ପ୍ରକାଶମ, ଚିତ୍ତୋର, ନେଲୁର ଓ କଡପ୍ପା ଜିଲ୍ଲାରେ ଭୟଙ୍କର ବର୍ଷା ଯୋଗୁଁ ବିଷମ ପରିସ୍ଥିତି ଦେଖା ଦେଇଛି । ତିରୁପତି ସହରର ବିଭିନ୍ନ ତଳି ଅଞ୍ଚଳରେ ବର୍ତ୍ତମାନ ୮ରୁ ୯ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି ।
ଅମରାବତୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରବାବୁ କହିଛନ୍ତି, ବିଧାନସଭା ଗୃହରେ ତାଙ୍କ ପତ୍ନୀଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ।
ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅର୍ଥାତ୍ ଗୁରୁ ପରବ୍ ଅବସରରେ ମୋଦିଙ୍କ ଚମକାଇବା ଭଳି ଘୋଷଣା । ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ଷେ ବ୍ୟାପୀ ଚାଲିଥିବା ଅଶାନ୍ତିରେ ଅନ୍ତ ଘଟାଇବା ଲାଗି କେନ୍ଦ୍ର ପକ୍ଷରୁ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଛି ।
ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅର୍ଥାତ୍ ଗୁରୁ ପରବ୍ ଅବସରରେ ମୋଦିଙ୍କ ଚମକାଇବା ଭଳି ଘୋଷଣା । ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ଷେ ବ୍ୟାପୀ ଚାଲିଥିବା ଅଶାନ୍ତିରେ ଅନ୍ତ ଘଟାଇବା ଲାଗି କେନ୍ଦ୍ର ପକ୍ଷରୁ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଛି ।
ବର୍ଷେ ହେଲା ଆନ୍ଦୋଳନ କରୁଥିବା ଚାଷୀଙ୍କ ମୁହଁରେ ଫୁଟିଛି ହସ । ସମସ୍ତେ ସ୍ୱାଗତ କରିଛନ୍ତି ସରକାରଙ୍କ ନିଷ୍ପତ୍ତିକୁ । ଚାଷୀ କହିଛନ୍ତି, ବର୍ଷକର ତପସ୍ୟା ପୁରା ହେବାକୁ ଯାଉଛି । ଏବେ ସେମାନେ ନିଶ୍ଚିନ୍ତରେ ଘରକୁ ଫେରିପାରିବେ ।
ଆଜି ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ ହେଲା, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ସବୁଠୁ ଛୋଟ ଓ ଶକ୍ତିଶାଳୀ ହେଲିକପ୍ଟର । ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସେନାର୍ପିତ କରିଛନ୍ତି । ଏହାକୁ ଲାଇଟ୍ କମ୍ବାକ୍ଟ ହେଲିକପ୍ଟର କୁହାଯାଉଛି ।
ଜୋନପୁର ଅଞ୍ଚଳରେ ଆଜି ଏକ ଘଟଣା ଘଟିଛି । ଯାହା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖଳାଇ ଦେଇଛ । ସମସ୍ତଙ୍କ ମୁଁହରେ ସମାନ କଥା, କ’ଣ ଏମିତି ବି ହୋଇପାରେ ? ଟଙ୍କା କ’ଣ ଜୀବନଠୁ ମୂଲ୍ୟବାନ ? ଟଙ୍କା ନାହିଁ ବୋଲି କ’ଣ ଜୀବନ ହାରିଦେବା ?
ଫ୍ଲାୱାର ପାର୍କ ଭିତରେ ଫୁଲକୁ ତୋରାଣ ଆକୃତିରେ ସଜାଯାଇଛି । ପାର୍କ ଭିତରେ ବିଭିନ୍ନ ସ୍ଥାନରେ ଫୁଲ ଦ୍ୱାରା ହାତୀର ପ୍ରତିକୃତି ନିର୍ମାଣ କରାଯାଇଛି ।
ଆଇନ ପ୍ରତ୍ୟାହାର କରିବାକୁ ମୋଦି କହିବା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପକୁ ମିଠା ବାଣ୍ଟି ଏହାକୁ ସ୍ୱାଗତ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।
ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ସମୟରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ, ସମସ୍ତ ଫ୍ରଣ୍ଟଲାଇନ ସେବା ଗୁଡିକ ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରାଇବା ପାଇଁ ଏହାର ଆୟୋଜନ କରାଯାଇଥିଲା।
ଅଖିଳେଶ ଯାଦବଙ୍କୁ ଅଭିଶାପ ଦେଲେ ସୋନମ କିନ୍ନର । କହିଲେ, ମୁଁ ଶପଥ ନେଉଛି ସରକାରରେ ସବୁଦିନ ରହିବ ବିଜେପି, ହେଲେ ଅଖିଳେଶ ଯାଦବ ଆପଣ ଆଉ କେବେ ବି ନିର୍ବାଚନରେ ହେବେ ନାହିଁ ବିଜୟୀ
ଦୁବାଇ ଆକାଶରରେ କରିସ୍ମା ଦେଖାଇଲା ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ । ଦେଖନ୍ତୁ ଏହାର ସଂପୂର୍ଣ୍ଣ ଭିଡିଓ..
