ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା। ଆଜି ଦିନ ୧୧ଟାରେ ପାର୍ଲାମେଣ୍ଟ ହାଉସ୍ର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍ରେ ଭୋଟ୍ ଗଣତି ଆରମ୍ଭ ହେବ।
କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଆସନ୍ତାକାଲି ଭୋଟ୍ ଗଣତି, ବଢୁଛି ଉତ୍କଣ୍ଠ ।
ୟୁପିରେ ତାଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତରଣ ମଧ୍ୟ କରିଛନ୍ତି ।
ପୋଲିସ ଏନ୍କାଉଣ୍ଟର ବେଳେ ବିପରିତ ଦିଗରୁ ମଧ୍ୟ ଗୁଳି ବର୍ଷା ହୋଇଥିଲା । ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
ଯଦି ଆପଣ ଏବେ ସୁନା କିଣିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଅଲ୍ ଟାଇମ୍ ରେକର୍ଡ ଦାମ୍ ଠାରୁ ଶସ୍ତାରେ ପାଇପାରିବେ। କାରଣ ଅଲ୍ ଟାଇମ୍ ରେକର୍ଡ ତୁଳନାରେ ଏବେ ଆପଣଙ୍କୁ ପ୍ରତି ୧୦ ଗ୍ରାମକୁ ୪,୮୯୦ ଟଙ୍କା ଶସ୍ତାରେ ସୁନା ମିଳିବ।
ନିର୍ଯାତିତ ହେଉଛନ୍ତି କି ଲାଲୁ ପ୍ରସାଦ ଯାଦବଙ୍କ ପରିବାର ?
ନିଟ୍ ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ବାହାର କରି ଯାଞ୍ଚ କରାଯିବା ଘଟଣାର ତଦନ୍ତ ହେବ। ଘଟଣାର ସତ୍ୟାସତ୍ୟ ଯାଞ୍ଚ ହେବ।
ମହାମାରୀ କରୋନା ଯୋଗୁ ଅଧିକାଂଶ କର୍ମଚାରୀ ଏବେ ଘରୁ କାମ(Work From Home) କରୁଛନ୍ତି। ଏବେ ବାଣିଜ୍ୟ ମନ୍ତ୍ରାଳୟ(Commerce Ministry) ୱାର୍କ ଫ୍ରମ୍ ହୋମ୍ ପାଇଁ ନୂଆ ନିୟମ ଘୋଷଣା କରିଛି।
ସନ୍ଦିଗ୍ଧ ଆର୍ଥର ପରଭେଜର ମୋବାଇଲ ଫୋନରୁ ନୁପୂରଙ୍କ ଠିକଣା ମିଳିବା ପରେ ବଢିଛି ସନ୍ଦେହ
ମହିଳା ସବଇନ୍ସପେକ୍ଟର ସନ୍ଧ୍ୟା ଟପ୍ନୋଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଛି ।
୧୪ଟି ଟ୍ୱିଟ୍ କରି ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ସ୍ପେଶାଲ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅପରାଧୀଙ୍କୁ ଆଦୌ ଛଡ଼ାଯିବନି କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର ।
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ସକାଳେ କାରବାର ଆରମ୍ଭରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୦ ଟଙ୍କା ଛୁଇଁଛି ।
ଶିବସେନାର ସାଂସଦଙ୍କୁ ନେଇ ଏବେ ଚର୍ଚ୍ଚା । ପୁଣି ଲାଗିପାରେ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା । ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦଙ୍କ ସହ ସିନ୍ଦେ ଅନଲାଇନ୍ ବୈଠକ କରିଛନ୍ତି।
ପୋଲିସ DSPଙ୍କୁ ଡମ୍ପର ଚଢ଼ାଇ ହତ୍ୟା ।
ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା।
ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି, ତେବେ ଜାଣନ୍ତୁ କଣ ରହିଛି ନୂଆ ନିୟମ..
ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି ତେବେ...ଜାଣନ୍ତୁ କଣ ରହିଛି ନୂଆ ନିୟମ
ପୂର୍ବରୁ ଚାଷୀଙ୍କଠୁ ଗୋବର ସଂଗ୍ରହ କରୁଥିଲେ ରାଜ୍ୟ ସରକାର
କେନ୍ଦ୍ରୀୟ ଟିମ୍ ପଠାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ସଂକ୍ରମଣ ରୋକିବାକୁ ଗାଇଡଲାଇନ ଜାରି
ଜୁଲାଇ ୨୮ ସୁଦ୍ଧା ନିର୍ଦ୍ଦେଶାଳୟକୁ ନିଶ୍ଚିତ କରିବେ ବିମାନ କମ୍ପାନୀ
ଅଟୋ ଅଟକାଇଲେନି ବୋଲି ଆଖିବୁଜା ମାଡ଼ ମାରିଲେ ।
ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା
ରାଜ୍ୟ, ବିମାନବନ୍ଦର, ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କେନ୍ଦ୍ରର ପରାମର୍ଶ
କ୍ରିଟି କେୟାର ହସ୍ପିଟାଲର ଡ. ଦୀପକ ନାମଜୋସି କହିଛନ୍ତି ଯେ, ଭୁପିନ୍ଦର ସିଂହ ୧୦ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ।