ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ। ଏହି ଦୁଇ ଦିନିଆ ସମ୍ମିଳନୀରେ ବିଶ୍ବର ପ୍ରମୁଖ ପ୍ରସଙ୍ଗ ଉପରେ ହେବ ଆଲୋଚନା । ଏଥିପାଇଁ ପହଞ୍ଚିବାରେ ଲାଗିଛନ୍ତି ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଓ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ।
Published By: Manoranjan Behera
Last updated: 08 September 2023, 10:46 PM IST
ଅସହାୟ ହୋଇ ଜଣେ ବାପା କାନ୍ଦୁଛି..ଛାତିରେ ତାରେ ଅନେକ କୋହ.. ଆଉ ତା ବାହୁରେ ବଳ ନାହିଁ.. କି ଛାତିରେ ଜୁ ନାହିଁ.. ଯାହାକୁ ବଳ ବୟସ ଅର୍ଥ ଖର୍ଚ୍ଚ କରି ଛୋଟରୁ ବଡ଼ କଲା ସେଇ ପୁଅ ଆଜି ମାରିଦେବାକୁ ଜଗିଛି..