ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ ।
ଶୀତୁଆ ରାତିରେ ମିଲର୍ସଙ୍କ ଦାଦାଗିରି । ମାଘମାସର ହାଡଭଙ୍ଗା ଶୀତରେ ଶୂନଶାନ ରାତିରେ ଚାଷୀଙ୍କ ଠାରୁ ସିଧାସଲଖ ମିଲ ଭିତରକୁ ଧାନ ଯାଉଥିବା ଭିଡିଓରେ ରେକର୍ଡ ହୋଇଛି । ଟ୍ରାକ୍ଟର ଯୋଗେ ଗୋଟିଏ ପରେ ଗୋଟିଏ ଗାଡି ଯାଉଛି । ଦିନବେଳା ମଣ୍ଡି ଚାଲିଥିବା ବେଲେ ରାତିରେ ଚୋରି କାରବାର ଚାଲିଛି ।
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଗାଇଡଲାଇନ ଜାରି କରିଛି ଦିଲ୍ଲୀ ପୁଲିସ୍। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଛି। ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କୁ ହିଁ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ…
ଦୁବାଇରେ ସାଧାରଣତଃ ରାତା-ରାତି ବଡ ବଡ ଅଟ୍ଟାଳିକା ମାନ ଠିଆ ହୋଇଯାଏ । କିନ୍ତୁ ଗୋଟେ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଦୀର୍ଘ ସମୟ ଧରି ଚାଲି ଆସୁଥିଲା । ଆଉ ଏହି ଅଟ୍ଟାଳିକାଟି ଦେଖିବାକୁ ବି ବଡ ବିଚିତ୍ର । ନା ଏହା ଲମ୍ବା, ନା ଚଉଡା । ନା ସିଧା ନା ବଙ୍କା । ଏହାର ଆକାର ଅଣ୍ଡାଭଳି । କିଛି କିଛି ତ ଏହାକୁ ଆଙ୍ଗୁଳି ଆକାରର ବି କହିଥାଆନ୍ତି । ତେବେ କଣ ଏହି ଅଟ୍ଟାଳିକା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଏକ ମ୍ୟୁଜିୟମ୍ । ତେବେ ଚାଲନ୍ତୁ ଜାଣିବା ଏହି ମ୍ୟୁଜିୟମ୍ ବିଷୟରେ…
ରୋଗ ପାଇଁ ଘର ଛାଡ଼ି ଚାଲି ଯାଇଛନ୍ତି ଯୁବକ । ରୋଗ ହୋଇ ଯାଇଥିବାରୁ ସେ ଘର ଛାଡ଼ି ଯାଉଥିବା ଏକ ଚିଠି ଛାଡ଼ି ଯାଇଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏଠାରେ ହିଁ ନେତାଜୀଙ୍କ ଏକ ପ୍ରତିମୂର୍ତ୍ତି ଖୁବ୍ ଶୀଘ୍ର ସ୍ଥାପିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…
ଜେନେରାଲ ସର୍ଜନ ଓ ବିଶେଷଜ୍ଞ (ଜେନେରାଲ ମେଡିସିନ୍) ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛି ଏନ୍ଟିପିସି ଲିମିଟେଡ୍। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଅନ୍ଲାଇନ୍ରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ…
ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ପ୍ରତିବାଦ କରାଯିବ । ୩ ଦିନ ପାଇଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ସରକାରୀ କର୍ମଚାରୀ ।
ଚାଷୀଙ୍କ ମୁହଁରେ ଫୁଟିଲା ହସ। ପନିପରିବା, ଫୁଲ ଓ ଫଳର ସୁରକ୍ଷାକୁ ନେଇ ଚାଷୀ ପୂରା ବିନଦାସ୍। ଚାଷୀଟିଏ ତା ଜିନିଷକୁ ଶୀତଳ ଭଣ୍ଡାରରେ ମାସେ ରଖୁ କି ୧୫ ଦିନ। ତାକୁ କିଲୋ ପିଛା ଏକ ଟଙ୍କା ହିଁ ଦେବାକୁ ପଡ଼ିଛି। ଜାଣନ୍ତୁ କେଉଁଠି କେମିତି ମିଳୁଛି ଏ ସୁବିଧା...
ସବୁଦିନେ ମସଲା ଖାଉଛନ୍ତି। ପାଟିକୁ ସ୍ପାଇସରୁ ମୁକ୍ତି ଦେବା ପାଇଁ କିଛି ମିଠା ହୋଇଯାଉ। ଏଥି ପାଇଁ ଆଜି ଘରେ ହିଁ ତିଆରି କରନ୍ତୁ କଦଳୀରେ ତିଆରି ଗୋଲାପ୍ ଜାମୁନ୍। ପରିବାର ସହ ମିଶି ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆଇବାକୁ ଦିଅନ୍ତୁ..
ବିଧାୟକ ହେବାର ୨ ବର୍ଷ ପରେ ଦେଖା ମିଳିଲା। ତାତିଲେ ଲୋକେ। ଦଶପଲ୍ଲା ବିଧାୟକଙ୍କୁ ଉପରେ ଖୁବ ବର୍ଷିଲେ। ସାରି ଦେଲେ ସବୁ ଦିନର ରାଗ। ଆଉ କହିଲେ ଏମିତି କଥା ଯାହାକୁ ଆପଣ ଶୁଣିବା ଜରୁରୀ...
ଗାଁଠୁ ପଡା ସବୁଠି ପଞ୍ଚାୟତ ନିର୍ବାଚନ। କାହାକୁ ଦେବା ଭୋଟ। କେଉଁଠି ଉଡୁଛି ନୋଟ୍। କେଉଁଠି ହେଉଛି ଭୋଜି। କେଉଁଠି ବଣ୍ଟା ଯାଉଛି ମାଲ୍। ଏସବୁ ଦେଖି ପାଇଁ ଗାଁ ଗାଁ ବୁଲୁଛନ୍ତି ସର୍କସର ନନା...
ହଠାତ ପହଂଚିଗଲେ ତହସିଲଦାର ଓ ପୋଲିସ। କହିଲେ ଗୋଦାମ ଖୋଲ। ଆଉ ନିଜ ଆଖିଲେ ଯାହା ଦେଖିଲେ, ତାହାକୁ ଦେଖି ହୋଇଗଲେ ତାଜୁବ୍। ବସ୍ତାଏ ନୁହେଁ, ଗୋଦାମରେ ରହିଥିଲା ପିଲାଙ୍କ ଖାଇବା ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ.
ନିର୍ମାଣଧୀନ ବେସରକାରୀ କୋଠାରୁ ୫୬୪ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଜବତ ହୋଇଛି। ପ୍ରଶାସନ ପକ୍ଷରୁ ଏହି କୋଠାକୁ ସିଜ୍ କରାଯାଇଛି।
ବିବାହ ହେଉଛି ଦୁଇଟି ହୃଦୟର ମିଳନ। ହେଲେ ଆମେ ଆଜି ଆପଣଙ୍କୁ ଯେଉଁ ବିବାହ ଦେଖାଇଛୁ ତାହା ଅନ୍ୟ ବିବାହ ଠାରୁ ପୁରା ଅଲଗା। ଏହି ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା।
ନିର୍ବାଚନ ଆସିଲେ ଏମିତିକି ତରିକା ଦେଖିବାକୁ ମିଳେ। କର୍ମୀଙ୍କୁ ହାତ ଛଡା କରିବାକୁ ଚାହାଁନ୍ତିନି ନେତା। କାଳେ ଭୟ, ଛାଡି ପଲେଇବେ ସେଥି ପାଇଁ କେମିତି ମହାପ୍ରସାଦ ଛୁଆଁ ପର୍ବ ଚାଲିଛି ଆସନ୍ତୁ ଦେଖିବା...
ସୋସିଆଲ୍ ମିଡିଆରେ କରୁଛି ଟ୍ରେଣ୍ଡ। ହସପିଟାଲଠୁ ରୋଗୀ ସବୁଠି ଡୋଲୋ-୬୫୦ର ଚାହିଦା। କରୋନା ମହାମାରୀ ସମୟରେ ଡୋଲୋ-୬୫୦ ଦେଶର ସମସ୍ତ ଔଷଧ କଂପାନୀର ବିକ୍ରିକୁ ପଛରେ ପକାଇ ରେକର୍ଡ କରିଛି। ଆଉ ରାତାରାତି ଏ ମାଲିକ ହୋଇଗଲେ କୋଟିପତି। ଜାଣନ୍ତୁ ଡୋଲୋ-୬୫୦ ମେଡିସିନର ମାଲିକ କିଏ...
ଗାଁରେ ଭାଲୁ ଆତଙ୍କ । ନବରଙ୍ଗପୁର ଉମରକୋଟ ବ୍ଲକ୍ ଅନ୍ତର୍ଗତ UV-୧୧ ନାଏକଗୁଡ଼ା ଗାଁରେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା । ଲୋକଙ୍କ ଗହଳି ଦେଖି ଭାଲୁଟି ଭୟରେ ନିକଟରେ ଥିବା ଏକ ନିମ୍ବ ଗଛ ଉପରେ ଚଢ଼ି ଯାଇଛି । ଗଛ ଉପରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇଛନ୍ତି ।
ଗାଁରେ ଭାଲୁ ଆତଙ୍କ । ଗଛ ଉପରେ ଭାଲୁକୁ ଦେଖି ଲୋକମାନେ ଆତଙ୍କିତ ହୋଇଛନ୍ତି । ଘଟଣାସ୍ଥଳରେ ନବିଭାଗର ଏକ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଆପଣ ହ୍ୱାଟସଆପ ଗ୍ରୁପର ଆଡମିନ କି। ଯଦି ହଁ, ତାହେଲେ ଜାଣିବା ଦରକାର ଏସବୁ ନିୟମ। ନଚେତ କୌଣସି ମୁହୁର୍ତ୍ତରେ ଆପଣ ଅସୁବିଧାରେ ପଡି ପାରନ୍ତି। ଆଉ ଏସବୁ କାମ କରିବା ଆଗରୁ ଏହା ଉପରେ ବିଶେଷ ଭାବରେ ଧ୍ୟାନ ରଖନ୍ତୁ।
କ୍ଷମା ମାଗିଲା ନେସ୍ଲେ ଇଣ୍ଡିଆ। ଶେଷରେ କିଟ୍କାଟ୍ ଚକଲେଟକୁ ବଜାରରୁ ଫେରାଇ ନେଲା ସ୍ୱିସ୍ କମ୍ପାନୀ ନେସଲେ ଇଣ୍ଡିଆ। ସାରା ଭାରତରେ ବିରୋଧ ପରେ ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ପ୍ରମୁଖ ଖାଦ୍ୟ ଉତ୍ପାଦନକାରୀ କଂପାନୀ ନେସ୍ଲେ ଇଣ୍ଡିଆ।
କମ୍ ବୟସରେ କମାଲ୍ କଲେ ଯୁକ୍ତ ୩ ବାଣିଜ୍ୟ ଛାତ୍ର । କଟକ ପ୍ରତାପ ନଗରୀ ଅଞ୍ଚଳର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ସୁଶାନ୍ତ ରାଉତ ନିଜ ହାତରେ ତିଆରି କରିଛନ୍ତି ଏକ ସ୍ପୋର୍ଟସ୍ କାର । ଯାହାକୁ ନେଇ ଏବେ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି ।
ଥମୁନି ହାତୀଙ୍କ ଉପଦ୍ରବ । ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋପାଳପୁର ଗାଁର ଫକୀର ନାୟକ ବୋଲି ସୂଚନା ମିଳିଛି ।
ହ୍ୱାଟସଆପ୍ ଗ୍ରୁପ ଆଡମିନ୍ ଏସବୁ କଥା ନିହାତି ଜାଣିବା କଥା। ନଚେତ୍ କୌଣସି ସମୟରେ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ। ଏସବୁ ଭୁଲ୍ ଯଦି କରୁଥାନ୍ତି, ତେବେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ। ନଚେତ୍..
ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକ କରୋନା କାଳରେ ସମୟର ସଦୁପୋଯୋଗ କରି ବିଦ୍ୟାଳୟର ପରିବେଶକୁ ଅତି ସୁନ୍ଦର କରି ଗଢି ତୋଳିବା ସହିତ ଅଚଂଳ ପାଇଁ ଉଦାହରଣ ପାଳଟିଯାଇଛନ୍ତି । ଏହି ସୈାର୍ନ୍ଦଯ୍ୟଭରା ପରିବେଶକୁ ଦେଖି ଏଇ ରାସ୍ତାଦେଇ ଯାଉଥିବା ପଥିକ ମଧ୍ୟ ଘଡିଏ ଅଟକି ଯାଉଛି ଏବଂ ବାଧ୍ୟ ହେଉଛି ଫୁଳଗଛ ଓ ଏବଂ ବିଦ୍ୟାଳୟ ସହିତ ଗୋଟିଏ ଫଟୋ ଉଠାଇବା ପାଇଁ