ଏମ୍ଏସ୍ପିକୁ ନେଇ ଆଇନ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯାଉ। ଫଳରେ ଚାଷୀ ଭାଇମାନେ ଆନ୍ଦୋଳନ ସମାପ୍ତ କରି ସମ୍ମାନ ପୂର୍ବକ ଭାବେ ଘରକୁ ଫେରିବେ ବୋଲି ବିଜେପି ସାଂସଦ ବରୁଣ ଗାନ୍ଧି କହିଛନ୍ତି।