• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Train Run Without Driver
ଚା’ ପିଇବାକୁ ଯାଇଥିଲେ ଡ୍ରାଇଭର, ଆପେ ଆପେ ଗଡ଼ିଲା ଟ୍ରେନ୍‌

ଟ୍ରେନ୍‌ଟି ଷ୍ଟେସନରେ ରହିବା ପରେ ଡ୍ରାଇଭର ଚା’ ପିଇବାକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରେନ୍‌ଟି ହଠାତ ଗଡ଼ିବା ଆରମ୍ଭ କରିଥିଲା।

  • Sunday, 25 February 2024
  • Train
Son Killed Mother
ସଇତାନ୍ ପୁଅ...ଅନଲାଇନ୍ ଗେମ୍ ଖେଳି କରିଥିଲା ଋଣ...ସୁଝିବାକୁ ମା’କୁ କଲା ହତ୍ୟା

ହିମାଂଶୁ ନିଜ ମାଉସୀଙ୍କ ସୁନା ଗହଣା ଚୋରିକରି ବିକ୍ରି କରିଦେଇଥିଲେ। ପରେ ଏହି ଟଙ୍କାରେ ସେ ବାପା-ମା’ଙ୍କ ନାଁରେ ୫୦ଲକ୍ଷର ଇନସ୍ୟୁରାନ୍ସ କରିଥିଲେ।

Sudarshan Setu
ଲୋକାର୍ପିତ ହେଲା ଦେଶର ସବୁଠୁ ବଡ଼ କେବୁଲ୍ ବ୍ରିଜ୍, ‘ସୁଦର୍ଶନ ସେତୁ’ର ଉଦଘାଟନ କଲେ ମୋଦି

ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ପାଇଁ ଗୁଜରାଟର ଦ୍ୱାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି।

Sudarshan Setu,
ଆଜି ଲୋକାର୍ପିତ ହେବ ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍, ଖର୍ଚ୍ଚ ହୋଇଛି ୯୮୦ କୋଟି

୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି।

General Election
କେବେ ହେବ ସାଧାରଣ ନିର୍ବାଚନ ପାଇଁ ମତଦାନ ?

ଭୋଟ୍ ତାରିଖ କେବେ ଘୋଷଣା କରିବେ ନିର୍ବାଚନ କମିଶନ ? ଜୋର ଧରିଲାଣି ଚର୍ଚ୍ଚା, ଭାଇରାଲ୍ ହେଲାଣି ଫେକ୍ ସ୍କେଡ୍ୟୁଲ୍ ।

General Election
କେବେ ହେବ ସାଧାରଣ ନିର୍ବାଚନ ପାଇଁ ମତଦାନ ? ଭାଇରାଲ୍‌ ହେଲାଣି ମିଛ କାର୍ଯ୍ୟସୂଚୀ

ସୋସିଆଲ ମିଡିଆରେଭାଇରାଲ୍ ହେଉଛି ସାଧାରଣ ନିର୍ବାଚନର ମିଛ କାର୍ଯ୍ୟସୂଚୀ। ଏହାକୁ ବିଶ୍ୱାସ ନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

BJP
ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି !

ଆସନ୍ତା ୨୯ ତାରିଖ ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଆଉ ଏହି ବୈଠକ ପରେ ଦଳ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ତାଲିକା ଘୋଷଣା କରିପାରେ ।

Rapido driver stabbed 23 times
ରାପିଡୋ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା...୨୩ଥର ଛୁରି ଭୁସି ନେଇଗଲେ ଜୀବନ

ନରେନ୍ଦ୍ରଙ୍କ ବନ୍ଧୁ ସେଠାକୁ ଆସି ଦେଖିବା ବେଳକୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ।ଡକାୟତମାନେ ନରେନ୍ଦ୍ରଙ୍କ ମୋବାଇଲ୍ ଫୋନ୍ ଏବଂ ବ୍ୟାଗ୍ ଛଡ଼ାଇ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି।

Government confirms three newly enacted criminal laws effective from July 1
ଜୁଲାଇ ପହିଲାରୁ ୩ ଫୌଜଦାରୀ ଆଇନ ଲାଗୁ

ଜୁଲାଇ ୧ ତାରିଖରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ । ଭାରତୀୟ ସାକ୍ଷ୍ୟ ଅଧିନିୟମ ମଧ୍ୟ ଲାଗୁ କରାଯିବାକୁ ନିଷ୍ପତ୍ତି ।

