• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heavy Rains Lash

Heavy Rains Lash Andhra Pradesh | Rescue Operation Underway
ଆନ୍ଧ୍ରର ଜଳ ପ୍ରଳୟ ନେଲା ୨୪ ଜୀବନ

ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ଆନ୍ଧ୍ରରେ ଅତି ପ୍ରବଳ ବର୍ଷା । ବର୍ଷା ବିତ୍ପାତରେ ଏଯାଏଁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ନିଖୋଜ ଅଛନ୍ତି ।

Heavy Rains Lash Andhra Pradesh | Rescue Operation Underway
ଆନ୍ଧ୍ର ବନ୍ୟାରେ ଗଲାଣି ଏତିକି ଜୀବନ ...

ଆନ୍ଧ୍ର ପ୍ରଦେଶରେ ଥମୁନି ଭୟଙ୍କର ବର୍ଷା ବିତ୍ପାତ । ଲଗାଣ ବର୍ଷା ଜାରି ରହିଛି। ରାସ୍ତାଘାଟ, ଘରଦ୍ୱାର, ବ୍ରିଜ୍, ସବୁ ପାଣିରେ ବୁଡି ରହିଛି । ଜାଣନ୍ତୁ ଏହି ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାରେ କେତେଜଣ ପ୍ରାଣ ହରାଇଛନ୍ତି ।

Heavy Rains Lash Three Districts In Andhra Pradesh
୮-୯ ଫୁଟ ଲେଖାଏ ପାଣି.. ସବୁ ବୁଡ଼ିଯାଉଛି..ଭାସିଯାଉଛି..

ପ୍ରକୃତି ଯେମିତି ଦାଉ ସାଧୁଛି.. ଏ ଚିତ୍ର ହିଁ ବଖାଣୁଛି ଆନ୍ଧ୍ରର ସ୍ଥିତି.. ଲଗାତର ଲଘୁଚାପ ଜନିତ ବର୍ଷା ପାଇଁ ବେହାଲ ହେଲାଣି ପଡ଼ୋଶୀ ରାଜ୍ୟ..ଆଖି ଆଗରେ ସବୁ ଭାସିଯାଉଛି..ବୁଡ଼ିଯାଉଛି..୧୩ ଜିଲ୍ଲାରେ ସ୍ଥିତି ସଙ୍ଗୀନ.. ୧୦୦ରୁ ଅଧିକ ନିଖୋଜ୍ ଥିବା ବେଳେ ୧୭ ଜଣ ପ୍ରାଣ ହରେଇଲେଣି... ପଡ଼ୋଶୀ ଆନ୍ଧ୍ରର ଏଭଳି ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ..

Heavy Rains Lash Tamil Nadu Again
ବର୍ଷାରୁ ମିଳୁନି ନିସ୍ତାର..କାଲିଠୁ ହେଉଛି ବାଦଲ ଫଟା ବର୍ଷା

କିଛି ଦିନର ବିରତ ପରେ ତାମିଲନାଡୁରେ ହୋଇଛି ବାଦଲ ଫଟା ବର୍ଷା । ରାଜ୍ୟର ଅନେକ ସ୍ଥାନରେ ଗତକାଲିଠାରୁ ବର୍ଷା ଲଗି ରହିଛି । ଫଳରେ ଜଳବନ୍ଦୀ ପରିସ୍ଥିତି ହୋଇଥିବା ଦେଖିବାକୁ ମିଳିଛି ।