• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Bodies of three missing children found inside car in maharashtra
ହଠାତ୍‌ ନିଖୋଜ ହୋଇଗଲେ, ପରେ ବନ୍ଦ କାର୍‌ରୁ ମିଳିଳା ୩ ଶିଶୁଙ୍କ ଶବ

ବନ୍ଦ କାର୍‌ ଭିତରେ ଖେଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘରଠୁ ୫୦ ମିଟର ଦୂରରେ କାର୍‌ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା।

Contractor shot dead by miscreants in Khordha
ଘରକୁ ଫେରୁଥିଲେ ଠିକାଦାର, ବାଇକ୍‌ରେ ଆସି ଫାୟାରିଂ କଲେ ଦୁର୍ବୃତ୍ତ...

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିପଡ଼ିଲେ ଠିକାଦାର। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ୩ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Virat Kohli
କୋହଲିଙ୍କ ବିରାଟ ସମ୍ପତ୍ତି: ଟପିଲା ୧୦୫୦ କୋଟି

ଏବେ ଫ୍ୟାନ୍ସଙ୍କ କ୍ରେଜ୍‌ ନୁହେଁ, ବରଂ ବିରାଟ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ...

Today nabajouban darshan of lord jagannath and his siblings
ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ସକାଳ ୮ଟାରୁ ୧ ଘଣ୍ଟା ଧରି ପରିମାଣିକ ଟିକେଟ୍ ଦର୍ଶନ ଚାଲିଛି। ସେହିପରି ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ।

What is sickle cell disease know treatment
World Sickle Cell Awareness Day: କାହିଁକି ହୁଏ ସିକଲ୍ ସେଲ୍ ରୋଗ; ଜାଣନ୍ତୁ ଏହାର ଚିକିତ୍ସା

ଦ୍ରୁତଗତିରେ ବଢୁଥିବା ଖରାପ ଜୀବନଶୈଳୀ କାରଣରୁ ଲୋକମାନେ ଆଜିକାଲି ଅନେକ ସମସ୍ୟାର ଶିକାର ହେଉଛନ୍ତି। ଏହା ମଧ୍ୟରୁ ସିକଲ୍ ସେଲ୍ ଏମିତି ଏକ ରୋଗ, ଯାହା ରକ୍ତ ସହିତ ଜଡିତ ଏକ ସମସ୍ୟା। ତେବେ ଆସନ୍ତୁ ଜାଣିବା ଏହି ବ୍ୟାଧି କ’ଣ, ଏହାର କାରଣ, ଲକ୍ଷଣ ଓ କିପରି କରିବେ ଚିକିତ୍ସା।

Intercontinental Cup
ଭାରତ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ଚାମ୍ପିୟନ; ବିଜୟୀ ଟିମକୁ ୧ କୋଟିର ପୁରସ୍କାର

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କ୍ୟାପଟେନ ସୁନୀଲ ଛେତ୍ରୀ ୪୬ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଲାଲି ଅଞ୍ଜୁଆଲା ୬୬ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇଥିଲେ ।

Father’s Day | Meet super fathers of Odisha
ସନ୍ତାନ ପାଇଁ ଜୀବନବ୍ୟାପୀ ସାଧନା: ପରିଣତ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା

ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଜଣେ ବାପା।

Mirror writing gives new identity to vegetable seller in Ganjam
ଅଜବ ଖିଆଲି ମଣିଷ; ଓଲଟାରେ ନିର୍ଭୁଲ ଓଡ଼ିଆ ଲେଖି ଚର୍ଚ୍ଚାରେ ବିଜୟ

ଲେଖା ଓଲଟା ହେଲେ ବି ଅକ୍ଷର, ବନାନ କିମ୍ବା ଭାବ କି ଭାଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ନିର୍ଭୁଲ ଥାଏ । ତାଙ୍କ ଲେଖା ପଢ଼ିବାକୁ ହେଲେ ଟିକେ ଅକଲ ଖର୍ଚ୍ଚ କରିବାକୁ ପଡ଼େ ।

Puri Gajapati Maharaja
ଗଜପତି ମହାରାଜାଙ୍କ ଚାରି ଯଜ୍ଞ ପରିକଳ୍ପନା,ଶ୍ରୀମନ୍ଦିର ଚାରିପଟେ ଆଧ୍ୟାତ୍ମିକ ପରିବେଶ ଉପରେ ଗୁରୁତ୍ୱ

ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ , ସାଧୁ ସନ୍ଥଙ୍କ ଠାରୁ ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମ

Adipurush
ବଦଳିବ ‘ଆଦିପୁରୁଷ’ର ଡାଏଲଗ୍; ବିବାଦ ବଢ଼ିବା ପରେ ନରମିଲା ଫିଲ୍ମ ସଂସ୍ଥା

ମନୋଜ ଫିଲ୍ମର ୪ ହଜାରରୁ ଅଧିକ ପଂକ୍ତି ଲେଖିଛନ୍ତି, ସେଥିରୁ ମାତ୍ର ୫ଟି ପଂକ୍ତିକୁ କିଛି ଲୋକ ପସନ୍ଦ କରିନାହାନ୍ତି । ଏନେଇ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ସ୍ୱୀକାର କରିଛନ୍ତି ମନୋଜ ।

Heat Wave
୨୦ରୁ ଖସିବ ତାତି, ୨୧ରୁ ବର୍ଷିବ !

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦେଖି ଅଂଶୁଘାତ ଡର। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଚଳିତ ସିଜନରେ ଏଯାଏଁ ୨୦ଟି ଅଂଶଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି।

Opposition targets Odisha bureaucrats for participation in public meeting
ବିରୋଧୀଙ୍କ ନିଶାନାରେ 5T ସଚିବ: ଅପରାଜିତାଙ୍କ ପରେ ସିଧା ପାଣ୍ଡିଆନଙ୍କ ନାଁ ନେଇ ବର୍ଷିଲେ ଜୁଏଲ

5T ସଚିବଙ୍କ ଗସ୍ତ ଓ ସାଧାରଣ ସଭା କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲ୍‌ର ଉଲ୍ଲଂଘନ ବୋଲି ଅପରାଜିତା ଅଭିଯୋଗ କରିଥିଲେ। ପୂର୍ବତନ ପ୍ରଶାସକ ସଂଜୀବ ହୋତା ବି କହିଛନ୍ତି ଏଭଳି କାର୍ଯ୍ୟ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲର ଉଲ୍ଲଂଘନ।

Special Traffic Mobility Plan
ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ମୋବିଲିଟି ପ୍ଲାନ୍

ଦିନକ ପରେ ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତା’ ପୂର୍ବରୁ ପୋଲିସ ଛାଉଣୀରେ ପରିଣତ ହୋଇଛି ପୁରୀ ସହର । ସବୁ ବର୍ଷ ଭଳି ଏ ବର୍ଷ ବି ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ।

Similipal
ଶିକାରୀ ଗୁଳିରେ ଦୁଇ ମୁଣ୍ଡ ଗଡ଼ିବା ପରେ ବନ କର୍ମଚାରୀ କ୍ଷୁବ୍ଧ, ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ

ସୁରକ୍ଷା ନମିଳିଲେ ଆନ୍ଦୋଳନ ପାଇଁ ସଂଘର ଧମକ । ୫ ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ ।

fathers Day
ଇଏ ବି ଜଣେ ବାପା : ଝିଅକୁ ପାଠ ପଢାଇବାକୁ ସମାଜ ସହ ଲଢେଇ କଲା, ବିଜୟ ବି ହେଲା

ଝିଅକୁ ପାଠ ପଢାଇବା ପାଇଁ ସମାଜ ସହ ଲଢିବାକୁ ପଛାଇଲେନି ବାପା । ଗୋଡ଼ କଟିଯିବା ସତ୍ତ୍ୱେ ଝିଅର ସାହସର ସାହାରା ହେଲେ । ଯେଉଁ ବସ୍ତିରେ କେହି ସ୍କୁଲ୍ ମାଟି ମାଡ଼ିନଥିଲେ, ମାଟ୍ରିକ ପରୀକ୍ଷାରେ କମାଲ କରିଦେଲେ ସେହି ବସ୍ତିର ଝିଅ ପ୍ରମିଳା । ଅନ୍ତର୍ଜାତୀୟ ପିତୃ ଦିବସରେ ତାଳଚେର ଡେରାମୁଣ୍ଡା ବସ୍ତିର ପ୍ରମିଳା କହିଛନ୍ତି, ଏମିତି ବାପା ସମସ୍ତଙ୍କୁ ମିଳୁ..

Severe Heat
ୟୁପିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ! ୭୨ ଘଣ୍ଟା ମଧ୍ୟରେ ୫୪ ମୃତ

ଉତ୍ତର ପ୍ରଦେଶ ବଲିଆ ଅଞ୍ଚଳରେ ଦୁଃଖଦ ଘଟଣା

short dresses banned in temple
ଛୋଟ ବସ୍ତ୍ର ପିନ୍ଧି ମନ୍ଦିର ପ୍ରବେଶ ମନା

ସାଇନବୋର୍ଡରେ ସଫା ସଫା ଲେଖାଯାଇଛି, ପୁରୁଷ ହୁଅନ୍ତୁ କି ମହିଳା ମନ୍ଦିରକୁ ମର୍ଯ୍ୟାଦାପୂର୍ଣ୍ଣ ବସ୍ତ୍ର ପରିଧାନ କରି ଆସିବା ପାଇଁ।

heat wave
ଆହୁରି ୩ ଦିନ ଭୀଷଣ ତାତି !