AAP-Congress
ଦିଲ୍ଲୀରେ ଡିଲ୍‌ ଫାଇନାଲ, ଆପ୍‌ ୪ ଓ କଂଗ୍ରେସ ୩ ସିଟରେ ଲଢିବ ନିର୍ବାଚନ

ଆଜି ଦୁଇ ଦଳ ମଧ୍ୟରେ ହୋଇଥିବା ସିଟ୍‌ ବୁଝାମଣାରେ ଦିଲ୍ଲୀରେ ଆପ୍‌ ୪ଟି ଲୋକସଭା ଆସନରେ ଲଢ଼ିବାକୁ ଥିବାବେଳେ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଚୁଡ଼ାନ୍ତ ହୋଇଛି।

New Criminal Laws
ଜୁଲାଇ ପହିଲାରୁ ଲାଗୁ ହେବ ୩ ନୂଆ ଅପରାଧିକ ଆଇନ୍, ତ୍ୱରାନ୍ୱିତ ହେବ ନ୍ୟାୟ ବ୍ୟବସ୍ଥା

ଏହି ପରିବର୍ତ୍ତିତ ନୂତନ ଆଇନରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ନ୍ୟାୟ ବ୍ୟବସ୍ଥା ସରଳ, ସୁଲଭ ଓ ତ୍ୱରିତ ହେବ।

  • Saturday, 24 February 2024
Biryani is served as prasad
ଏମିତି ଏକ ମନ୍ଦିର, ଯେଉଁଠି ପ୍ରସାଦରେ ମିଳେ ମଟନ୍ ବିରିୟାନୀ...ଜାଣନ୍ତୁ କାହିଁକି

କେବଳ ଗାଁ ନୁହେଁ, ଦୂର ସ୍ଥାନରୁ ଲୋକମାନେ ମଧ୍ୟ ଏଠାକୁ ବିରିୟାନୀ ଖାଇବାକୁ ଆସିଥାନ୍ତି । ଗାଁ ବ୍ୟତୀତ ଏହି ବିରିୟାନୀକୁ ମଧ୍ୟ ମଦୁରାଇରେ କ୍ୟାମ୍ପ ସ୍ଥାପନ କରି ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ।

General Election
କେବେ ହେବ ସାଧାରଣ ନିର୍ବାଚନ ? ଏହି ଦିନ ତାରିଖ ଘୋଷଣା କରିପାରନ୍ତି ECI…

ସାଧାରଣ ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ।

Passengers trapped in flight for 5 hours
ବିମାନରେ ୫ ଘଣ୍ଟା ଫସି ରହିଲେ ଯାତ୍ରୀ...ନିଶ୍ୱାସ ନେବାରେ ହେଲା ସମସ୍ୟା...

୫ ଘଣ୍ଟା ଧରି ଅଟକି ରହିଲା ବିମାନ । ହନ୍ତସନ୍ତ ହେଲେ ଲୋକ । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୫ ଘଣ୍ଟା ଅଟକି ରହିଲା ବିମାନ । ଯାତ୍ରୀଙ୍କୁ ନିଶ୍ୱାସ ନେବାରେ ହେଲା ଅସୁବିଧା...

School Children
୩୫ ଟଙ୍କା ପାଇଁ ସ୍କୁଲ ଯାକ ପିଲାଙ୍କୁ ମନ୍ଦିର ନେଇ ନିୟମ କରାଇଲେ ଶିକ୍ଷୟତ୍ରୀ

ପିଲାମାନଙ୍କ ପରିବାର ଲୋକ ଏହାକୁ ନେଇ ତୁମ୍ବି ତୋଫାନ କରିଥିଲେ । ବାଙ୍କାର ରାଜାଉନ୍ ବ୍ଲକ ଅନ୍ତର୍ଗତ ଆସମାନିଚକ୍ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି ।

Marriage
ବିବାହ କରିବାର ଅଦ୍ଭୁତ ଜିଦି...ପୁରୁଷ ଆଙ୍କରଙ୍କୁ ଅପହରଣ କରିନେଲେ ମହିଳା

ବିବାହ କରିବା ପାଇଁ ଅପହରଣ । ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦରେ । ଜଣେ ମହିଳା ବ୍ୟବସାୟୀ, ମ୍ୟୁଜିକ ଚ୍ୟାନେଲ ଆଙ୍କରଙ୍କୁ ବିବାହ କରିବା ପାଇଁ ଅପହରଣ କରିଥିଲେ ।

A tractor-trolley plunged into a pond
ପୋଖରୀକୁ ଓଲଟି ପଡ଼ିଲା ଟ୍ରଲି, ଚାଲିଗଲା ୧୫ ଶ୍ରଦ୍ଧାଳୁଙ୍କ ଜୀବନ

ସମସ୍ତ ଶ୍ରଦ୍ଧାଳୁ ମାଘ ପୂର୍ଣ୍ଣିମା ପାଇଁ ଗଙ୍ଗାରେ ବୁଡ ପକାଇବା ପାଇଁ ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଓଲଟି ପଡ଼ିଥିଲା ।

Murder
ସାମାନ୍ୟ ଝଗଡ଼ାରୁ ହତ୍ୟା! ଅଷ୍ଟମ ଶ୍ରେଣୀର ଛାତ୍ରକୁ ପିଟିପିଟି ମାରିଦେଲା ଷଷ୍ଠ ଶ୍ରେଣୀର ଛାତ୍ର

ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଥିବା ପୋଲିସ ସୂଚନା ଦେଇଛି।

Heart Attack
ମ୍ୟାଚ ଜିତିବା ଖୁସିରେ ମନାଉଥିଲେ ବିଜୟ ଉତ୍ସବ, ହଠାତ ଛାତିରେ ହେଲା ଯନ୍ତ୍ରଣା; ଆଉ ତା’ପରେ ..

