ବିଧାନସଭାରେ ବଜେଟ୍ ଉପସ୍ଥାପନ ସମୟରେ ଏହି ରାଜ୍ୟ ସରକାର ମହଙ୍ଗା ଭତ୍ତା(DA)କୁ ଆହୁରି ବୃଦ୍ଧି କରିଛନ୍ତି। ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଡିଏକୁ ୩% ବୃଦ୍ଧି କରିଛନ୍ତି।
ଦିଲ୍ଲୀର ନିକ୍କି ଯାଦବ ହତ୍ୟା ପରେ ଆଉ ଏକ ଲୋମଟାଙ୍କୁରା ହତ୍ୟା ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାକୁ ହତ୍ୟା କରିବା ପରେ ତା’ର ଶବକୁ ଖଣ୍ଡ ଖଣ୍ଡ କରି ବକ୍ସ ଖଟ ଭିତରେ ଲୁଚାଇ ରଖିଥିଲା।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୭୦୦ ଟଙ୍କା ରହିଛି ।
ବିବାହ ପାଇଁ କନ୍ୟା ମିଳୁ ନାହାନ୍ତି। ଖାସ୍ ସେଥିପାଇଁ ୨ ଶହ ଯୁବକ ଏକ ଶୋଭାଯାତ୍ରାରେ ବାହାରିବେ।
ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ। ଏଥିପାଇଁ ହୋଇଛି ଶହେ ବିଲିୟନ୍ ଡଲାରର ଡିଲ୍।
ଦିନରେ ଲିଭ୍-ଇନ୍-ପାର୍ଟନରକୁ ହତ୍ୟା କଲା ଓ ରାତିରେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେଲା ପ୍ରେମିକ। ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି।
ଗତବର୍ଷ ସେପ୍ଟେମ୍ବର ୧୭ରେ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୮ଟି ଚିତାଙ୍କୁ କୁନୋ ନାସନାଲ ପାର୍କକୁ ଛାଡିଥିଲେ।
କାନ୍ଥରୁ ଲିଭିନି ବାହାଘର ଚିତା, ଲିଭିଗଲା ଜୁଇ
ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପର କରୁଣ ପରିସ୍ଥିତି। କେଉଁଠି ପୂରା ପରିବାର ମାଟିରେ ମିଶିଯାଇଛି ତ ପୁଣି କିଏ ବାପା-ମା ଛେଉଣ୍ଡ ହୋଇଯାଇଛି। ସେହିପରି କିଏ ବିଧବା ହୋଇଯାଇଛି ତ ପୁଣି କିଏ ନିଃସନ୍ତାନ ହୋଇ ଆଖିରୁ ଲୁହ ଗଡଉଛି। ଏବେ ଏକ କୁନି ପୁଅର କଥା ସମସ୍ତଙ୍କ ଆଖିକୁ କରୁଛି ଛଳଛଳ।
ଧୋକା ଦେଇଦେଲା ବିଧବା ପ୍ରେମିକା
କିଏ କରିଥିଲା ଅଶ୍ଳୀଳ ଭିଡିଓ ? ଜାଣିଲେ ହେବେ ତାଜୁବ୍
ବାଜା ରୋଷଣୀ ଧରି ବର ଆସୁଥାଏ। ଆଉ କିଛି ସମୟ ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବ ଶୋଭାଯାତ୍ରା। ଠିକ୍ ଏତିକି ବେଳେ ଶୁଭିଲା ଗୁଳିଶବ୍ଦ।
ଅବଦୁର ରେହମାନ ପାକିସ୍ତାନ ଯାଇ ଆତଙ୍କବାଦୀ ତାଲିମ ନେଇଥିଲା
ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA) ବୃଦ୍ଧି ନେଇ ଆଶା କରାଯାଉଛି।
ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଯାଞ୍ଚ କରିଥିବା ସୂଚନା ମିଳିଛି। ଯାଞ୍ଚ ପାଇଁ ଆଇଟି ଅଧିକାରୀ ବିବିସିର କିଛି କର୍ମଚାରୀଙ୍କ ମୋବାଇଲ୍ ଫୋନ୍, ଲାପ୍ଟପ୍ ନେଇ ଯାଇଥିବା ଜଣାପଡ଼ିଛି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୬୦୦ ଟଙ୍କା ରହିଛି ।
୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କୁ ପାଣିରେ ନିଶାଦ୍ରବ୍ୟ ମିଶାଇ ଏହାକୁ ପିଇବା ପାଇଁ ଅଫର କରିବା ପରେ କାର୍ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।
ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କଲାବାଲା କେହି ନାହାନ୍ତି । ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।
ବେଆଇନ୍ ଉଚ୍ଛେଦ ଅଭିଯାନ ବେଳେ ଘରେ ନିଆଁ ଲଗାଇ ଦେବାରୁ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ମା’ ଓ ଝିଅକୁ ହତ୍ୟା କରାଯାଇଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି।
ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭିୟ ମଧ୍ୟ ଏମସ ଅସ୍ତ୍ରୋପଚାର ସଫଳତା ନେଇ ପ୍ରଂଶସା କରିଥିଲେ ।
ବର୍ତ୍ତମାନ ଶିଶୁଟିକୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି
ଜୋର୍ଜାର୍ ମୁଲକ ତା’ର
ସ୍କୁଲରୁ ଆଣିବା ବେଳେ କରିଥିଲା ଦୁର୍ବ୍ୟବହାର