• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

dharmendra
କରୋନା ପରେ ପୂର୍ବ ଭଳି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ରହିବ ଭାରତ

ନୂଆଦିଲ୍ଲୀ: କରୋନା ପରେ ପୂର୍ବ ଭଳି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହୋଇ ରହିବ ଭାରତ। ତେଣୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ସହିତ ଭାରତ ଭଳି ତୈଳ କ୍ରୟ କରୁଥିବା ଦେଶର ସ୍ୱାର୍ଥ ପ୍ରତି ବି ବିଶ୍ୱ ସ୍ତରରେ ଦୃଷ୍ଟି ଦିଆଯିବା ଦରକାର। ଗତକାଲି ଜି-୨୦ ଉର୍ଜା ମନ୍ତ୍ରୀୟସ୍ତରୀୟ ସମ୍ମିଳନୀରେ ଭାଗ ନେଇ ଏହି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏହି ସମ୍ମିଳନୀ […]

  • Monday, 26 July 2021
Kupwara
ପାକ୍‌ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଉଡ଼ାଇଲା ଭାରତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାରା ଦେଶ ଯେତେବେଳେ କରୋନା ବା କୋଭିଡ୍‌-୧୯ ସହ ଲଢ଼େଇ କରୁଛି ଏଲ୍‌ଓସିରେ ପାକିସ୍ତାନ ଷଡ଼ଯନ୍ତ୍ରର ପସରା ମେଲାଇଛି। ଶୁକ୍ରବାର ଏହାର ଜବାବ ଦେଇ ଗୋଟିଏ ପରେ ଗୋଟିଏ ଆତଙ୍କୀ ଲଞ୍ଚପ୍ୟାଡ୍‌ ଉପରେ ହମ୍‌ଲା ଆରମ୍ଭ କରିଛି ଭାରତୀୟ ସେନା। ଗତ ରବିବାରଠାରୁ ଲାଗିରହିଥିବା ଏହି ଅଶାନ୍ତିର ଏଭଳି ଜବାବ ଦେଇଛି ଭାରତ। ଜମ୍ମୁ-କଶ୍ମୀରର କୁପୱାରା ନିକଟବର୍ତ୍ତୀ ଏଲ୍‌ଓସିରେ ଥିବା କେରାନ୍‌ ସେକ୍ଟରରେ ଏଭଳି ଆକ୍ରମଣର ଭିଡିଓ ମଧ୍ୟ ଜାରି କରାଯାଇଛି। ଶୁକ୍ରବାର ସକାଳେ ପାକିସ୍ତାନ […]

  • Monday, 26 July 2021
coronasvairus
ଭାରତର ଏମିତି ସ୍ଥିତି ବିଗାଡ଼ିଛି କରୋନା: ଏହି ୫ ରାଜ୍ୟ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଭାରତର ବି ସ୍ଥିତି ବିଗାଡ଼ିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୯ ଜଣଙ୍କ ମୃତ୍ୟୁ ହେଲାଣି। ତେବେ କରୋନା ଦ୍ୱାରା ଦେଶର ୫ ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ରାଜସ୍ଥାନ ଓ ତେଲେଙ୍ଗାନାରେ ସର୍ବାଧିକ କୋଭିଡ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ ଏଯାଏ […]

  • Monday, 26 July 2021
‌Digvijaya Singh congrats Mirabai Chanu after two days
ମୀରାବାଈଙ୍କୁ ଦିଗ୍‌ବିଜୟଙ୍କ ଶୁଭେଚ୍ଛା ବାର୍ତ୍ତା ଦେଖି ୟୁଜର୍ସ କହିଲେ ‘ ଶେଷରେ ଚାଚାଙ୍କ ନିଦ ଭାଙ୍ଗିଲା’

ଟୋକିଓ ଅଲମ୍ପିକରେ ୱେଟ ଲିଫ୍‌ଟିଂରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁଙ୍କୁ ଦୁଇଦିନ ପରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ। ଏପରି ବିଳମ୍ବିତ ଶୁଭେଚ୍ଛାବାର୍ତ୍ତାକୁ ନେଇ ସୋଶାଲ ମିଡିଆରେ ବେଶ ଟ୍ରୋଲ ହୋଇଛନ୍ତି କଂଗ୍ରେସ ନେତା।

kargil hero
ବିଜୟ ଦିବସରେ ମନେ ପଡ଼ନ୍ତି ବୀରପୁତ୍ର କ୍ୟାପଟେନ୍ ସୌରଭ କାଲିଆ

ପାଟ୍ରୋଲିଂରେ ଯାଇଥିବା କ୍ୟାପଟେନଙ୍କ ନିକଟରେ ନା ଥିଲା ଅଧିକ ଅସ୍ତ୍ରଶସ୍ତ୍ର ନା ଥିଲା ଗୁଳିବାରୁଦ । ଅନ୍ୟାୟ ଯୁଦ୍ଧରେ ବହୁ ସଂଖ୍ୟକ ପାକିସ୍ତାନୀ ସେନା କ୍ୟାପଟେନ ସୌ ରଭ କାଳିଆ ଏବଂ ତାଙ୍କ ସାଥୀଙ୍କୁ ଘେରି ଯାଇଥିଲେ । ତେବେ ସାମ୍ନାରେ ନିଶ୍ଚିତ ମୃତ୍ୟୁ ଥିଲେ ସୁଦ୍ଧା ଭାରତୀୟ ବୀରଙ୍କ ମୁହଁରେ ଭୟର ଚିହ୍ନ ନଥିଲା ।

coromna
ଚାଇନା ବିରୋଧରେ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେଲା ଆସିଜେ

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କାଉନସିଲ୍‌ ଅଫ୍‌ ଜୁରିଷ୍ଟସ୍‌ ଚାଇନା ବିରୋଧରେ ଜାତିସଂଘ ମାନବ ଅଧିକାର ପରିଷଦର ଦ୍ୱାରସ୍ଥ ହୋଇଛି। ଏଥିରେ ଅଭିଯୋଗ ଅଣାଯାଇଛି ଚାଇନା କୋଭିଡ୍‌-୧୯ ଭାଇରସ୍‌କୁ ସାରା ବିଶ୍ୱକୁ ଛାଡ଼ି ‘ଗୁରୁତର ଶାରିରୀକ, ମାନସିକ, ଆର୍ଥିକ ଏବଂ ସାମାଜିକ କ୍ଷତି’ ପହଞ୍ଚାଇଛି। ଆଇସିଜେ ମାନବାଧିକାର ପରିଷଦ ନିକଟରେ ଦାବି କରିଛି, ଏହା ତଦନ୍ତ କରିବା ସହ ଭାରତ ସମେତ ବିଭିନ୍ନ ସଦସ୍ୟ ରାଷ୍ଟ୍ର ସହିଥିବା କ୍ଷତିର ଭରଣା ପାଇଁ ଚାଇନାର ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା ସରକାରଙ୍କୁ […]

  • Monday, 26 July 2021