଇପାରିବେନି, କାରଣ ସେ ବି ଅଭିଯୁକ୍ତ

ଗିରଫର ମାତ୍ର ଏକ ଘଣ୍ଟାର ଶୁଣାଣି ପରେ ଟ୍ରମ୍ପଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।

Today Panchang 14th June 2023
Today Panchang 14th June 2023: ଜାଣନ୍ତୁ ଶୁଭ-ଅଶୁଭ ସମୟ, କେଉଁ ରାଣି ପାଇଁ ରହିଛି ଘାତ ବାର

ସୌର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୮.୪୮ ଗତେ ୧୨ଶୀ । ଘାତ ଚନ୍ଦ୍ର – ମେଷ ଅହାରାତ୍ର । ଘାତ ବାର – କର୍କଟ । ପୁଷ୍କର ଦୋଷ – ଦିବା ୦୮.୪୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।

Blood Donors Day
Blood Donor Day 2023: କାହିଁକି ଓ କେମିତି ପାଳନ ହୁଏ ‘ବିଶ୍ୱ ରକ୍ତଦାତା ଦିବସ’; କ’ଣ ଏହାର ଉଦ୍ଦେଶ୍ୟ

‘ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା। ବିନା ରକ୍ତରେ ଏ ଶରୀର କେବଳ ମାଂସ ଏବଂ ହାଡରେ ନିର୍ମିତ ଏକ କଙ୍କାଳ। ରକ୍ତ ଅଭାବ ଜଣେ ବ୍ୟକ୍ତିର ଜୀବନକୁ ବିପଦରେ ପକାଇପାରେ।

Intense heat wave bakes Western Odisha
ଆହୁରି ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର

ଉପକୂଳ ସିନା ଥଣ୍ଡା। ହେଲେ ପଶ୍ଚିମ ଓଡ଼ିଶା ଜଳୁଛି। ପ୍ରଚଣ୍ଡ ଖରା, ନିଆଁବର୍ଷା... ତାସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି।

Mumbai police to launch 'No Honking Day' tomorrow
କାଲି ମୁମ୍ବାଇରେ ହର୍ଣ୍ଣ ବଜାଇବା ମନା, ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ମୋଟର ଭେଇକିଲ ଆକ୍ଟ ଓ ପରିବେଶ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Neet 2023 exam result published
ପ୍ରକାଶ ପାଇଲା NEET-୨୦୨୩ ପରୀକ୍ଷା ଫଳ

ଟପ୍ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପସା ଚୌଧୁରୀ ଅଛନ୍ତି।

RTI report
ଦୁର୍ନୀତିରେ ବୁଡ଼ିଥିବା IASଙ୍କ ପ୍ରତି କାହିଁକି ଏତେ ଦରଦ ?

ସୂଚନା ଅଧିକାର ତଥ୍ୟ ଅନୁସାରେ ରାଜ୍ୟ ସରକାର ୨୦୦୦ରୁ ୨୦୨୨ ମସିହା ଭିତରେ କେବଳ ଜଣେ ଆଇଏଏସ୍ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି।

Dowry
ସାହସୀ ଯୁବତୀ ଦେବକୀ ଦିଗାଲ୍! ଯୌତୁକରେ ବାଇକ୍ ମାଗିବାରୁ ଫେରି ଆସିଲେ ବାପଘର

ସଭା ମଝିରେ ନବବଧୂ ସିଧା ସିଧା ରଖିଲା ଯବାବ । କହିଲା, ଯାହାର ବାଇକରେ ଲୋଭ ତାକୁ ମୋର ବାହାହେବାର ନାହିଁ ।

Ratha Jatra 2023: Why Ratha Jatra take place
Ratha Jatra 2023: କାହିଁକି ହୁଏ ମହାପ୍ରଭୁଙ୍କ ରଥଯାତ୍ରା; କ’ଣ କୁହେ ପୁରାଣ

ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି । ଋଗ୍‌ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ। ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ। ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଏହି ରଥଯାତ୍ରାର କାରଣ କ’ଣ…

Power cut
କିଲିବିଲି କରୁଛି ଅଘୋଷିତ ପାୱାରକଟ୍, କେଉଁଠି ରାସ୍ତାରୋକ ତ କେଉଁଠି ଅନଶନରେ ଉପଭୋକ୍ତା

ଗ୍ରୀଡକୋ କହୁଛି ପ୍ରବଳ ଖରା ପାଇଁ ବଢ଼ିଛି ବିଜୁଳି ଚାହିଦା । କାଳବୈଶାଖୀ ଉପରେ ଦୋଷ ଲଦିଲା ଟାଟା ପାୱାର ।

Cyclone Biparjoy
ଗୁଜରାଟ ତଟରେ ତୋଡ଼ ଦେଖାଇଲାଣି ବାତ୍ୟା 'ବିପର୍ଯ୍ୟୟ', ଲ୍ୟାଣ୍ଡଫଲ ବେଳେ ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼

ଘଣ୍ଟାପ୍ରତି ଦେଢ଼ଶହ କିଲୋମିଟର ବେଗରେ ବହିପାରେ ପବନ । ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ।