ଲଘୁଚାପ ପ୍ରଭାବରେ ଉପକୂଳ ଆନ୍ଧ୍ରରେ ଲାଗି ରହିଛି ବର୍ଷା ବିତ୍ପାତ । ପ୍ରବଳ ବର୍ଷାରୁ ମନ୍ଦିର ନଗରୀ ତିରୁପତିର ରାସ୍ତା ଉପରେ ୫ରୁ ୭ ଫୁଟ ଉଚ୍ଚର ପାଣି ଚାଲୁଛି। ପାଣି ସୁଅରେ ଭାସିଯାଇଛି ଅନେକ ଗାଡ଼ି ମୋଟର । ଦେଖନ୍ତୁ ଏହାର ଚିତ୍ର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର, ଏହାସହ ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦି
ଦେଶବାସୀଙ୍କୁ କ୍ଷମା ମାଗିଲେ, ୩ କୃଷି ଆଇନ ପ୍ରତ୍ୟାହାର କଲେ ମୋଦି
ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଛି। ବହୁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିବା ପରେ ସୁରକ୍ଷତି ସ୍ଥାନକୁ ଯିବାକୁ ସମୟ ପାଇନଥିଲେ ଲୋକେ।
୭୦ ବର୍ଷ ଧରି ଯମୁନା ପ୍ରଦୂଷିତ ହେବାରେ ଲାଗିଛି। ତେଣୁ ଦୁଇ ଦିନରେ ଏହା ସଫା ହୋଇପାରିବନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି।
ଦିନକୁ ଦନ ଦେଶରେ ଦୁର୍ଘଟଣା ସଂଖ୍ୟା ବଢୁଛି। ତେଣୁ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ବ୍ଲାକ୍ସ୍ପଟ୍ ଚିହ୍ନଟ କରିବା ସହ ଟ୍ରାଫିକ୍ କଟକଣାକୁ ଅଧିକ ସୁଦୃଢ କରୁଛନ୍ତି।
ପିଲାମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖି ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା POCSO ଆକ୍ଟ ଅଧୀନରେ ଆସୁଛି । କେବଳ ସ୍କିନ ଟୁ ସ୍କିନ୍ ଟଚ୍ ଅପରାଧ ନୁହେଁ । ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ସୁପ୍ରିମକୋର୍ଟ ଦେଲେ ଏହି ରାୟ ।
ମୁମ୍ବାଇ ପନ୍ତନଗର ନିକଟସ୍ଥ ଏକ ଡ୍ରେନରୁ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ବିଲେଇ ମିଆଁଉ ମିଆଁଉ ଶବ୍ଦ କରି ଦେଇଥିଲେ ସୂଚନା । ଉଦ୍ଧାର କରିଥିଲା ମୁମ୍ୱାଇ ପୋଲିସ୍ । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଲିସକୁ ପ୍ରଶଂସାର ସୁଅ ଛୁଟୁଛି ।
ପ୍ରକୃତରେ ଏହା ହେଉଛି ଏକ ଡିଜିଟାଲ୍ କରେନ୍ସି ବା ମୁଦ୍ରା। କିନ୍ତୁ ଏହାର କୌଣସି କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ । ଏହାର ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ।
ଅଡ଼ୁଆରେ ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ। କୋର୍ଟ ସପନାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି।
ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ୍ କରି ପୁଣି ଚର୍ଚ୍ଚାରେ କଙ୍ଗନା। ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଲେ, ଗାନ୍ଧୀ ଥିଲେ ଭୋକିଲା ଓ ଚତୁର
USFO ଯୋଜନାରେ ୬ ହଜାର ୪୬୬ କୋଟି ଟଙ୍କା ମଂଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପହଞ୍ଚ ଜିଲ୍ଲାଗୁଡ଼ିକରେ 4G ଇଣ୍ଟରନେଟ୍ ସେବା ପାଇଁ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା କରିବାକୁ ସୁପାରିଶ ହୋଇଥିଲା । କିନ୍ତୁ ଏଥିରେ ରାଜି ନୁହଁନ୍ତି କେନ୍ଦ୍ର ସରକାର ।