ଏଭିଳି ଏକ ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ ।
ଟଙ୍କା ନେବାକୁ ଲୋକଙ୍କ ମଧ୍ୟରେ ଲାଗିଲା ପ୍ରତିଯୋଗିତା । ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ମାତ୍ରାରେ ଭାଇରାଲ ହେବା ପରେ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଥିଲା ।
୨୦୧୧ ମସିହାରୁ ଜାପାନର ଉତ୍ତରତମ ଦ୍ୱୀପପୁଞ୍ଜର ତୁଷାର ଟୋକାଚି ଅଞ୍ଚଳରେ ଜଣେ ଚାଷୀ ନାକାଗାୱା ଆମ୍ବ ଚାଷ କରିଆସୁଛନ୍ତି । ଆମ୍ୱଚାଷରୁ ଭଲ ଉତ୍ପାଦନ ହେବା ସହ ଭଲ ବ୍ୟବସାୟ ମଧ୍ୟ ହେଉଛି ।
ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଞ୍ଜୁରୀ ।
ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍ର ଲିଙ୍କ୍ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଏହି ଘଟଣାରେ ରାଜା ଖାନ୍ଙ୍କ ସହ ଗୁଡ୍ଡୁ ମୁସଲିମ୍ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା ହୋଇଛି ।
ପରିବାରର ସଦସ୍ୟଙ୍କୁ ସୁନା ଓ ଟଙ୍କା କେଉଁଠାରେ ରହିଛି ବୋଲି ଡକାୟତମାନେ ପଚାରିବା ସହ ଲୁଟ୍ କରିଥିଲେ । ଲୁଟ୍ କରିବା ସମୟରେ ୩ଜଣ ଲୁଟେରା ଘରର ସଦସ୍ୟମାନଙ୍କୁ ଭୟଭୀତ କରାଇ ଜଗି ରହିଥିଲେ । ଅନ୍ୟ ଦୁଇଜଣ ଲୁଟେରା ଘରର ସମସ୍ତ ସ୍ଥାନ ଯାଞ୍ଚ କରିବା ସହିତ ଲୁଟ୍ କରିଥିଲେ ।
ସ୍ୱାମୀ ଆୟୋଜନ କରିଥିଲେ ରାମକଥା . . . ହେଲେ ରାମକଥା ଆୟୋଜନ କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଲା । ପ୍ରବଚକ ସହ ଫେରାର ହୋଇଗଲେ ବିବାହିତା ମହିଳା ।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୮୫୦ ଟଙ୍କା ହୋଇଛି।
କର୍ଣ୍ଣାଟକ ଖଦି ଗ୍ରାମଉଦ୍ୟୋଗ ସଂଯୁକ୍ତ ସଂଘର ଏହି ୟୁନିଟ୍ ହୁବୁଳିରେ ରହିଛି ।
ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଛକି ବସିଥିଲା ଯମ । ରାସ୍ତାରେ ୧୫ ଜଣଙ୍କ ଜୀବନ ଚାଲିଗଲା ।
ଅନେକ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବି ଜାଣିଶୁଣି ବିବାହରେ ବିଳମ୍ବ କରୁଥିଲେ ପ୍ରେମିକ । ଶେଷରେ ପ୍ରତିଶୋଧ ପରାୟଣ ହୋଇ ରକ୍ତମୁଖା ପାଲଟିଲା ପ୍ରେମିକା. . .
