• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Arvind Kejriwal
ଅଳସ ଭାଙ୍ଗି ଟ୍ରୋଲ୍‌ ହେଲେ କେଜ୍ରିୱାଲ, ବିଜେପି କହିଲା..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କେଜ୍ରିୱାଲ୍‌ ଦେଶରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣ ସମୀକ୍ଷା ବୈଠକରେ ମୋଦିଙ୍କ ବାର୍ତ୍ତାକୁ ଅଣଦେଖା କରିଥିବାର ଅଭିଯୋଗ କରିଛି ଦିଲ୍ଲୀ ବିଜେପି ।

government will fulfill another big promise women
ଏଣିକି ମହିଳାଙ୍କୁ ମିଳିବ ମାସିକ ୧୦୦୦ ଟଙ୍କା; ପ୍ରତିଶ୍ରୁତି ପୂରଣ କରିବେ ଏହି ସରକାର

ନିର୍ବାଚନ ଲଢ଼ିଥିଲେ, ଜିତିଲେ...ଏବେ ସମୟ କେବଳ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାର...

CM bhagwant mann claims government is fully prepared to deal with the fourth wave of covid
କରୋନାର ଚତୁର୍ଥ ଲହର ମୁକାବିଲା ପାଇଁ ପଞ୍ଜାବ ପୁରା ପ୍ରସ୍ତୁତ: ଭଗୱନ୍ତ ମାନ୍

ମହାମାରୀର ଚତୁର୍ଥ ଲହରକୁ ସାମ୍ନା କରିବାକୁ ରାଜ୍ୟର ମେଡିକାଲ ଏବଂ ପାରା ମେଡିକାଲ କର୍ମଚାରୀମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ପଞ୍ଜାବମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ।

 India reports over 3,000 daily Covid cases
ଦେଶରେ ପୁଣି ଚିନ୍ତା ବଢାଇଲା କରୋନା; ୩ ହଜାର ଟପିଲା ସଂକ୍ରମଣ ସଂଖ୍ୟା

ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଦେଶରେ ୪୬ ଦିନର ବ୍ୟବଧାନ ପରେ ପୁଣି ଦୈନିକ ସଂକ୍ରମଣ ୩ ହଜାର ଟପିଛି ।

11,000 loudspeakers removed from UP religious places
ଲାଉଡ୍‌ସ୍ପିକର ବିବାଦ ମାମଲା: ୪ ଦିନରେ ହଟିଲା ୧୧ ହଜାର ଲାଉଡ୍‌ସ୍ପିକର

ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍‌ସ୍ପିକର । ଗତ ୪ ଦିନ ଭିତରେ ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରାୟ ୧୧ ହଜାର ଲାଉଡ୍‌ସ୍ପିକର ହଟାଯାଇଛି ।

PM on Oil Price
ପେଟ୍ରୋଲ୍ ପଲିଟିକ୍ସ ଖେଳୁଛନ୍ତି କି ଏଇ ୭ ରାଜ୍ୟ ?

ପେଟ୍ରୋଲ୍ ପଲିଟିକ୍ସ ଖେଳୁଛନ୍ତି କି ଏଇ ୭ ରାଜ୍ୟ ? ତୈଳ ଦର ବୃଦ୍ଧି ଯୋଗୁଁ ସାରା ଦେଶ ସନ୍ତୁଳି ହେଉଥିବା ବେଳେ, କେନ୍ଦ୍ରର ପରାମର୍ଶ ସତ୍ତ୍ୱେ ଏହି ୭ଟି ରାଜ୍ୟ ଭାଟ୍ କମାଇନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

India's Biggest Ever LIC IPO Opens On May 4
LIC 3.0: ମେ’ ୪ରୁ ବିକ୍ରି ହେବ IPO

ବହୁ ଦିନର ଅପେକ୍ଷା ପରେ ମାର୍କେଟକୁ ଆସିବ ଏଲଆଇସିର ଆଇପିଓ। ମେ’ ୪ରୁ ମ” ୯ ପର୍ଯ୍ୟନ୍ତ  LIC IPO ବିକ୍ରି ହେବ ବୋଲି ଏକ ପ୍ରେସ୍‌ମିଟ୍‌ରେ ଘୋଷଣା କରାଯାଇଛି। 

