• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

LoCରେ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ ସୂଚନା । ଜମ୍ମୁ ସେକ୍ଟରର ଏକାଧିକ ସ୍ଥାନରେ ଡ୍ରୋନ ମାଡ଼ ସହ ପ୍ରବଳ ଗୁଳିଗୋଳା ବର୍ଷଣ କଲା ପାକିସ୍ତାନ ସେନା । ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିଲା । କେଇ ଘଣ୍ଟା ନପୁରୁଣୁ ନିଜ ଔକାତ ଦେଖାଇଦେଲା ପାକିସ୍ତାନ ।

Ceasefire Violation