ଡଙ୍ଗା ମାଲିକ ନାଜିରଙ୍କ ନାଁରେ ହତ୍ୟା ଅପରାଧ ଭଳି ମାମଲା ଦାୟର କରାଯାଇଛି । ହେଲେ ଦୁର୍ଘଟଣା ପରଠୁ ଡଙ୍ଗା ମାଲିକ ଫେରାର ହୋଇଯାଇଛି
ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକା ଏହି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଆଉ ସେଠାରେ ଏଭଳି ସ୍ଥିତି ଦେଖି ଏକ ଟ୍ୱିଟ୍ କରିଥିଲେ । ଯାହାକି ଲୋକଙ୍କ ଖୁବ୍ ଦୃଷ୍ଟି ଆକର୍ଷଣ କରିଛି ।
ଜଣେ ଚାଷୀ ହେଉଛନ୍ତି ମିଣ୍ଟୁ ରୟ । ଯିଏ କି ଏହି ଟାଇଟାନିକ ଜାହାଜକୁ ନିର୍ମାଣ କରିଛନ୍ତି । ଦିନେ ତାଙ୍କର ସ୍ୱପ୍ନଥିଲା ଟାଇଟାନିକ ଜାହାଜ ପରି ସେ ଏକ ଘର ତିଆରି କରିବେ । ହେଲେ ସେ ଜଣେ ଚାଷୀ ଓ ଗରିବ ହୋଇଥିବାରୁ ଏହା ସମ୍ଭବପର ହୋଇନଥିଲା ।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ ।
ଦେବ ଦେବ ମହାଦେବଙ୍କୁ ଦର୍ଶନ କରି ଗାଡ଼ିରେ ସ୍ତ୍ରୀକୁ ଅପେକ୍ଷା କରିଥିଲେ ବିଜେପି ନେତା । ହଠାତ୍ ଗାଡ଼ି ପାଖରେ ରହିଲା ଏକ ବାଇକ୍ . . ଆଉ ତା’ପରେ ..
ଆକାଶ ଛୁଆଁ ବିମାନ ଭଡ଼ା। ମଣିପୁରର ରାଜଧାନୀ ଇମ୍ଫାଲରୁ କୋଲକାତା ବିମାନ ଭଡ଼ା ଆକାଶଛୁଆଁ ହୋଇଛି। ଏବେ କୋଲକାତା ଭଡ଼ା ବଢି ୩୦ ହଜାର ଟଙ୍କା ହୋଇଛି।
ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା। ହତ୍ୟାକାରୀକୁ ଜାମିନରେ ଆଣି ପରେ ତା’ର ଜୀବନ ନେଲେ। ଉତ୍ତରପ୍ରଦେଶ ଖେରି ଜିଲ୍ଲାର ମିତାଉଲି ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।
ସତରେ କେତେ ଘୃଣ୍ୟ ଏ ମଣିଷ । ଯାହାକୁ ସାହାରା ଦେବା ପାଇଁ ଆଣିଥିଲେ । ତା’ର ଇଜ୍ଜତ୍ ଲୁଟିଲେ । ପୋଷ୍ୟ କରି ଆଣିଥିବା ପରିବାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନାବାଳିକା । ପୋଲିସ୍ ମଧ୍ୟ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୭୫୦ ଟଙ୍କା ହୋଇଛି।
ରାଜସ୍ଥାନ ହନୁମାନଗଡ଼ରେ MIG-21 ଫାଇଟର ଜେଟ୍ ଖସି ପଡ଼ିଛି। ବିମାନ ଖସିବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଅନ୍ଧାର ରାତିରେ ବଡ଼ ଅଘଟଣ। ଡଙ୍ଗା ଓଲଟି ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୭ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି। ଅଘଟଣ ବେଳେ ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।
ଏହି ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାରଣ ଖୋଜିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କର୍ଣ୍ଣାଟକରେ ହାଇଭୋଲଟେଜ୍ ପ୍ରଚାର। ୧୦ କିଲୋମିଟର ରୋଡ ସୋ କଲେ ମୋଦି। ଡେଲିଭରି ବୟ ସହ ସ୍କୁଟରରେ ବସି ବୁଲିଲେ ରାହୁଲ
ଏଥିପାଇଁ ଖୋଦ୍ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଛି ବିଜେପି । ବାରିପଦାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଅଦୃଶ୍ୟ ଶକ୍ତିର ଚକ୍ରାନ୍ତ ରହିଛି । ତୃତୀୟ ମହଲା ଆଡ଼କୁ ମଧ୍ୟ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।