• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Baijayanta Panda
ସାରା ଦେଶରେ ମୋଦିଙ୍କ ପାଇଁ ପୂଜାର୍ଚ୍ଚନା, ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ଦିଲ୍ଲୀ ଓ ଭୋପାଳରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂଜାପାଠ କରିଛନ୍ତି । ଦିଲ୍ଲୀର ଝଣ୍ଡେଓ୍ୱାଲା ଦେବୀ ମନ୍ଦିରରେ ମହାମୃତ୍ୟୁ ଞ୍ଜୟ ମନ୍ତ୍ରପାଠ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

bulli-bai-app
ବିବାଦୀୟ ବୁଲ୍ଲି ବାଇ ଆପର କ୍ରିଏଟର ଗିରଫ : ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କ ସମ୍ପର୍କରେ ଦେଉଥିଲେ ଆପତ୍ତିଜନକ ମନ୍ତବ୍ୟ

ପୋଲିସ୍‌ କବଜାକୁ ଆସିଲା ବୁଲ୍ଲି ବାଇ କ୍ରିଏଟର୍‌ । ଖୋଜି ଖୋଜି ଆସାମରୁ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ୍ ।

security breach
ପଞ୍ଜାବରେ ସୁରକ୍ଷାରେ ତ୍ରୁଟି ଘଟଣା : ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି । କାଲିର ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

viral video
ସବୁ ବନ୍ଧନ ତୁଟାଇ ଅଫେରା ଦୁନିଆକୁ ଚାଲିଗଲା ସାଥୀ ! ଅନ୍ତିମ ଯାତ୍ରାରେ ମୃତଦେହ ପଛେ ପଛେ ଗୋଡ଼ାଉଛି ମୟୂର

ସାଥୀ ଛାଡ଼ିଗଲା ପରେ ବିରହରେ ଛଟପଟ୍ ହେଉଛି ସାଥୀ ମୟୂର । ମୃତଦେହକୁ ନେଇଯିବା ସମୟରେ ପଛେ ପଛେ ଗୋଡ଼ାଉଛି ।

dog-saved
ମାଲିକକୁ ବଞ୍ଚାଇବାକୁ ଅପହରଣକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା କୁକୁର, ଜୀବନ ଧରି ଭୟରେ ପଳାଇଲେ ଦୁର୍ବୃତ୍ତ

ମାଲିକକୁ ନୂଆ ଜୀବନ ଦେଲା କୁକୁର । ଅପହରଣ ହେଉ ହେଉ ଜୀବନ ବଞ୍ଚାଇଦେଲା ।

Republic Day
ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡ୍ ଲାଗି ଚାଲିଛି ଜୋରଦାର ପ୍ରସ୍ତୁତି

ପାଖେଇ ଆସୁଛି ଗଣତନ୍ତ୍ର ଦିବସ ତଥା ସାଧାରରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳୁଛି ପ୍ରତିରକ୍ଷା ବାହିନୀଙ୍କ ପରେଡ୍ ଅଭ୍ୟାସ

Toxic Gas Leaks
ସକାଳୁ ସକାଳୁ ବଡ଼ ଅଘଟଣ: ଶ୍ରମିକମାନେ ଶୋଇଥିବା ବେଳେ ଟ୍ୟାଙ୍କରରୁ ଲିକ୍‌ ହେଲା କେମିକାଲ୍‌ ଗ୍ୟାସ୍‌

ସୁରତରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଟ୍ୟାଙ୍କର୍‌ରୁ କେମିକାଲ୍‌ ଗ୍ୟାସ୍ ଲିକ୍‌ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୨ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Cremation
କେହି ଶୁଣିଲେନି ମୁକ ବଧିର ଯୁବକଙ୍କ ନେହୁରା… ମାଲ୍ ବୁହା ଲୋରିରେ ୭ କିମି ଟାଣି ଟାଣି ନେଲେ ମାଆର ଶବ

ହୃଦୟ ବିଦାରକ ଦୃଶ୍ୟ। କେହି ବୁଝି ପାରିଲେନି ମୁକବଧିର ଯୁବକଙ୍କ ଅନୁରୋଧ। ଉପାୟଶୂନ୍ୟ ହୋଇ, ନିଜ ମୃତ ମାଆର ଶବକୁ ଏକ ମାଲ୍ ବୁହା କାଠ ଲୋରିରେ ପକେଇ, ଦୀର୍ଘ ୭ କିଲୋମିଟର ଟାଣିଟାଣି ନେଲେ ସତ୍କାର ପାଇଁ। ଏହି ହୃଦୟ ବିଦାରକ ଦୃଶ୍ୟ ସୋସିଆଲ୍ ମିଡିଆକୁ ଆସିବା ପରେ ପୂରା ଘଟଣା ବିଷୟରେ ଜଣାପଡ଼ିଥିଲା।