Tata power
ଶାସକ ଦଳର ଟାର୍ଗେଟରେ ବି ଟାଟା ପାୱାର: ସାଂସଦ ଅମରଙ୍କ ୟୁଟର୍ଣ୍ଣକୁ ନେଇ ଚର୍ଚ୍ଚା

ମୁଖ୍ୟଶାସନ ସଚିବଙ୍କ ପରେ ଶାସକ ଦଳର ସାଂସଦ ଅମର ପଟ୍ଟନାୟକ ବି ଝାଡିଥିଲେ ଅସନ୍ତୋଷ। ପ୍ରତିକ୍ରିୟା ଦେବାର କିଛି ସମୟ ପରେ ବଦଳି ଯାଇଥିଲା ଅମରଙ୍କ ସ୍ୱର।

Sikharchandi hills
ସରକାରଙ୍କୁ ଏନଜିଟି ଛାଟ, ବନ୍ଦ ହେଲା ଶିଖରଚଣ୍ଡୀ ପାହାଡ଼ରେ ପ୍ରଶାସନର ଦମନଲୀଳା

ଏଠି ପ୍ରଶ୍ନ ଶିଖରଚଣ୍ଡୀ ପାହାଡ଼ରେ କାହା ଅନୁମତିରେହୋଇଥିଲା ଏଭଳି ବେଆଇନ୍ ନିର୍ମାଣ କାମ । ଗଛ କାଟିବା ଓ ବୁଲଡୋଜର ଲଗେଇ ପାହାଡ଼ ଭାଙ୍ଗିବାକୁ କିଏ ଦେଇଥିଲା ନିର୍ଦ୍ଦେଶ?

ossc staff nurse pharmacist and other posts recruitment exam schedule released
OSSC Exam: ଏହି ଦିନ ହେବ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ANM ନିଯୁକ୍ତି ପାଇଁ ପରୀକ୍ଷା

ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟଙ୍କ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ OSSC ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୮୯ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଅଛି ପରୀକ୍ଷା।

Tractor Barat
ନିଆରା ବିବାହ ଶୋଭାଯାତ୍ରା...ଟ୍ରାକ୍ଟରରେ ବରଯାତ୍ରୀଙ୍କୁ ନେଇ ଆସିଲା ବର, ଦେଖନ୍ତୁ ଭିଡିଓ...

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।

Devdas movie waiting for release in 3d
ଆସୁଛି ନୂଆ ରୂପରେ ପୁରୁଣା ଫିଲ୍ମ; ପୁଣି ରୋମାନ୍ସ କରିବେ ଶାହରୁଖ-ଐଶ୍ୱର୍ଯ୍ୟା

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମ 'ଦେବଦାସ' 3Dରେ ମୁକ୍ତିଲାଭ କରିବ। ଏହାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଦର୍ଶକମାନେ ଶାହରୁଖ ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ଆଉ ଥରେ ଦେଖିବାର ସୁଯୋଗ ପାଇବେ।

Facebook After Death
ଆପଣ ଜାଣିଛନ୍ତି କି ୟୁଜରଙ୍କ ମୃତ୍ୟୁ ପରେ କ’ଣ ହୁଏ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ?

ଆପଣ ଜାଣିନାହାନ୍ତି ଆପଣଙ୍କ ପରେ ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ କ’ଣ ହେବ, କିଏ ଚଲାଇବ ? ହ୍ୟାକ୍‌ ହେବାର ଅଧିକ ସମ୍ଭାବନା ରହିଛି ।

casting couch
ଅଭିନେତ୍ରୀଙ୍କୁ ଆସିଥିଲା ଅଫର୍‌, ‘୧୦ ମିନିଟ୍‌ ସମୟ ଦିଅ ୧୦ ବର୍ଷ ଭଲରେ ବଞ୍ଚିବ’

ପୁଣି ଜଣେ ଅଭିନେତ୍ରୀ ଆଣିଲେ କାଷ୍ଟିଂ କାଉଚ୍‌ ଅଭିଯୋଗ । ହେଲେ ଏଥିରେ କେବଳ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କର ଭୁଲ ନଥାଏ, ଏଥିପାଇଁ ଝିଅମାନେ ବି ଦାୟୀ ।

tragic story
ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ କାହାଣୀ...କଥା କହିପାରନ୍ତିନି ସିନା ମନ ଭିତରେ ଅଛି ଅସୁମାରୀ ସ୍ୱପ୍ନ

ପିଲାବେଳୁ ଶେଖର କିନ୍ତୁ ଖତଗଦାରେ ପଦ୍ମ ଫୁଟିଲା ଭଳି ଉଭୟ ପାଠ ଓ ଖେଳରେ ଚମତ୍କାର ପ୍ରଦର୍ଶନ କରିଛନ୍ତି.. ହେଲେ ଏବେ ପାଠ ପଢ଼ିବେ କିପରି, ଚିନ୍ତାରେ ପରିବାର..

special report
ସବୁ ମ୍ୟାନେଜର୍‌ଙ୍କୁ ବାହାର କରିଦେଲା ଏହି କମ୍ପାନୀ,ଖୁସିରେ ଅଧିକ କାମ କରୁଛନ୍ତି କର୍ମଚାରୀ

ମ୍ୟାନେଜର୍‌ ନଥିବା ଏହି କମ୍ପାନୀର କର୍ମଚାରୀଙ୍କ ଦକ୍ଷତା ୨୦ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳିଛି ।