• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Car Runs Back Gear

man drove his car in reverse gear
୧୬ କିଲୋମିଟର ପଛୁଆ ଗଡ଼ିଲା ଗାଡ଼ି; ରେକର୍ଡ ଭାଙ୍ଗିଲେ ଚନ୍ଦ୍ରମୌଳି

ରାସ୍ତାରେ ଭରପୂର ଲୋକ। ଗାଡ଼ି ଗଡୁଥିଲା। ଗାଡ଼ିକୁ ଦେଖି ଲୋକେ ଆଁ କରି ଚାହିଁ ରହିଥିଲେ। କାରଣ ଗାଡି ଗଡ଼ୁଥିଲା ପଛୁଆ ପଛୁଆ..। ୨ ମିନିଟ ବା ୫ ମିନିଟ ନୁହେଁ। ପୂରା ୨୯ ମିନିଟ। ଚାଳକ ବେଶ ଦକ୍ଷତାର ସହ ଗାଡି ଚଲାଉଥିଲେ। ରିଭର୍ସ ଗିଅରରେ ଚାଳକ ୨୯ ମିନିଟ ୧୦ ସେକେଣ୍ଡରେ ୧୬ କିଲୋମିଟର ୧୪୦ ମିଟର ରାସ୍ତା ଅତିକ୍ରମ କରିଥିଲେ।