230 Resident Doctors Test Positive
୨୩୦ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ

ଗତ ୩ ଦିନ ମଧ୍ୟରେ ମୁମ୍ବାଇରେ ବିଭିନ୍ନ ହସ୍ପିଟାଲ୍‌ରୁ ୨୩୦ ଜଣ ରେସିଡେଣ୍ଟ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

PM Modi At Bhatinda
PMଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ଅଭିଯୋଗ

PMଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ଅଭିଯୋଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଭଟିଣ୍ଡା ବିମାନନ୍ଦରରୁ ଫିରୋଜପୁର ଅଭିମୁଖେ ସଡ଼କ ପଥରେ ଯାଉଥିବା ବେଳେ ଅଧା ରାସ୍ତାରେ ତାଙ୍କ କାରକେଡକୁ କିଛି ଆନ୍ଦୋଳନକାରୀ ଅଟକାଇ ରଖିଥିଲେ । 

PM Modi At Bhatinda
ଅଡ଼ୁଆରେ ପଞ୍ଜାବ ସରକାର, PMଙ୍କ ଗାଡ଼ି ଅଟକାଇବା ମହଙ୍ଗା ପଡ଼ିବ ! କେନ୍ଦ୍ର ଗୃହ ମନ୍ତ୍ରାଳୟ କଲା ନୋଟିସ୍

୧୫ରୁ ୨୦ ମିନିଟ୍ ଯାଏଁ ପ୍ରଧାନମନ୍ତ୍ରୀ ରାସ୍ତାରେ ଅଟକି ରହିବା ପରେ ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ପୁଣି ଭଟିଣ୍ଡା ବିମାବନ୍ଦରକୁ ଫେରି ଆସିଥିଲେ ।

gold rate today
ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍, ଜାଣନ୍ତୁ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୭୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ମୂଲ୍ୟରେ ୪୭,୦୫୦ ଟଙ୍କା ଓ ୨୪ କ୍ୟାରେଟ୍ ମୂଲ୍ୟରେ ଓ ୫୧,୩୩୦ ଟଙ୍କା ରହିଛି।

covid vaccination
ଥରେ ନୁହେଁ, ୨ଥର ନୁହେଁ...୧୧ଥର ନେଇ ସାରିଲେଣି କରୋନା ଟିକା !

ଥରେ ନୁହେଁ, ୨ଥର ନୁହେଁ...୧୧ଥର ନେଇ ସାରିଲେଣି କରୋନା ଟିକା ! ଏହାସହ ଭ୍ୟାକ୍ସିନ୍‌କୁ ବ୍ରହ୍ମାଙ୍କ ବରଦାନ ମଧ୍ୟ କହିଛନ୍ତି। ବିହାରର ଜଣେ ବୃଦ୍ଧ ୧୧ଥର କରୋନା ଟିକା ନେଇ ସାରିଥିବା ଦାବି କରିଛନ୍ତି। 

Omicron Test Kit
ଆସିଲା ଓମିକ୍ରନ୍‌ ଟେଷ୍ଟ୍‌ କିଟ୍‌, ୪ ଘଣ୍ଟାରେ ଜାଣିପାରିବେ ରେଜଲ୍ଟ

ଏଣିକି ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଆଉ ଜିନୋମ୍‌ ସିକ୍ୱେନ୍ସିଂ କରିବାକୁ ପଡ଼ିବ ନାହିଁ। ଟେଷ୍ଟ୍‌ କିଟ୍‌ ମାଧ୍ୟମରେ ୪ ଘଣ୍ଟାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇପାରିବ। ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଏହି ଟେଷ୍ଟିଂ କିଟ୍‌କୁ ବିକଶିତ କରାଯାଇଛି।

Bipin Rawat
ରାୱତଙ୍କ ଚପ୍ପର କ୍ରାସ୍‌ ଘଟଣା: ଆସିଲା ତଦନ୍ତ ରିପୋର୍ଟ

କେମିତି ହୋଇଥିଲା ଦେଶର ପ୍ରଥମ ସିଡ଼ିଏସ୍‌ ବିପିନ ରାୱତଙ୍କ ଚପ୍ପର କ୍ରାସ୍‌? ସାମ୍ନାକୁ ଆସିଲା ରିପୋର୍ଟ...

Narendra Modi
ମୋଦିଙ୍କ କାରକେଡ୍‌ ଫସିଲା: ଏୟାରପୋର୍ଟରେ ମୋଦି କହିଲେ, ଜୀବନ୍ତ ଫେରିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ଭଟିଣ୍ଡା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଜଣାଇଥିବା ନେଇ ସୂଚନା ମିଳିଛି। ଏୟାରପୋର୍ଟ କର୍ମଚାରୀଙ୍କ ସାମ୍ନାରେ ପ୍ରତିକ୍ରିୟା ଜଣାଇଥିବା ANI ପକ୍ଷରୁ ସୂଚନା ଦିଆଯାଇଛି

IPS Officer
ପୁଅ IPS କିନ୍ତୁ ବାପା-ମାଆ ରହୁଛନ୍ତି ଝାଟିମାଟି ଚାଳ ଘରେ

ପୁଅ ଆଇପିଏସ୍‌ କିନ୍ତୁ ବାପା-ମାଆ ରହୁଛନ୍ତି ଚାଳଘରେ, ପଚାରିଲେ କୁହନ୍ତି....ମୋର ବଳବୟସ ଥିବା ପର୍ଯ୍ୟନ୍ତ ମୁଁ ଖଟିବି

Road Accident
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୧୬ ଜୀବନ

ଝାଡ଼ଖଣ୍ଡ ପାକୁଡ଼ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।

Covid Cases In Delhi
ସତ କହିଲେ କି ସତ୍ୟେନ୍ଦ୍ର ? ବିଗୁଡ଼ିଛି ଦିଲ୍ଲୀ...

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କଟକଣା ଲାଗିବା ସତ୍ତ୍ୱେ ସଂକ୍ରମଣ ଥମିବାର ନାଁ ଧରୁନି। ଏସବୁ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏକ ବଡ଼ ସୂଚନା ଦେଇଛନ୍ତି। ଦିଲ୍ଲୀରେ କରୋନାର ପଞ୍ଚମ ଲହର ଆସି ଗଲାଣି ବୋଲି ସେ କହିଛନ୍ତି।

SBI
SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ଫେବୃଆରୀ ୧ରୁ ବଦଳିବ ଏହିସବୁ ନିୟମ...

ଏଣିକି SBI ଗ୍ରାହକ ଡିଜିଟାଲ୍‌ ମାଧ୍ୟମରେ ତତ୍‌କାଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବେ। ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଆସନ୍ତା ମାସରୁ ଏହି ନିୟମ ଲାଗୁ ହେବ। ଏହି ନେଣଦେଣ YONO ଆପ୍‌, ଇଣ୍ଟରନେଟ୍‌ ବ୍ୟାଙ୍କିଂ/ମୋବାଇଲ୍‌ ବ୍ୟାଙ୍କିଂ ମାଧ୍ୟମରେ କରିପାରିବେ।

Home Isolation
ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ: ହୋମ୍ ଆଇସୋଲେସନକୁ ନେଇ ଜାରି ହେଲା ନୂଆ ଗାଇଡ୍‌ଲାଇନ୍‌

ସଂଶୋଧିତ ହୋମ୍ ଆଇସୋଲେସନ ଗାଇଡଲାଇନ ଜାରି କଲା କେନ୍ଦ୍ର। କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ହୋମ୍ ଆଇସୋଲେସନ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି ହୋଇଛି।

pigeon
ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାରା ଆତଙ୍କ

ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାରା ଆତଙ୍କ । ଗୋଡ଼ରେ ରିଙ୍ଗ୍ ଓ ଚୀନ ଭାଷାର ସଙ୍କେତକୁ ନେଇ ସନ୍ଦେହ । 

  • Tuesday, 04 January 2022
Gold Price Today
ପୁଣି କମିଲା ସୁନା ଦର

ଆଜି ସର୍ରାଫା ବଜାରରେ କାରବାରର ଦ୍ୱିତୀୟ ଦିନରେ ସୁନା ଦର ହ୍ରାସ ପାଇଛି। ବୁଲିୟନ୍‌ ମାର୍କେଟ୍‌ରେ ସୁନା ୪୮ ହଜାର ଟଙ୍କା କମ୍‌ରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।

WhatsApp will stop working on these phones after some days - Check full list here
ସାବଧାନ !! ଏହି ସବୁ ମୋବାଇଲ୍‌ରେ ଆଉ କାମ କରିବନି ହ୍ୱାଟ୍ସଆପ୍‌

ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ବଡ଼ ଖବର, ଏଣିକି ଏହି ସବୁ ମୋବାଇଲରେ ଆଉ କାମ କରିବ ନାହିଁ ହ୍ୱାଟ୍ସଆପ୍‌

corona
ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ! କୋଭାକ୍ସିନ୍‌ ବଦଳରେ ଦୁଇ ଭାଇକୁ ଦେଇଦେଲେ କୋଭିସିଲ୍ଡ

ଦୁଇ ଭାଇଙ୍କୁ ଭୁଲ ଭ୍ୟାକ୍ସିନ୍‌ ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ । ଚିନ୍ତାରେ ପରିବାର ଲୋକ ।