ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରମଣା ସଂସଦୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କେବଳ ଗୃହରେ ଚାଲିଥିବା ହଙ୍ଗାମା ସମ୍ପର୍କରେ କାରଣରୁ ଆଲୋଚନା କରିନାହାଁନ୍ତି, ବରଂ ବିଲ୍ ପାସ୍ ପ୍ରକ୍ରିୟା ଚାଲିଥିବା ସଂସଦୀୟ ବିତର୍କ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି
ନୂଆଦିଲ୍ଲୀ: ଦେଶର ଭୟଙ୍କର କରୋନା ସ୍ଥିତି ଉଣା ଅଧିକେ ସମସ୍ତ ନାଗରିକଙ୍କୁ ଚିନ୍ତାରେ ପକାଇଛି । କିଛି ଦିନ ତଳେ ପ୍ରତିଦିନ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେବା, ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା, ଅକ୍ସିଜେନ ପାଇଁ ଚାରିଆଡ଼େ ହାହାକାର, ଗଙ୍ଗା…