• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mig 29 k
ଆଇଏନଏସ୍ ବିକ୍ରାନ୍ତ ଉପରେ ମିଗ୍- 29 Kର ସଫଳ ଅବତରଣ

ସଫଳତା ପୂର୍ବକ ଏହି ଯୁଦ୍ଧ ବିମାନ ଅବତରଣ କରି ଇତିହାସ ରଚିଛି । ଏହି ଉପଲବ୍ଧି ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ପ୍ରଗତି ହୋଇଛି ।

Two more cheetah cubs die at Kuno National Park, third this week
ଆଉ ୨ କୁନି ଚିତାଙ୍କ ମୃତ୍ୟୁ, ଗୋଟିଏ ସପ୍ତାହରେ ୩ ମୃତ

ଗତବର୍ଷ ସେପ୍ଟେମ୍ବରରେ ଭାରତ ସରକାର ନାମିବ୍ୟାରୁ ୮ଟି ଚିତାବାଘ ଆଣି କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏଥିରୁ ୫ଟି ମାଈ ଓ ୩ଟି ଅଣ୍ଡିରା ବାଘ ଥିଲେ । 

Know What Is Sengol ?
ସେଙ୍ଗୋଲ କ’ଣ ? କାହିଁକି ଏହାକୁ ଦିଆଯାଉଛି ଏତେ ଗୁରୁତ୍ୱ ? କ’ଣ ରହିଛି ଇତିହାସ ?

ଆଜି ପାରମ୍ପରିକ ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଉଚ୍ଚାରଣ ପରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ପ୍ରଦାନ କରିଥିଲେ ତାମିଲନାଡୁ ଧର୍ମପୁରମ୍ ଅଧିନମ୍। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ଅଧିନମ୍ମାନଙ୍କ ଆଶୀର୍ବାଦ ଲୋଡିଥିଲେ ।

  • Thursday, 25 May 2023
Ghaziabad crime news
ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍‌; ୬୯ଜଣ ଯୁବତୀଙ୍କୁ ବାନ୍ଧି ବସ୍‌ରେ ଥାନାକୁ ନେଲା ପୋଲିସ

ପୋଲିସର କହିବା ଅନୁସାରେ ପ୍ରଶାନ୍ତ ମଲ୍‌ରେ ଥିବା ସ୍ପାରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ଡିସିପି ସ୍ୱତନ୍ତ୍ର ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ମଲ୍‌ରେ ଚଢ଼ାଉ କରାଯାଇଥିଲା ।

Delhi Ex Minister Satyendar Jain Fell In Jail Bathroom
ଜେଲ୍‌ ବାଥରୁମ୍‌ରେ ବେହୋସ ହୋଇଗଲେ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ

ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଗତକାଲି ତାଙ୍କର ମୁଣ୍ଡ ବୁଲାଇବା ଯୋଗୁ ତିହାର ଜେଲ୍‌ର ବାଥରୁମ୍‌ରେ ସେ ପଡ଼ି ଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

  • Thursday, 25 May 2023
FSSAI
ସାରା ଦେଶରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ କରିବ FSSAI

କ୍ଷୀର ସହ ଘିଅ, ଖୁଆ, ଛେନା, ପନିର୍, ଦହି, ଆଇସକ୍ରିମ୍ ଯାଞ୍ଚ ହେବ

man kills girlfriend stores chopped body parts in refrigerator
ଗର୍ଲଫ୍ରେଣ୍ଡ୍‌କୁ ହତ୍ୟା ପରେ ଖଣ୍ଡ ଖଣ୍ଡ: ମୁଣ୍ଡକୁ ଅଲଗା କରି ଫ୍ରିଜ୍‌ରେ ରଖିଲା ଜହ୍ଲାଦ ପ୍ରେମିକ...

ଗର୍ଲଫ୍ରେଣ୍ଡ୍‌କୁ ଛୁରୀ ଭୁସି ହତ୍ୟା ପରେ ପଥର କଟା ମେସିନ୍‌ରେ ଖଣ୍ଡ ଖଣ୍ଡ କଲା ଯୁବକ। ଏହାପରେ ମୁଣ୍ଡକୁ ଅଲଗା କରି ରଖିବା ସହ ଶରୀରର ଅନ୍ୟ ଅଂଶ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା।

Gold Price Today
Gold Price Today 25th May 2023: ଆଜି ପରିବର୍ତ୍ତନ ହୋଇଛି ସୁନା ଦର, କିଣିବାକୁ ଯାଉଥିଲେ ନଜର ପକାନ୍ତୁ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୭୦ ଟଙ୍କା ହୋଇଛି।

s jaishankar says why australian pm called pm modi the boss
ନା କୌଣସି କାଗଜରେ ନା ଭାଷଣରେ ଲେଖାଥିଲା,କାହିଁକି ମୋଦିଙ୍କୁ ‘ଦ ବସ୍‌’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ?

୩ ଦେଶ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତ ଫେରିଛନ୍ତି। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ବିଦେଶ ଗସ୍ତରେ ଯିବା ତାଙ୍କର ସୌଭାଗ୍ୟ ଥିଲା।

New Parliament Inauguration
ନୂଆ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ୧୯ ବିରୋଧୀ ଦଳଙ୍କ ବର୍ଜନ, ହେଲେ ଯୋଗ ଦେବ ବିଜେଡି

ଆସନ୍ତା ୨୮ ତାରିଖରେ ହେବାକୁ ଥିବା ନୂଆ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ବର୍ଜନ ନେଇ ୧୯ ବିରୋଧୀ ଦଳ ମିଳିତ ଘୋଷଣା କରିଛନ୍ତି। ହେଲେ ଏଥିରେ ଯୋଗ ଦେବ ବିଜେଡି।

PM Modi to install historic golden sceptre
ନୂଆ ସଂସଦ ଭବନରେ ଶୋଭା ପାଇବ 'ସେଙ୍ଗୋଲ'

ମେ ୨୮, ଅର୍ଥାତ୍ ଆସନ୍ତା ରବିବାର ନୂଆ ସଂସଦ ଭବନର ଲୋକାର୍ପଣ ଅବସରରେ, ଏହି ସେଙ୍ଗୋଲକୁ ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Goat heist on Maharashtra highway
ଚଳନ୍ତା ଟ୍ରକ୍‌ରୁ ବୋହିନେଲେ ୧୦ ଛେଳି ! ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବିଚ୍‌ ରାସ୍ତାରେ ସେ ପୁଣି ହାଇୱେରୁ ଲୁଟୁଛି ଚୋର । ଏମିତି ସେମିତି ଜିନିଷ ଚୋରି ହେଉନାହିଁ, ଚୋରି କରାଯାଉଛି ବଡ଼ ବଡ଼ ଛୋଳି ।

sister killed younger sister
ପ୍ରେମିକ ସହ ରାତିରେ ଅସଞ୍ଜତ ଅବସ୍ଥାରେ ଥିଲା ବଡ଼ ଭଉଣୀ, ଦେଖିଦେଲା ସାନ ଭଉଣୀ ! ତା' ପରେ...

ବଡ଼ ଭଉଣୀ, ଯାହାକୁ ମାତ୍ର ୧୩ ବର୍ଷ । ସେ ନିଜ ପ୍ରେମିକ ସହ ମିଶି ସାନ ଭଉଣୀକୁ ହତ୍ୟା କରିଛି । ଖାଲି ହତ୍ୟା କରିଛି ତାହା ନୁହେଁ, ଗୋଟିଏ ବାକ୍ସ ଭିତରେ ବନ୍ଦ କରି ସାନ ଭଉଣୀର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲା ।

Suraj Tiwari
ଇଚ୍ଛାଶକ୍ତିକୁ ଅଟକାଇ ପାରିଲାନି ଅକ୍ଷମତା: ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ କ୍ଲିଅର କଲେ ସୂରଜ

ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିଲେ, ହେଲେ ସବୁଦିନ ପାଇଁ ସେ ଦୁଇ ହାତ ଓ ଦୁଇ ଗୋଡ଼ ହରାଇ ବସିଲେ। 

Narendra Modi - Adhir Ranjan Choudhry
ମୋଦିଙ୍କୁ ସମାଲୋଚନ କରୁ କରୁ ସୀମା ଟପିଗଲେ କଂଗ୍ରେସ ସାଂସଦ, କହିଲେ...

ଦେଶରେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦକୁ ନେଇ ଶ୍ରୀ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି କଡ଼ା ସମାଲୋଚନା । ଆଉ ସମାଲୋଚନା ଆଳରେ ସେ ଟପିଯାଇଛନ୍ତି ସୀମା ।

Gangster Jarnail Singh Dead
ଗ୍ୟାଙ୍ଗଷ୍ଟର ଜରନେଲ ସିଂହକୁ ହତ୍ୟା; ସିସିଟିଭିରେ କଏଦ ହେଲା ଭିଡିଓ

ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ସିସିଟିଭି ଫୁଟେଜରେ ୩ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ହତ୍ୟା କରୁଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ମଧ୍ୟ ସେହି ବାଟ ଦେଇ ଅତିକ୍ରମ କରୁଛନ୍ତି ।

  • Wednesday, 24 May 2023
Dhitang Dhitang In Sydney
ମୋଦିଙ୍କୁ ଭବ୍ୟ ସ୍ୱାଗତ, ଓଡ଼ିଆ ଗୀତ ଧିତାଙ୍ଗ ଧିତାଙ୍ଗରେ କମ୍ପିଲା ସିଡ୍‌ନୀ...

କଣ୍ଠଶିଳ୍ପୀ ସୁସ୍ମୃିତା ଦାସ ଏହି ଗୀତକୁ ଗାଇଛନ୍ତି । ସିଡନୀ ପାର୍କର ମଞ୍ଚରେ ‘ଧିତାଙ୍ଗ ଧିତାଙ୍ଗ’ ପରିବେଷଣ ବେଳେ ଝୁମିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ ।

ISRO to lift-off India's ambitious moon mission Chandrayaan 3 in July
ଜହ୍ନରେ ପାଦ ଥାପିବ ଭାରତ

ପୁଣି ଆକାଶର ଛାତି ଚିରି ଜହ୍ନରେ ପାଦ ଥାପିବ ଭାରତ...ମୁନ୍‌ ମିଶନ ଚନ୍ଦ୍ରଯାନ-୩ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

  • Wednesday, 24 May 2023
accident
ଭୀଷଣ ସଡ଼କ ଦୁର୍ଘଟଣା : ୭ମୃତ, ଅନେକ ଆହତ

ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିସ୍ତବାଡ଼ ଅଞ୍ଚଳରେ ବଡ଼ ଦୁର୍ଘଟଣା

Chandrayaan 3
ପୁଣି ଆକାଶର ଛାତି ଚିରି ଜହ୍ନରେ ପାଦ ଥାପିବ ଭାରତ, ଚନ୍ଦ୍ରଯାନ-୩ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

୨୦୦୮ରେ ହୋଇଥିଲା ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧। ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍।

PM Modi at Sidney
ମୋଦିଙ୍କ ଲୋକପ୍ରିୟତାରେ ଚକିତ ଅଷ୍ଟ୍ରେଲିଆ 

ମୋଦିଙ୍କ ଲୋକପ୍ରିୟତା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ବି ଏତେ ଆଶ୍ଚର୍ଯ୍ୟଚକିତ କରିଥିଲା ଯେ, ସେ ଉତ୍ସାହିତ ହୋଇ କହିଲେ- ମୋଦି ଇଜ୍ ବସ୍। 

2000 Notes Exchange
ଆଜିଠାରୁ ଆରମ୍ଭ ହେଲା ୨ ହଜାର ଟଙ୍କିଆ ନୋଟ୍ ବଦଳ

ଦେଶର ସବୁ ବ୍ୟାଙ୍କ ଶାଖାରେ ଆରମ୍ଭ ହୋଇଛି ନୋଟ ବଦଳ ବ୍ୟବସ୍ଥା।

  • Tuesday, 23 May 2023
Narendra Modi
ମୋଦି ମୋଦି ନାରାରେ କଂପିଲା ସିଡନୀ ସୁପରଡୋମ୍

ଏହି ଅବସରରେ ପ୍ରବାସୀ ଭାରତୀୟ ଯେତିକି ଉତ୍ସାହିତ ଥିଲେ, ସେତିକି ଉତ୍ସାହିତ ଥିଲେ ବହୁ ଅଷ୍ଟ୍ରେଲୀୟ ନେତା ।

G20 Guest In Kashmir Dal Lake
ବଦଳୁଛି ଘାଟିର ଦୃଶ୍ୟପଟ୍ଟ ! କାଶ୍ମୀରକୁ ପ୍ରଶଂସା କଲେ ଜି-୨୦ର ବିଦେଶୀ ଅତିଥି

କଶ୍ମୀରର ବଦଳୁଥିବା ଦୃଶ୍ୟପଟ୍ଟ ଓ ଭୂସ୍ୱର୍ଗର ସୌନ୍ଦର୍ଯ୍ୟରେ ଯେତିକି ବିମୋହିତ, ଭାରତୀୟଙ୍କ ଆତିଥେୟତାରେ ମଧ୍ୟ ସେତିକି ଆନନ୍ଦିତ ହୋଇଛନ୍ତି ଅତିଥି ।