ସୋସିଆଲ ମିଡିଆରେ ହରିୟାଣାର ଡ୍ୟାନ୍ସ କ୍ୱିନ୍ ସପ୍ନା ଚୌଧୁରୀ ବହୁତ ସକ୍ରିୟ। ଅଭିନେତ୍ରୀ ସବୁବେଳେ ପ୍ରଶଂସକମାନଙ୍କୁ ତାଙ୍କ ଗୀତର ଅପଡେଟ୍ ଦିଅନ୍ତି। ନିକଟରେ ଅଭିନେତ୍ରୀ ତାଙ୍କର କିଛି ଗ୍ଲାମରସ୍ ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହା ଭାଇରାଲ ହେବାରେ ଲାଗିଛି।
ଅଡ଼ୁଆରେ ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ। କୋର୍ଟ ସପନାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି।
ହରିୟାଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧରୀ ନିକତରେ ନିଜ ଅପକମିଙ୍ଗ ପ୍ରୋଜେକ୍ଟ ବିଷୟରେ ପ୍ରଶଂସକମାନଙ୍କୁ କହିଛନ୍ତି। ସପନା ନିଜର ନୂଆ ମ୍ୟୁଜିକ୍ ଭିଡିଓର ମୋଶନ ପୋଷ୍ଟର୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି। ଏହି ପୋଷ୍ଟରକୁ ଦେଖି ଲାଗୁଛି ଯେ ଗୀତ ନିଶ୍ଚିତ ଭାବରେ ବହୁତ ଭାବବିହ୍ୱଳ ହୋଇଥିବ। ଫଟୋରେ ହରିୟାଣୀ କ୍ୱିନ୍ଙ୍କ ସାଧାରଣ ବେଶବୁଶା ଦେଖିବାକୁ ମିଳେ।