ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ ପାଇଁ ପୋଲିସ ଟିମକୁ ସେହି ସ୍ଥାନକୁ ପଠାଯାଇଥିଲା । ଆଉ ଏହି ସମୟେର ସେଠାରେ ଲୁଚି ରହିଥିବା ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ
ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ନିହତ ହୋଇଛନ୍ତି। ଏଥିରେ କମାଣ୍ଡିଂ ଅଫିସର, ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଅନ୍ୟ ୩ ଜଣ ସୈନିକ ନିହତ ହୋଇଛନ୍ତି। ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁରରେ ଆତଙ୍କବାଦୀମାନେ ହମ୍ଲା କରିଥିବା ସୂଚନା ମିଳିଛି।
ଜିଆଖତ ସମ୍ପର୍କୀତ ସମସ୍ତ ସୂଚନା ସଂଗ୍ରହ କରିବା ପରେ ୨୦୧୯ ରେ ବ୍ୟବସାୟ ଆରମ୍ଭ କରିଥିଲେ ପୂଜା । ପ୍ରଥମରୁ ସଫଳତା ମିଳିବା ପରେ ସାହସ ଆସିଲା । ଆଉ ବ୍ୟବସାୟକୁ ବଢ଼ାଇବାକୁ ଚିନ୍ତା କରିଥିଲେ ପୂଜା ।
ଯୁବତୀ ଓ ମହିଳାଙ୍କୁ ହଇରାଣ କଲେ ପାହାର ଖାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ଅଭିଯୋଗ ଆସିଲେ, ତା’ର ସମ୍ପୂର୍ଣ୍ଣ ସମାଧାନ କରି ଛାଡ଼ୁଛନ୍ତି ମହିଳା ପୋଲିସ୍ ଅଧିକାରୀ ।
୪ ବର୍ଷ ଧରି ଏପରି ମହତ୍ କାମ କରିଆସୁଛନ୍ତି ରିତୁ
ମହାମାରୀ କରୋନା ପରେ ଏବେ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି। ସ୍ଥିତି ଏଭଳି ହୋଇଛି ଯେ, ଲୋକଙକୁ ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି।
ଲଗାତାର ୯ ଦିନ ଧରି ଦିଲ୍ଲୀରେ ସଙ୍ଗୀନ ସ୍ଥିତିରେ ପ୍ରଦୂଷଣ I ବଢ଼ିବାରେ ଲାଗିଛି ଦିଲ୍ଲୀରେ ପ୍ରଦୂଷଣ I ସତର୍କ ବାଣୀ ଶୁଣାଇଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ I ୪୮ ଘଣ୍ଟା ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଆୟୋଜନ ହେବାକୁ ଥିବା ଏହି ବଡ଼ ଇଭେଣ୍ଟରେ ମଧ୍ୟପ୍ରଦେଶ ସରକାର ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି।
ବିଶ୍ୱର ବିତ୍ତଶାଳୀ ମହିଳାଙ୍କ କ୍ଲବରେ ଆଉ ଜଣେ ଭାରତୀୟ । କେଇ ଘଣ୍ଟା ଭିତରେ ୬ ଗୁଣ ବଢ଼ିଗଲା ମୋଟ ସଂପତ୍ତି । ବନିଗଲେ ଭାରତୀୟ ଶିଳ୍ପଜଗତର ଅନ୍ୟତମ ନାୟିକା
କିଛି ଘଣ୍ଟାରେ ୬ ଗୁଣା ବଢିଗଲା ‘ନାୟିକା’ର ମୋଟ ସଂପତ୍ତି । ରାତାରାତି ବିଲିୟନେୟଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଗଲେ ‘ନାୟିକା’ ବ୍ରାଣ୍ଡର ପ୍ରତିଷ୍ଠାତା ଫାଲ୍ଗୁନି ନାୟାର୍ । ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ନାୟିକା କମ୍ପାନୀର ମାଲିକ ଫାଲ୍ଗୁନି ।
ପ୍ରଦୂଷଣ ମାତ୍ରା ଶରୀରରେ ବ୍ୟାପକ କ୍ଷତି ପହଞ୍ଚାଉଥିବାରୁ ଏଦିଗରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୪୮ ଘଣ୍ଟା ଭିତରେ ଆଖିଦୃଶିଆ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛି ବୋର୍ଡ ।
ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଜୟ ଶ୍ରୀରାମ ନାରା ଲଗାଉଥିବା ସମସ୍ତ ବ୍ୟକ୍ତି ମୁନି ବା ସାଧୁ ନୁହନ୍ତି ବରଂ ରାକ୍ଷସ ରହିଥାନ୍ତି । ସେମାନଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି ।
ସେନା ପକ୍ଷରୁ ଅନେକ ମହିଳାଙ୍କୁ ସ୍ଥାୟୀ କମିଶନରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ କିଛି ଜଣଙ୍କୁ ଦିଆଯାଇନଥିଲା । ସୁପ୍ରିମକୋର୍ଟରେ ଏଭଳି ୭୧ ଜଣ ମହିଳା ପିଟିସନ ଦାଖଲ କରି କୋର୍ଟଙ୍କ ଆଦେଶକୁ ଅବମାନନା କରିଥିବା ଅଭିଯୋଗ ଆଣିଥିଲେ ।
ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ୍ ଟିକା ୭୭.୮% ଉପାଦେୟତା ରହିଛି। ଲାନ୍ସେଟ୍ ପକ୍ଷରୁ ରିପୋର୍ଟରେ ଏହା ପ୍ରକାଶ ପାଇଛି।
ଚାକିରି ପଛରେ ନଗୋଡ଼ାଇ ଆତ୍ମନିର୍ଭରଶୀଳର ନୂଆ ପନ୍ଥା ଆପଣାଇଲେ ଟୁକ୍ଟୁକି। କହିଲେ, ପେଟ ପୋଷିବାରେ ଲାଜ ନାହିଁ
କନ୍ନୁର-ବେଙ୍ଗାଲୁରୁ ଏକ୍ସପ୍ରେସ୍ ପାହାଡ଼ିଆ ରାସ୍ତା ଦେଇ ଯାତ୍ରା କରୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଖସିଲା ବଡ଼ ବଡ଼ ପଥର ଖଣ୍ଡ। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ଧରଣର ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ହଜାରରୁ ଅଧିକ ଯାତ୍ରୀ।
ମୁମ୍ବାଇର ମନଖର୍ଡ ଅଞ୍ଚଳରେ ଥିବା ମାଣ୍ଡଲା କବାଡ଼ିଖାନାରେ ଭୟାବହ ଅଘ୍ନିକାଣ୍ଡ। ନିଆଁ ଲାଗି ଅନେକ ଯନ୍ତ୍ରାଂଶ ଜଳିଯାଇଛି। ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡିଛି ।
ଅସ୍ୱାସ୍ଥ୍ୟକର ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପରିବେଶ। ବିଷ ବଳୟରେ କଲବଲ ହେଉଛନ୍ତି ଲୋକେ। ନଭେମ୍ବର ପହିଲାରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ହ୍ରାସ ଘଟୁଛି ବାୟୁର ଗୁଣବତ୍ତା। ଶରୀରକୁ ଯାଉଛି ବିଶାକ୍ତ ପବନ। ସ୍ଥିତିକୁ ଅଧିକ ବିଗାଡ଼ୁଛି ଗାଡ଼ି। ଉତ୍ତର ପ୍ରଦେଶ ଆଗ୍ରାର ସ୍ଥିତି ଅଧିକ ଜଟିଳ ରହିଛି।
ଭାସୁଛି ଚେନ୍ନାଇ, ଉବୁଟୁବୁ ତାମିଲନାଡ଼ୁ । ଆହୁରି ଲଗାତର ବର୍ଷା ଲାଗି ରହିଛି । ସପ୍ତାହେ ଧରି ଜାରି ରହିଥିବା ବର୍ଷାରେ ଏଯାଏଁ ୧୪ ଜଣଙ୍କ ଜୀବନ ଗଲାଣି । ଶତାଧିକ ଲୋକ ଏବେବି ଜଳବନ୍ଦୀ। ଦେଖନ୍ତୁ ଏବେକାର ଚେନ୍ନଆଇର ସ୍ଥିତି ।
ଦୀପାବଳି ଦିନଠାରୁ ବଢିବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ, ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା କାରଣରୁ ବଢୁଛି ରୋଗୀଙ୍କ ସଂଖ୍ୟା
ବର୍ଷା ପାଇଁ ୯ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି
ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରେ ଜଳ ପ୍ରଳୟ । ସପ୍ତାହେ ହେଲାଣି, ବର୍ଷା ଥମିବାର ନାଁ ନେଉନି । କେତେବେଳେ ଝିପି ଝିପି ବର୍ଷା ହେଉଛି, ତ ଆଉ କେତେବେଳେ ପ୍ରବଳ ଛେଚୁଚି । ଘର ଭିତରେ ପାଣି ଜମିରହିଥିବାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି ।
ଚେତାଶୂନ୍ୟ ହୋଇ ପଡିଥିବା ଲୋକକୁ ଉଠେଇ ହସପିଟାଲ ନେଲେ ଲେଡି ପୋଲିସ ଇନସପେକ୍ଟର ରାଜେଶ୍ୱରୀ। କାନ୍ଧରେ ପକେଇ ଅଟୋ ଡାକି ତାଙ୍କୁ ହସ୍ପିଟାଲ ପଠେଇଥିଲେ। ଚେନ୍ନାଇର ଛତ୍ରମ ପୋଲିସ ଷ୍ଟେସନ ନିକଟର ଏହି ଦୃଶ୍ୟ। ଚେନ୍ନାଇରେ ଲଗାଣ ବର୍ଷାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।
ରାଜେଶ୍ୱରୀଙ୍କ ଏଭଳି କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ରାଜେଶ୍ୱରୀଙ୍କ ମହତ କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରବଳ ପ୍ରଶଂସା କରାଯାଇଛି।
ଆଣ୍ଠୁଏ ଉଚ୍ଚର ପାଣି ସହ ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି । ଏକାଧିକ ହସ୍ପିଟାଲ୍ ଏବେ ଅଚଳ ହୋଇପଡ଼ିଛି । ହସ୍ପିଟାଲ ଭିତରେ ପାଣି ପଶିଯିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବି ବିପର୍ଯ୍ୟସ୍ତ ।