ଖୁବୀଶୀଘ୍ର ଭାରତୀୟ ନୌବାହିନୀରେ ସାମିଲ ହେବାକୁ ଯାଉଛନ୍ତି ଦେଶର ପ୍ରଥମ ବ୍ୟାଚ୍ ଅଗ୍ନିବୀର । ନୌସେନାରେ ୩ ହଜାର ଅଗ୍ନିବୀର ଯୋଗ ଦେଇ ଦେଶ ମାତୃକାର ସେବାର ସୁଯୋଗ ପାଇବେ ।
ଏଥିରେ ଟପ ସାଇଲେନ୍ସିଂ ଟେକନିକ୍, ନିମ୍ନ ବିକିରଣ ଶବ୍ଦସ୍ତର, ହାଇଡ୍ରୋ-ଡାଇନାମିକ୍ ଆକୃତି, ଗାଇଡେଡ୍ ଅସ୍ତ୍ର ବ୍ୟବହାର କରି ଶତ୍ରୁ ଉପରେ ଆକ୍ରମଣ କଲାଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।