Truck drags Toll Employee
ଟୋଲ ଆଦାୟକୁ ନେଇ ବଚସା: କର୍ମଚାରୀଙ୍କୁ ୧୦ କିମି ବୋହି ନେଲେ ଟ୍ରକ ଚାଳକ 

ଶ୍ରୀନିବାସ ସେମିତି ଟ୍ରକର ବମ୍ଫର ଉପରେ ଝୁଲି ରହିଥିଲେ

BJP leader’s swipe at Congress over talks with Prashant Kishor
ଫେଲ୍‌ ମାରିଲା ପିକେଙ୍କ ଫର୍ମୁଲା : ବିଜେପି କହିଲା-‘ଯଦି ପ୍ରଡକ୍ଟ ଖରାପ ଥିବ, ତା’ହେଲେ...’

ପ୍ରଶାନ୍ତ କିଶୋରଙ୍କୁ ପାର୍ଟିରେ ସାମିଲ କରିବାରେ ଅସଫଳ ହେବା ପରେ କଂଗ୍ରେସର ଏହି ଉଦ୍ୟମକୁ ବିଜେପି ସମାଲୋଚନା କରିଛି। ‘ପାର୍ଟି(କଂଗ୍ରେସ)ର ଏଜେଣ୍ଡା ହେଉଛି “ପରିବାର ବଚାଓ” ନା କି “ପାର୍ଟି ବଚାଓ” ବୋଲି ବିଜେପି ବ୍ୟଙ୍ଗୋକ୍ତି କରିଛି

Petrol Diesel Prices
କମିବ କି ପେଟ୍ରୋଲ ଓ ଡିଜେଲ ଦର ? ମୋଦି କଲେ ଏମିତି ଅପିଲ୍‌...

ପେଟ୍ରୋଲ, ଡିଜେଲରୁ ଭାଟ୍ ହ୍ରାସ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ଭାଟ୍ ହ୍ରାସ କରି ନିଜ ରାଜ୍ୟବାସୀଙ୍କୁ ସୁବିଧା ଦିଅନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି।

PM Modi interacts with chief ministers on emerging COVID-19 situation
ବଢ଼ୁଛି କରୋନା ସଂକ୍ରମଣ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ପ୍ରଧାନମନ୍ତ୍ରୀ

 ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଜି ଆଲୋଚନା କରିଛନ୍ତି। କିଛି ରାଜ୍ୟରେ କେସ୍ ବଢୁଥିବାରୁ ଆଲର୍ଟ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

Tamilnadu
ବିରାଟ ଅଘଟଣ ! ମନ୍ଦିର ଶୋଭାଯାତ୍ରା ବେଳେ ଲାଗିଲା କରେଣ୍ଟ, ୧୧ ମୃତ

ରଥ ଟଣା ସମୟରେ ରାସ୍ତା ଉପରେ ଖାଲରେ ପାଣି ଜମା ହୋଇଥିବାରୁ କିଛି ଲୋକ ଦୂରରେ ଛିଡ଼ା ହୋଇଥିଲେ । ନଚେତ ଆହୁରି ଅଧିକ ଜୀବନହାନୀ ହୋଇଥାନ୍ତା ବୋଲି ଆଲୋଚନା ହେଉଛି ।

Pm narendra modi jammu and Kashmir visit today
ଦେଶରେ ପୁଣି ଡରାଇଲାଣି କରୋନା, ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଦେଶରେ ଗତ ୨୪ ଘଣ୍ଟାରେ ୨୪୮୩ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ।

students to carry Bible in bags
ଛାତ୍ରଛାତ୍ରୀଙ୍କ ବ୍ୟାଗରେ ବାଇବେଲ୍‌ ଆଣିବା ବାଧ୍ୟତାମୂଳକ କଲେ ସ୍କୁଲ କର୍ତ୍ତୃପକ୍ଷ

ସ୍କୃଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷାମନ୍ତ୍ରୀଙ୍କୁ ନିବେଦନ କରିଛି ସମିତି। 

Jignesh Mevani Re-Arrest
ଜିଗ୍ନେଶଙ୍କୁ ସହଜେ ଛାଡିବନି ପୋଲିସ; ଜେଲ୍‌ରୁ ବାହାରିଲେ ପୁଣି ଜେଲ୍‌ ଗଲେ

ଆସାମର ବାରପେଟା ପୋଲିସ ଜିଗ୍ନେଶକୁ ଗିରଫ କରିଛି। ସେ ସରକାରୀ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ମେବାନୀଙ୍କ ନାଁରେ ଆସାମର ବାରପେଟ ଓ ଗୋଆଲପଡ଼ା ପୋଲିସ ଷ୍ଟେସନରେ ଦୁଇଟି ଏଫଆଇଆର ରୁଜୁ କରାଯାଇଛି।

Was Forced To Buy Rs 2 Crore Painting from Gandhis: Yes Bank's Rana Kapoor
Yes Bank ହେରାଫେରି: ୫,୦୫୦ କୋଟି ଠକେଇ ଅଭିଯୋଗ ପରେ ଗାନ୍ଧି ପରିବାରକୁ ଦୋଷ ଲଦିଲେ ରାଣା କପୁର

ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ରଣାଙ୍କ ସମେତ ଦିନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ର କପିଲ ଓ ଧୀରଜ ୱାଧିନଙ୍କ ନାଁରେ ୫,୦୫୦ କୋଟି ଟଙ୍କାର ଅର୍ଥ ହଡ଼ପ କରିଥିବାର ଅଭିଯୋଗ କରିଛି ଇଡି ।

Delhi Building Collapsed
ଦିଲ୍ଲୀରେ ଭୁଶୁଡ଼ିଲା କୋଠା, ଦେଖନ୍ତୁ ଭିଡିଓ

ଘଟଣାସ୍ଥଳରେ ପହଞ୍ଚିଲା ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ । ପୂର୍ବରୁ ଘରକୁ ବିପଦଶଙ୍କୁଳ ଘୋଷଣା କରାଯାଇଥିଲା  ।

Pakistan objects to PM Modi's visit to Kashmir
ମୋଦିଙ୍କ କାଶ୍ମୀର ଗସ୍ତକୁ ନେଇ ବିବ୍ରତ ପାକିସ୍ତାନ

ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ଗସ୍ତରେ ଆପତ୍ତି ଆଣିଲା ପାକିସ୍ତାନ । ଚେନ୍ନାବ ନଦୀ ଉପରେ ରାଟେଲ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଛି ପାକିସ୍ତାନ ।

Anand Mahindra
ଚଳନ୍ତା ଶଗଡ଼ରେ ନିଦ୍ରିତ ଲୋକେ : ଫଟୋ ପୋଷ୍ଟ କରି ଏଲୋନ୍‌ ମସ୍କଙ୍କୁ ଟ୍ୟାଗ କଲେ ଆନନ୍ଦ ମହିନ୍ଦ୍ରା

ଗତକାଲି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ଶଗଡ଼ର ଚିତ୍ର ସେୟାର କରି ଟେସଲା ସିଇଓ ଏଲୋନ୍ ମସ୍କଙ୍କୁ ଟ୍ୟାଗ୍ କରିଛନ୍ତି ।

Couple mps mla navneet and ravi rana in different jails arrested for sedition
ହନୁମାନ ଚାଳିଶା ପାଠ ବିବାଦ ମାମଲା: ଅଲଗା ଅଲଗା ଜେଲ୍‌ ଗଲେ ରାଣା ଦମ୍ପତ୍ତି

ଅଲଗା ଅଲଗା ଜେଲ୍‌ ଗଲେ ରାଣା ଦମ୍ପତ୍ତି । ସାଂସଦ ନବନୀତ୍ ରାଣାଙ୍କୁ ମୁମ୍ବାଇ ପୋଲିସ ବାଇକୁଲ୍ଲା ମହିଳା ଜେଲକୁ ସ୍ଥାନାନ୍ତର କରିଥିବାବେଳେ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ନାଭି ମୁମ୍ବାଇର ତାଲୋଜା ଜେଲକୁ ନିଆଯାଇଛି ।

sbi
SBI ଗ୍ରାହକ ସାବଧାନ : ଏହି ୨ଟି ମୋବାଇଲ ନମ୍ବରରୁ କଲ୍ ଆସିଲେ ଫୋନ ଉଠାନ୍ତୁ ନାହିଁ

ଆପଣଙ୍କ ମୋବାଇଲ ଚେକ କରନ୍ତୁ। ଏହି ୨ଟି ମୋବାଇଲ ନମ୍ବରରୁ ଆପଣଙ୍କ ପାଖକୁ ଫୋନ କଲ୍ ଆସିନାହିଁ ତ! ଯଦି ଆସିଥାଏ, ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କ ଆକାଉଣ୍ଟ ସାଙ୍ଗେ ସାଙ୍ଗେ ଖାଲି ହୋଇଯିବ...

  • Monday, 25 April 2022
  • SBI
Corona Cases In India
ଫୁଲ୍‌ ସ୍ପିଡ୍‌ରେ ବଢ଼ୁଛି କରୋନା ସଂକ୍ରମଣ, ୧୨ ରାଜ୍ୟକୁ ନେଇ ଚିନ୍ତା

ଗତ ସପ୍ତାହରେ କରୋନା କେସ୍‌ ଦ୍ୱିଗୁଣା ହୋଇଛି। ଦେଶରେ ୧୨ ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଉ ଥିବାରୁ ଚିନ୍ତା ଆହୁରି ବଢ଼ିଛି।

special report
ଝିଅ ବିଦାବେ‌ଳର ଭାବପ୍ରବଣ ଦୃଶ୍ୟ : ନବବିବାହିତା ନାତୁଣୀକୁ କୁଣ୍ଢେଇ ଭୋ ଭୋ କାନ୍ଦିଲେ ବୃଦ୍ଧା

ସୋସିଆଲ୍‌ ମିଡିଆରେ ଝିଅ ବିଦା ବେଳର ଏହି ଭିଡିଓଟି ଏବେ ଭାଇରାଲ୍‌ ହେଇଛି

modi
ଘାଟିରୁ ମୋଦିଙ୍କ ଭେଟି : ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ

ଅଗଷ୍ଟ ୨୦୧୯ ଧାରା ୩୭୦ ଉଚ୍ଛେଦର ପ୍ରାୟ ୩ ବର୍ଷ ପରେ ପ୍ରଥମ ଥର ପାଇଁ ଜମ୍ମୁ ଗସ୍ତ କରି ମୋଦି

PK plan for Congress 2.0; The blueprint for India's victory in 2024
କଂଗ୍ରେସ ୨.୦ ପାଇଁ ପିକେ ପ୍ଲାନ; ୨୦୨୪ରେ ଭାରତ ବିଜୟ ପାଇଁ ବ୍ଲୁପ୍ରିଣ୍ଟ

କଂଗ୍ରେସ ପାଇଁ କମର କସିବେ ପିକେ। ସୋନିଆ ଗାନ୍ଧିଙ୍କ ସହ ଅନ୍ତିମ ପର୍ଯ୍ୟାୟ ଭେଟଘାଟ ପରେ ବଡ଼ ନିଷ୍ପତ୍ତି। ଅଣ-ଗାନ୍ଧୀ ନେତାଙ୍କୁ କାର୍ଯ୍ୟକାରୀ ସଭାପତି କରିବାକୁ ପିକେଙ୍କ ପରାମର୍ଶ।