ଥାନାରେ ସୟୋନୀ ଘୋଷଙ୍କୁ ପଚରା ଉଚରା କରାଯାଉଥିଲା । ଅପରାହ୍ନରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଲୋକଙ୍କ ମଧ୍ୟରେ ଘୃଣା ଓ ହିଂସା ସୃଷ୍ଟି କରୁଥିବା ଅଭିଯୋଗ ରହିଛି ।
ଅଣାୟତ ପ୍ରଦୂଷଣ ବଢ଼ୁଥିବାରୁ ନିର୍ଦ୍ଦେଶ ଦେଲେ କେଜ୍ରିୱାଲ ସରକାର, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କ୍ଲାସ୍ ବନ୍ଦ
ଶକ୍ତିଶାଳୀ ହେବ ନୌସେନା । ଜାଣନ୍ତୁ କିପରି ...
ଏଣିକି ଯେକୌଣସି ବ୍ୟକ୍ତିଙ୍କର ଟିକାକରଣର ସ୍ଥିତି ବିଷୟରେ ଆପଣଙ୍କୁ ସୂଚନା ମିଳିପାରିବ। ଏନେଇ କୋ ଓ୍ୱିନ୍ ପୋର୍ଟାଲରେ ଏକ ନୂଆ ଫିଚର୍ସ ଯୋଡ଼ି ହୋଇଛି।
ପରୀକ୍ଷାରେ କପି କରିବା ପାଇଁ ନୂଆ ତରିକା । ଭିଡିଓରେ ଦେଖନ୍ତୁ କପିର ନୂଆ ତରିକା କଣ ରହିଛି
ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା । ବର୍ଷା ବିତ୍ପାତରେ ଏଯାଏଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ନିଖୋଜ ଅଛନ୍ତି ।
ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶ ଲାଗିଥିବା ମାସ୍କ ପିନ୍ଧି ପରୀକ୍ଷା ହଲ୍ରେ ପ୍ରବେଶ କରୁଥିବା ବେଳେ ଜଣେ ପରୀକ୍ଷାର୍ଥୀ ପୋଲିସ୍ ହାତରେ ଧରାପଡ଼ିଥିଲେ। ଯାଞ୍ଚ ବେଳେ ମାସ୍କରେ ଗୋଟିଏ ସିମ୍ କାର୍ଡ, ମାଇକ୍ ଓ ବ୍ୟାଟେରି ଲାଗିଥିବା ଜଣାପଡ଼ିଥିଲା।
ଆନ୍ଧ୍ର ପ୍ରଦେଶରେ ଥମୁନି ଭୟଙ୍କର ବର୍ଷା ବିତ୍ପାତ । ଲଗାଣ ବର୍ଷା ଜାରି ରହିଛି। ରାସ୍ତାଘାଟ, ଘରଦ୍ୱାର, ବ୍ରିଜ୍, ସବୁ ପାଣିରେ ବୁଡି ରହିଛି । ଜାଣନ୍ତୁ ଏହି ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାରେ କେତେଜଣ ପ୍ରାଣ ହରାଇଛନ୍ତି ।
ସେନା ଅଫିସର ହେଲେ ସହିଦଙ୍କ ପତ୍ନୀ। ୨୦୧୮ କାଶ୍ମୀର ସେନା ଅପରେସନରେ ସହିଦ ହୋଇଥିବା ଜଣେ ସେନା ଅଫିସରଙ୍କ ପତ୍ନୀ ସେନା ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ଦେଖନ୍ତୁ ଏ ଖବରର ସଂପୂର୍ଣ୍ଣ ଭିଡିଓ..।
ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନୂଆ ମନ୍ତ୍ରୀ ଶପଥ ନେବେ। ଗେହଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୫ ଜଣ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି।
ଆଜି ବଦଳିବ ରାଜସ୍ଥାନର ଗେହଲଟ୍ ସରକାରଙ୍କ ମନ୍ତ୍ରୀମଣ୍ଡଳ। ଆଜି ଅପରାହ୍ଣରେ ନୂଆ ମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ରହିଛି ।
ଗତ ଶୁକ୍ରବାର ୩ ଜଣ ମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। ପଦରୁ ଓହରି ଯାଇ ଦଳରେ ରହି କାମ କରିବାକୁ ଆଗ୍ରହ ଥିବା କଥା ଦର୍ଶାଇଥିଲେ ନିଜ ଇସ୍ତଫା ପତ୍ରରେ।
ପାଣି ସୂଅରେ ପତର ଭଳି ଭାସୁଛି ଗାଡ଼ିମୋଟର୍,ବୁଡ଼ି ଯାଉଛି ବଡ଼ ବଡ଼ ବସ୍ : ଧୋଇ ଯାଉଛି ରେଳଧାରଣା, ଚାରିଆଡ଼େ ପାଣି ଆଉ ପାଣି
ସ୍ତ୍ରୀକୁ ହତ୍ୟା କରିବା ପାଇଁ ୨ କଣ୍ଟ୍ରାକ୍ଟ କିଲର୍ଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲା ସ୍ୱାମୀ। ହତ୍ୟାକାରୀମାନେ ସମ୍ପୃକ୍ତ ମହିଳାଙ୍କୁ ୧୬-୧୭ ଥର ଛୁରୀ ଭୁସି ହତ୍ୟା କରିଥିବା ଜଣାପଡ଼ିଛି।
ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟର ବଡ ଶୁଣାଣି । ଏହି ମାମଲାର ଅଭିଯୁକ୍ତଙ୍କ ବିପକ୍ଷରେ ଥିବା ଅଭିଯୋଗକୁ ଖଣ୍ତନ କରିଛନ୍ତି ବମ୍ବେ ହାଇକୋର୍ଟ । ଅଭିଯୁକ୍ତ ଆର୍ୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସପ୍ ଚାଟ୍ରେ ମୁମ୍ବାଇ ଡ୍ରଗ୍ସ ମାମଲା ସହ ଜଡିତ କୌଣସି ବାର୍ତ୍ତାଳପ ହୋଇନାହିଁ ବୋଲି କୋର୍ଟରେ କୁହାଯାଇଛି ।
ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଚେକ୍ଅପ୍ କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଜଣାପଡ଼ିଲା ସେ ଜୀବିତ।
ଏମ୍ଏସ୍ପିକୁ ନେଇ ଆଇନ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯାଉ। ଫଳରେ ଚାଷୀ ଭାଇମାନେ ଆନ୍ଦୋଳନ ସମାପ୍ତ କରି ସମ୍ମାନ ପୂର୍ବକ ଭାବେ ଘରକୁ ଫେରିବେ ବୋଲି ବିଜେପି ସାଂସଦ ବରୁଣ ଗାନ୍ଧି କହିଛନ୍ତି।
ପ୍ରକୃତି ଯେମିତି ଦାଉ ସାଧୁଛି.. ଏ ଚିତ୍ର ହିଁ ବଖାଣୁଛି ଆନ୍ଧ୍ରର ସ୍ଥିତି.. ଲଗାତର ଲଘୁଚାପ ଜନିତ ବର୍ଷା ପାଇଁ ବେହାଲ ହେଲାଣି ପଡ଼ୋଶୀ ରାଜ୍ୟ..ଆଖି ଆଗରେ ସବୁ ଭାସିଯାଉଛି..ବୁଡ଼ିଯାଉଛି..୧୩ ଜିଲ୍ଲାରେ ସ୍ଥିତି ସଙ୍ଗୀନ.. ୧୦୦ରୁ ଅଧିକ ନିଖୋଜ୍ ଥିବା ବେଳେ ୧୭ ଜଣ ପ୍ରାଣ ହରେଇଲେଣି... ପଡ଼ୋଶୀ ଆନ୍ଧ୍ରର ଏଭଳି ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ..
ସାଧାରଣତଃ ଲୋକମାନେ ଏଭଳି ପାସ୍ଓ୍ୱାର୍ଡ ଦେଇଥାନ୍ତି, ଯାହାକୁ ସେମାନେ ନିଜେ ସହଜରେ ମନେ ରଖିପାରିବେ। ହେଲେ ଏଭଳି ଦୁର୍ବଳ ପାସ୍ୱାର୍ଡ ଯୋଗୁ ହ୍ୟାକର୍ସମାନେ ସହଜରେ ଏହାକୁ ହ୍ୟାକ୍ କରି ଦେଇଥାନ୍ତି।
ପର୍ଯ୍ୟଟନର ବିକାଶ ପାଇଁ ନିଆରା ପ୍ରୟାସ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ଉତ୍ତରପ୍ରଦେଶ ବାରାଣସୀରେ ଅନୁଷ୍ଠିତ ହୋଇଛି ୩ ଦିନିଆ ହଟ୍ ଏୟାର୍ ବେଲୁନ୍ ସୋ । ଦେବ ଦୀପାବଳି ପାଇଁ ୩ ଦିନ ଧରି ସକାଳୁ ଚାଲିଥିବା ହଟ୍ ଏୟାର୍ ବେଲୁନ୍ ଫେଷ୍ଟିଭାଲ୍ର ମନଲୋଭା ଦୃଶ୍ୟକୁ ବାରାଣସୀ ବାସୀ ଖୁବ୍ ଉପଭୋଗ କରିଛନ୍ତି ।
ଉପକୂଳ ଆନ୍ଧ୍ରପ୍ରଦେଶରେ ହୋଇଥିବା ବର୍ଷା ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ବିତ୍ପାତ ଯୋଗୁ ଏଯାଏଁ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ୧୦୦ରୁ ଅଧିକ ନିଖୋଜ ଅଛନ୍ତି।
କୃଷି ଆଇନ୍ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଜି କିଷାନ ବିଜୟ ଦିବସ ପାଳନ କରୁଛି କଂଗ୍ରେସ.. ଏଥିପାଇଁ ସବୁ ରାଜ୍ୟରେ କିଷାନ ବିଜୟ ରାଲି କିମ୍ବା କିଷାନ ବିଜୟ ସଭାର ଆୟୋଜନ କରିବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି..
ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା.. ଲଗାତର ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତ ଯୋଗୁଁ ଏଯାଏଁ ୩ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ନିଖୋଜ ଅଛନ୍ତି..
କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ସମୟରେ ଯେଉଁ ଚାଷୀଙ୍କ ବିୟୋଗ ହୋଇଛି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।
ବର୍ଷାଧିକ କାଳ ଧରି ଚାଲିଛି ବାଦ ବିବାଦ, ଆନ୍ଦୋଲନ ହଙ୍ଗାମା। ଉଚ୍ଛେଦ ହେଉ ୩ କୃଷି ଆଇନ୍। ଆଉ ଏହି ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର।