Advertisment

ସୀମା ପାର୍‌ କରି ଲୁଚିଥିଲେ ଆତଙ୍କବାଦୀ, ଖୋଜି ଖୋଜି ଏନ୍‌କାଉଣ୍ଟର କଲେ ସୁରକ୍ଷାକର୍ମୀ...

ଜମ୍ମୁ-କାଶ୍ମୀରର ଏଲ୍‌ଓସି ନିକଟରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
5 foreign terrorists killed in encounter

5 foreign terrorists killed in encounter

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ବିଦେଶୀ ଆତଙ୍କବାଦୀ ନିପାତ। ଜମ୍ମୁ-କାଶ୍ମୀରର ଏଲ୍‌ଓସି( Line of Control) ନିକଟରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସୀମା ପାର୍ ହୋଇ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏହି ଏନ୍‌କାଉଣ୍ଟର ହୋଇଛି।

Advertisment

ସୂଚନା ଅନୁସାରେ, ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ କାଶ୍ମୀରର ଏଲ୍‌ଓସି ନିକଟ ଜୁମାଗୁଣ୍ଡରେ ସର୍ଚ୍ଚ ଅପରେସନ୍‌ କରିଥିଲେ। ଏହାପରେ ଆଜି ଭୋର ସମୟରେ ଏନ୍‌କାଉଣ୍ଟର କରି ୫ ଆତଙ୍କବାଦୀ ନିପାତ କରିଥିଲେ। ଯାହାକି ସୁରକ୍ଷକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। 

Advertisment

Terrorists Killed Encounter
Advertisment
Advertisment