• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mumbai Drugs Case

WhatsApp conversations
ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ କୋର୍ଟଙ୍କ ବଡ ଶୁଣାଣି: ହ୍ୱାଟ୍ସଆପ୍ ଚାଟ୍‌ରେ ଷଡଯନ୍ତ୍ରର କୌଣସି ଗନ୍ଧ ନାହିଁ

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟର ବଡ ଶୁଣାଣି । ଏହି ମାମଲାର ଅଭିଯୁକ୍ତଙ୍କ ବିପକ୍ଷରେ ଥିବା ଅଭିଯୋଗକୁ ଖଣ୍ତନ କରିଛନ୍ତି ବମ୍ବେ ହାଇକୋର୍ଟ । ଅଭିଯୁକ୍ତ ଆର୍ୟନ ଖାନ୍, ଅରବାଜ ମର୍ଚାଣ୍ଟ ଓ ମୁନମୁନ୍ ଧମେଚାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସପ୍ ଚାଟ୍‌ରେ ମୁମ୍ବାଇ ଡ୍ରଗ୍ସ ମାମଲା ସହ ଜଡିତ କୌଣସି ବାର୍ତ୍ତାଳପ ହୋଇନାହିଁ ବୋଲି କୋର୍ଟରେ କୁହାଯାଇଛି ।

Drugs Case | Bombay HC To Hear Aryan Khan\'s Bail Plea Today
ଆଜି ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି, ଜେଲରୁ ବାହାରିବେ କି ଆର୍ୟନ?

ଗତ ୩ ସପ୍ତାହରୁ ଜେଲରେ ଅଛନ୍ତି ଆର୍ୟନ ଖାନ । ଆଜି ବମ୍ବେ ହାଇକୋର୍ଟରେ ଜାମିନ୍ ଆବେଦନର ଶୁଣାଣି ହେବ । ତେବେ ଆର୍ୟନଙ୍କୁ ଆଜି ମିଳିବ କି ବେଲ୍

Mumbai Cruise Drug Bust Case | Aryan Khan To Remain In Jail Till Oct 20
କଏଦୀ ନମ୍ୱର ୯୫୬ ହେଲେ ଆର୍ୟନ ଖାନ୍‌

ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ୍‌ ଖାନ୍‌, ଦିନକୁ ଦିନ ଅଧିକ ଛନ୍ଦି ହୋଇଯାଉଛନ୍ତି । ସେ ଆହୁରି ୬ ଦିନ ପର୍ଯ୍ୟନ୍ତ ରହିବେ ଜେଲ୍‌ରେ ।

Mumbai Drugs Case
ଅଭିଯୋଗ ଭିତ୍ତିହୀନ, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: NCB

ଦିନକୁ ଦିନ ଅଧିକ ଜଟିଳ ହେଉଛି ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ମାମଲା । ଡ୍ରଗ୍ସ ମାମଲାକୁ ନେଇ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରି NCB ପୁରା ଦେଶରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଏବେ NCB ଓ ଏହାର ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ନଓ୍ୱାବ ମଲ୍ଲିକ । ଏନେଇ NCB ପକ୍ଷରୁ କଡା ଜବାବ ଦିଆଯାଇଛି ।