Advertisment

ସୋସିଆଲ ମିଡିଆରେ ଏବେ ଜୋର ଦାର ପ୍ରଶଂସା, ସେନ୍‌ସେସନ୍‌ ପାଲଟିଛନ୍ତି ଶିଜି

ସୋସିଆଲ ମିଡିଆରେ ଏବେ ଜୋର ଦାର ପ୍ରଶଂସା । ସେନ୍‌ସେସନ୍‌ ପାଲଟିଛନ୍ତି ଶିଜି । ଯିଏ ବି ତାଙ୍କ କଳାକୃତି ଦେଖୁଛି ଆଶ୍ଚର୍ଯ୍ୟ ହେଉଛି । କାରଣ  ଶୀରର ସମ୍ପୂର୍ଣ୍ଣ ଅସୁସ୍ଥ । ପୁରା ଶରୀର ଥରୁଛି ।

author-image
Satyendu Shekher Mishra
ସୋସିଆଲ ମିଡିଆରେ ଏବେ ଜୋର ଦାର ପ୍ରଶଂସା, ସେନ୍‌ସେସନ୍‌ ପାଲଟିଛନ୍ତି ଶିଜି

Siji Art

ସୋସିଆଲ ମିଡିଆରେ ଏବେ ଜୋର ଦାର ପ୍ରଶଂସା । ସେନ୍‌ସେସନ୍‌ ପାଲଟିଛନ୍ତି ଶିଜି । ଯିଏ ବି ତାଙ୍କ କଳାକୃତି ଦେଖୁଛି ଆଶ୍ଚର୍ଯ୍ୟ ହେଉଛି । କାରଣ  ଶୀରର ସମ୍ପୂର୍ଣ୍ଣ ଅସୁସ୍ଥ । ପୁରା ଶରୀର ଥରୁଛି । ଏମିତିକି ହାତ ବି ଥରୁଛି । କିନ୍ତୁ ତାଙ୍କ କାରନାମା ଦେଖିଲେ ଆଖିରେ ବିଶ୍ୱାସ ହେବନି । ଏଭଳି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ହେଉଛନ୍ତି କେରଳ କୋଚିରେ ରହୁଥିବା ଶିଜି ଲଘୁ ।

Advertisment

ଶିଜିଙ୍କ କଳାକୃତି ମଧ୍ୟରେ ଡବଲ ଡେକ୍‌ ବସ୍‌ଠାରୁ ଆରମ୍ଭ କରି ଅଟୋ ରିକ୍ସା, ଯୁଦ୍ଧ ଜାହାଜ ଏବଂ ହେଲିକପ୍ଟର ମଧ୍ୟ ସାମିଲ ।0

ଶିଜି କୁହନ୍ତି ଯେତେବେଳେ ସେ ଖାଦ୍ୟ ଖାଆନ୍ତି, ପାଣି ପିଅନ୍ତି କିମ୍ବା କୌଣସି ଜିନିଷ ଉଠାନ୍ତି ସେତେବେଳେ ତାଙ୍କ ହାତ ଥରେ । ଏମିତିକି ବେଳେବେଳେ ଖାଦ୍ୟ ଖାଇବା ବେଳେ ତାଙ୍କ ମୁହଁରେ ପଡ଼ିଯାଏ ।

Advertisment

ଶିଜି କହନ୍ତି, ତାଙ୍କ ଭାଇ ମାନେ ତାଙ୍କୁ ଲଘୁ କଳାର ଶିକ୍ଷା ଦେଇଛନ୍ତି ।

Siji Art

ଏହି କଳାକୃତି ସବୁ ତିଆରି କରିବା ପାଇଁ ଶିଜି ଏକ ପ୍ୟାକିଂ ବାକ୍ସ, ଛୋଟ ପାଇପ୍, ଛୋଟ ଛୋଟ ବୋତଲ ଏବଂ ଏହାର କ୍ୟାପ୍ ବ୍ୟବହାର କରନ୍ତି।

Keral Siji
Advertisment
Advertisment