ରାଜ୍ୟରେ ଆହୁରି ୩ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ପୃର୍ବାନୁମାନ କରିଛି ପାଣିପାଗ ବିଭାଗ ।

India post recruitment 2023
ଗ୍ରାମୀଣ ଡାକ ସେବକ ଭାବେ ନିଯୁକ୍ତି ପାଇବେ ୪୩୮୪ ପ୍ରାର୍ଥୀ

ଭାରତୀୟ ଡାକ ବିଭାଗ ଗ୍ରାମୀଣ ଡାକ ସେବକ ନିଯୁକ୍ତି ପାଇଁ ପୁନର୍ବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଅନ୍‌ଲାଇନ୍ ଆବେଦନ ୧୬ ଜୁନ୍ ୨୦୨୩ରୁ ଆରମ୍ଭ ହୋଇଯାଇଛି। ସମୁଦାୟ ୪୩୮୪ଟି ପୋଷ୍ଟ୍ ପୂରଣ ହେବ।

Fathers Day
ମଜୁରୀ ଖଟି ପୁଅକୁ ମଣିଷ କରିଥିଲେ : ଚାକିରି କରିବା ପରେ ବାପାକୁ ଛାଡ଼ି ଦେଲା ଜରାଶ୍ରମରେ

ଶହେ ମାନସିକ କରି ପୁଅ ପାଇଥିଲେ। ପାଳି ପୋଷି ବଡ଼ ବାବୁ କଲେ। ହେଲେ ମୁଣ୍ଡକୁ ହାତ ପାଇଯିବା ପରେ ଆଉ ପଚାରୁନି ପୁଅ । ଶେଷରେ ଜରାଶ୍ରମରେ ଯନ୍ତ୍ରଣାରେ ଜିଇଁବାକୁ ବାଧ୍ୟ ହେଉଛନ୍ତି ବାପା। ଅନ୍ତର୍ଜାତୀୟ ପିତୃ ଦିବସରେ ଜରାଶ୍ରମରେ ଥିବା ବାପା, ହତାଦର କରି ଘରୁ ତଡ଼ିଦେଇଥିବା ପୁଅର ମଙ୍ଗଳ ମନାସିଛନ୍ତି

Odisha Weather update
ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି; ୨୧ରୁ ଭିଜିବ ଓଡ଼ିଶା !

ଲଗାତର ଗତ କିଛି ଦିନ ହେବ ରାଜ୍ୟରେ ଲାଗି ରହିଛି ଗୁଳୁଗୁଳି ସହ ଅସହ୍ୟ ତାତି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ବି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।

Divorce Temple
ଅଭିଶପ୍ତ ମନ୍ଦିର; ଯିବା ମାତ୍ରେ ହୁଏ ଛାଡ଼ପତ୍ର !

ଜାପାନର ଏହି ମନ୍ଦିର ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ମନ୍ଦିରଟି ୬୦୦ ବର୍ଷ ପୁରୁଣା, ଯାହାକୁ ମାତ୍ସୁଗାଓକା ଟୋକିଜି ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହାକୁ କେହି କେହି ଡିଭୋର୍ସ ଟେମ୍ପଲ ମଧ୍ୟ କୁହନ୍ତି ।

Karan deol and drisha acharya are married now
ବାହା ହେଲେ ସନି ଦେଓଲଙ୍କ ପୁଅ କରଣ; ଧରିଲେ ଦ୍ରିଶାଙ୍କ ହାତ

ସନି ଦେଓଲଙ୍କ ବଡ ପୁଅ କରଣ ଦେଓଲ ଶେଷରେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ୍‌ ଦ୍ରିଶା ଆଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦେଓଲ ପରିବାର ଧୂମ୍‌ଧାମ୍‌ରେ କରଣଙ୍କ ବିବାହ ଶୋଭାଯାତ୍ରାରେ ଯାଇ ଦ୍ରିଶାଙ୍କୁ କରଣଙ୍କ କନିଆଁ ସଜେଇଛନ୍ତି।

Ratha Jatra
ଏଇ ତୁଳସୀ ପିନ୍ଧିଲେ ଗଡ଼ିବ ନନ୍ଦିଘୋଷ

ପାଖେଇ ଆସୁଛି ଘୋଷଯାତ୍ରା । ରଥରେ ବସିଥିବା ଦିଅଁଙ୍କୁ ଭକ୍ତ ଦାସିଆଙ୍କ ଗାଁରୁ ତୁଳସୀ ଲାଗି ହେଲେ ଗଡେ ନନ୍ଦିଘୋଷ ରଥ । ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ?