• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Drug Abuse
କାହିଁକି ନିଶାଖୋର ହେଉଛନ୍ତି ଯୁବପିଢ଼ି ?

ରାଜ୍ୟରେ ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା । ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ହାଉସଫୁଲ୍ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ଶହେ କେନ୍ଦ୍ର ଫୁଲ୍ ପଡ଼ିଛି । ନିଶା ସେବନ ବଦଭ୍ୟାସ ନୁହେଁ ବରଂ ରୋଗ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।

Conman Sukesh Chandra Sekhar
‘ମୁଁ ଦାୟିତ୍ୱବାନ୍-ସୁନାଗରିକ, ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ୧୦ କୋଟି ଦେବି’

ଗତ କିଛି ଦିନ ହେବ ମୋର ମନ ଭଲ ନାହିଁ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ, ଯାହାର ନିକଟ ତଥା ପ୍ରିୟ ବ୍ୟକ୍ତିମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

Train Tragedy
ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଲା ୨ ସପ୍ତାହ, ଏବେବି ପରିଚୟ ଖୋଜୁଛି ୮୧ ଶବ

ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।

Heat Wave
ଅଧା ଆଷାଢ଼ରେ ଜଳୁଛି ରାଜ୍ୟ ! ୧୪ ବର୍ଷର ରେକର୍ଡ ଭାଙ୍ଗିଲା, ଭୁବନେଶ୍ୱର ୪୪.୬ଂ

୪୫.୬ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର । ଆହୁରି ୪ ଦିନ ନିସ୍ତାର ନାହିଁ: ପାଣିପାଗ ବିଭାଗ ।

Ratha Jatra
ଜଗା ପ୍ରେମରେ କାରିଗର; କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ..

ଶ୍ରୀକ୍ଷେତ୍ରଠୁ ଯୋଜନ ଦୂରେ ଥାଇ କାଳିଆ ସେବାରେ ସମର୍ପିତ । କିଏ ଗଢ଼ୁଛି ସୋଲଫୁଲ, କିଏ ବୁଣୁଛି ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ପିଢ଼ି ପରେ ପିଢ଼ି ମହାପ୍ରଭୁଙ୍କ ସେବାରେ ସମର୍ପିତ ଦୁଇ ପରିବାର ।

Power Cut During Match
ବିଶ୍ୱସ୍ତରୀୟ ଆୟୋଜନକୁ ଫ୍ୟୁଜ୍ କରିଦେଲା ବିଜୁଳି ବିଭ୍ରାଟ !

ଅନ୍ତର୍ମହାଦେଶୀୟ ଫୁଟବଲ ମ୍ୟାଚ ବେଳେ ବିଦ୍ୟୁତ ବିଭ୍ରାଟ । କଳିଙ୍ଗ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ପାଇଁ ଲଜ୍ଜିତ ହେଲା ରାଜ୍ୟ ।

Mo Ghara Yojna
‘ମୋ ଘର’ ପାଇଁ ତରତର, ହେଲେ ପିଏମ୍ ଆବାସ ପାଇଁ କୁନ୍ଥକୁନ୍ଥୁ ରାଜ୍ୟ ସରକାର

ଆରମ୍ଭ ହେଲା ‘ମୋ ଘର’ ପାଇଁ ରାଜ୍ୟ ସରକାରଙ୍କ ପଞ୍ଜିକରଣ ପ୍ରକ୍ରିୟା । ଆଜିଠୁ ବିଧିବଦ୍ଧ ଭାବେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି ଆଶାୟୀ ହିତାଧିକାରୀ ।

 2024 General Election
ଶଙ୍ଖ ଦଳକୁ ଲୋକସଭା ସିଟ୍‌ ଟେନ୍‌ସନ; MP ନୁହେଁ MLA ହେବାକୁ ନେତାଙ୍କ ଇଚ୍ଛା !!

ବିଜେଡିକୁ ଘାରିଛି କି ଲୋକସଭା ନିର୍ବାଚନର ଭୟ ? ମୋଦି ଲହର ନା ଭୋଟ୍ ବିଭାଜନ ଡର ? ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ ବି କମ୍ ସମୟ ରହିଲା । ସେଥିପାଇଁ ସବୁ ଦଳ ଏବେ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ । ଆଉ ସମସ୍ତଙ୍କ ଫୋକସରେ ରହିଛି ସଙ୍ଗଠନ ।

Summer Vacation
Breaking: ପିଲାଙ୍କର ବଢ଼ିଲା ଖରା ଛୁଟି

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ।

If these faulty in the house, the householder becomes indebted
Vastu Tips: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଘିଅରେ ନିଆଁ ଢାଳିଲା ପରି ସ୍ଥିତି ସୃଷ୍ଟି ହୋଇଥାଏ। ସେଥିପାଇଁ ଜାତକ ଏବଂ ବାସ୍ତୁଦୋଷକୁ ବିବେଚନା କରି ପ୍ରତିକାର କଲେ ଅତ୍ୟନ୍ତ ଶୁଭଫଳ ମିଳେ। ଆସନ୍ତୁ ଜାଣିବା କେଉଁ ସବୁ ବାସ୍ତୁଦୋଷରୁ ଅଶୁଭ ସ୍ଥିତି ସୃଷ୍ଟି ହୋଇଥାଏ।

Modi Yoga Tips
ମୋଦିଙ୍କ ବାର୍ତ୍ତା, ସାରା ବିଶ୍ୱକୁ ଏକାଠି କରିବ ଯୋଗ

ଯୋଗ ଶରୀର ଓ ମନକୁ ସୁସ୍ଥ ଏବଂ ଖୁସି ରଖିବା ଦିଗରେ ସାରା ଜଗତକୁ ଏକାଠି କରିଥାଏ । ବିଶ୍ୱସ୍ତରରେ ଯୋଗ ଅଧିକ ଲୋକପ୍ରିୟ ହେବା ଆବଶ୍ୟକ ।

Aadhaar-Ration card linkage
ବଢ଼ିଲା ରାସନ କାର୍ଡ-ଆଧାର ଲିଙ୍କ୍‌ ସମୟସୀମା; ଜାଣନ୍ତୁ ଶେଷ ତାରିଖ

ଆଧାରକୁ ରାସନ କାର୍ଡ ସହିତ ସଂଯୋଗ କରିବା ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ଏକାଧିକ ରାସନ କାର୍ଡ ଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ କରିବା ।

SBI Recruitment 2023 notification for RBO post
SBIରେ ବାହାରିଲା ୧୯୪ଟି ଅଫିସର୍ ପୋଷ୍ଟ୍; ଦରମା ୬୦ ହଜାର

ସରକାରୀ ବ୍ୟାଙ୍କ୍‌ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ(SBI) ଅବସରପ୍ରାପ୍ତ ବ୍ୟାଙ୍କ୍‌ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ତାହା ମଧ୍ୟ ବିନା ପରୀକ୍ଷାରେ।

donald trump
ନିଜ ସମର୍ଥକଙ୍କ ସହ ରେଷ୍ଟୁରାଣ୍ଟ ଗଲେ ଟ୍ରମ୍ପ, ହେଲେ ଦେଲେନି ଖାଇବା ବିଲ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାରେ କୋର୍ଟରେ ହାଜର ହେବା ପରେ ‘ଲିଟିଲ ହାଭାନାର କ୍ୟୁବା’ ନାମକ ଏକ ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ ।

Adipurush
Viral Video: ହଲ୍‌ରେ ପଶିଲା ମାଙ୍କଡ଼... ଜୟ ଶ୍ରୀରାମ ନାରାରେ କମ୍ପିଲା ପରିବେଶ..

ଫିଲ୍ମର ରିଭ୍ୟୁ ଆପଣ ଆମ ୱେବ୍‌ସାଇଟ୍‌, ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ରେ ଦେଖିପାରିବେ । ଆଉ ସମ୍ପୂର୍ଣ୍ଣ ଖବର ଜାଣିପାରିବେ ।

The dialouge oh hanuman in adipurush not satisfied by audience
'ଆଦିପୁରୁଷ'କୁ କାଠମାଣ୍ଡୁରେ ବିରୋଧ; ସୀତାଙ୍କ ଜନ୍ମସ୍ଥାନକୁ ସଂଶୋଧନ କରିବାକୁ ଚେତାବନୀ

'ଆଦିପୁରୁଷ'ର ସଂଳାପ ଦର୍ଶକଙ୍କ ଦ୍ୱାରା ହଜମ ହେଉ ନାହିଁ। ଏହି ସମୟରେ ଶୁକ୍ରବାର ଦିନ କାଠମାଣ୍ଡୁର ସିନେମା ହଲ୍‌ରେ 'ଆଦିପୁରୁଷ'ର ସ୍କ୍ରିନିଂ ବନ୍ଦ କରାଯାଇଛି। ଭୁଲକୁ 'ସଂଶୋଧନ କରା ନ ଗଲେ କୌଣସି ଭାରତୀୟ ଚଳଚ୍ଚିତ୍ରକୁ ରାଜଧାନୀରେ ସ୍କ୍ରିନିଂ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

The dialouge oh hanuman in adipurush not satisfied by audience
'ଆଦିପୁରୁଷ'ରେ ହନୁମାନଙ୍କ ସଂଳାପ ଶୁଣି ରାଗିଲେ ଦର୍ଶକ; କହିଲେ….

ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି। 'ଆଦିପୁରୁଷ' ଏବେ ଦର୍ଶକଙ୍କ ସାମ୍ନାରେ। ଓମ୍ ରାଓତଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲା ଏବଂ ଆଜି ଏହା ଦର୍ଶକଙ୍କ ପାଖରେ ପହଞ୍ଚିଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି।

In love with brother-in-law, UP woman kills husband, buries his body in toilet pit; arrested
ସ୍ୱାମୀ ଜାଣିଦେଲା ସାନ ଭାଇ ସହ ସ୍ତ୍ରୀର ପ୍ରେମ ସମ୍ପର୍କ ! ତାପରେ...

ସ୍ୱାମୀଙ୍କ ସାନ ଭାଇ ସୁହେଲ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଊଭୟଙ୍କୁ ଗୁରୁବାର ଗିରଫ କରାଯାଇଛି ।

Bhubaneswar records 44.4 degree
ଜଳୁଛି ରାଜଧାନୀ; ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୪.୪ ଡିଗ୍ରୀ

ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ଜିଲ୍ଲା ବୋଲି କୁହାଯାଇଛି । ଆଜି ଝାରସୁଗୁଡ଼ାରେ ୪୪.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଭୁବନେଶ୍ୱର ଭଳି ସମ୍ବଲପୁର ତାପମାତ୍ରା ମଧ୍ୟ ୪୪.୪ ଡିଗ୍ରୀ ରହିଥିବା ସୂଚନା ଦିଆଯାଇଛି ।

UPPSC recruitment 2023
UPPSC ପକ୍ଷରୁ ବାହାରିଲା ଚାକିରି; ପୂରଣ ହେବ ୩୯୩ ପଦବୀ

UPPSC ପକ୍ଷରୁ ବିଭିନ୍ନ ବିଭାଗରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଜୁଲାଇ ୧୪ ତାରିଖ ବୋଲି ଧାର୍ଯ୍ୟ ରଖାଯାଇଛି ।

Duplicate Abhada racket busted in Puri’s Paika Sahi
ଭକ୍ତଙ୍କ ବିଶ୍ୱାସ ସହ ଖେଳ ! ମହାପ୍ରଭୁଙ୍କ ଅବଢ଼ା ନାଁରେ ପୁରୀରେ ମିଳୁଛି ଭେଜାଲ ଅବଢ଼ା

ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

Tamil Nadu Special DG
ମହିଳା IPSଙ୍କୁ ଯୌନ ନିର୍ଯାତନା, ପୂର୍ବତନ ସ୍ପେସାଲ DG ରାଜେଶ ଦାସଙ୍କୁ ଜେଲ୍

ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟ ଗଭୀର ଚିନ୍ତାପ୍ରକଟ କରିଥିଲେ । ଏହାସହ ତଦନ୍ତର ମନିଟରିଂ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ ।

Vigilance raids
ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା, ବାହାରିଲାଣି ରୁପା ହାତୀ ସହ ୬୦ଲକ୍ଷ ବ୍ୟାଙ୍କ ଡିପୋଜିଟ୍‌

ନିମାପଡ଼ାରେ ୨ ହଜାର ବର୍ଗଫୁଟର ଗୋଟିଏ ହଲ, ୬୦ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ କାର, ଦୁଇଟି ବାଇକ ଠାବ କରିଛି ଭିଜିଲାନ୍ସ ଟିମ୍ । ଆଜି ସକାଳୁ ବ୍ରଜେନ୍ଦ୍ରଙ୍କ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।

successful marriage
ପାଖରେ କିଛି ନାହିଁ: ୮୫ ବର୍ଷରେ ବି ଦିନେ ଝଗଡ଼ା ନାହିଁ

ପିଲାଛୁଆ କେହି ନାହାନ୍ତି । ଘର ଦ୍ୱାର ବି କିଛି ନାହିଁ...ଭଙ୍ଗା କୁଡିଆରେ ୮୫ ବର୍ଷରେ ରହୁଛନ୍ତି ଏଇ ଦମ୍ପତି । ଏତେ ଅଭାବରେ ରହୁଥିବା ପରେ ବି ଦିନେ ଏମାନଙ୍କ ଭିତରେ ଝଗଡା ହୋଇନି କି ମନମାଳିନ୍ୟ ହୋଇନି । କେବେ କିଛି ମାଗିନାହାନ୍ତି... ବୟସର ଅପରାହ୍ନରେ ମାଗୁଛନ୍ତି ଖଣ୍ଡେ ଘର।

Jajpur Biraja Temple
୨ ବର୍ଷ ଭିତରେ ବଦଳିଯିବ ବିରଜା ମନ୍ଦିରର ରୂପରେଖ !

ଆଉ ମାତ୍ର ଦେଢରୁ ୨ ବର୍ଷ... ପୂରାପୂରି ବଦଳିଯିବ ବିରଜା ମନ୍ଦିରର ରୂପରେଖ । ପଥର ଖୋଦେଇ ହୋଇ ଜୋରସୋରରେ ଚାଲିଛି କାମ୍‌ । ନୂଆ ମନ୍ଦିର ଦେଖିଲେ ଝଲସିଯିବ ଆଖି