ହୃଦଘାତରେ କ୍ରିକେଟର ମୃତ । ସାମ୍ନାକୁ ଆସିଥିବା ଏକ ଦୁର୍ଭାଗ୍ୟଜନକ ଘଟଣା କ୍ରମରେ କର୍ଣ୍ଣାଟକର ପୂର୍ବତନ କ୍ରିକେଟର କେ ହୋଏସାଲାଙ୍କର ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା ।

Baijayanta Panda
‘ବୁଥ୍‌କୁ ଯାଅ, ଏଥର ଟାର୍ଗେଟ୍ ୪୦୦ ପାର୍’ UPରେ ବୈଜୟନ୍ତଙ୍କ ଆହ୍ୱାନ୍

୭୦ ପ୍ରତିଶତ ଘରେ ବିଶୁଦ୍ଧ ପାନୀୟ ଜଳ । ଅଯୋଧ୍ୟାରେ ତିଆରି ହୋଇଛି ରାମ ମନ୍ଦିର ।

Retirement Plan 555
ଚାକିରିଆଙ୍କ ଚିନ୍ତା, ଅବସର ପରେ କରିବେ କ’ଣ...ଆପଣାନ୍ତୁ ଏହି ଫର୍ମୁଲା...

ଏହି ଫର୍ମୁଲାରେ ଯଦି ଆପଣ ଟଙ୍କା ସଞ୍ଚୟ କରିବେ ତେବେ ରିଟାର୍ଡମେଣ୍ଟ ପରର ଜୀବନ ଆପଣଙ୍କୁ ଅତି ସହଜ ହେବ । ଯେତେ ଶୀଘ୍ର ଆପଣ ଏହି ଫର୍ମୁଲାରେ ସଞ୍ଚୟ ଆରମ୍ଭ କରିବେ, ସେତେ ବେଶି ଫାଇଦା ପାଇବେ ।

  • Friday, 23 February 2024
Rash Driving Viral Video
ଏନ୍‌‌ଏଚ୍‌ ଉପରେ ଫିଲ୍ମ ଷ୍ଟାଇଲ୍‌ରେ ଚାଲିଲା କାର୍‌...୨ କିମି ପଛୁଆ ଯାଇ ପୋଲିସକୁ ଦେଲେ ଚକ୍‌ମା ...

Rash Driving: ପଛୁଆ ପଛୁଆ ଚାଲୁଛି କାର୍‌ । ଭିଡ଼ିଓ ଦେଖିଲେ ହେବେ ଚକିତ । ୨ କିମି ପଛୁଆ ଯାଇ ପୋଲିସକୁ ଦେଲେ ଚକ୍‌ମା ...

Russia War
ଋଷ୍‌ରେ ରହୁଥିବା ଭାରତୀୟଙ୍କୁ ସରକାରଙ୍କ ବଡ଼ ପରାମର୍ଶ, କହିଲେ...

ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯୁଦ୍ଧଠାରୁ ଦୂରେଇ ରୁହନ୍ତୁ ।

Yogi Meditation
ଏମିତି ତପସ୍ୟା ଯେ ଜାଣି ପାରୁନାହାନ୍ତି ଦିନ ରାତି, ଚୁଟି ଦାଢ଼ିରେ ଜମିଗଲାଣି ବରଫ

ବଞ୍ଜର ବାସିନ୍ଦା ସତ୍ୟେନ୍ଦ୍ର ନାଥ ଗତ ୨୨ବର୍ଷ ଧରି କୌଲନ୍ତକ ପୀଠ ଆଶ୍ରମରେ ଯୋଗ ଅଭ୍ୟାସ କରିଆସୁଛନ୍ତି। ସେ ଆଶ୍ରମରେ ଈଶପୁତ୍ର ଭାବରେ ଜଣାଶୁଣା।

Election Commission
୨୦୨୪ ସାଧାରଣ ନିର୍ବାଚନ; ମାର୍ଚ୍ଚ ୧୩ ପରେ ହେବ ନିର୍ବାଚନ ତାରିଖ ଘୋଷଣା !

ବର୍ତ୍ତମାନ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ ସମୀକ୍ଷା କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି।