ଜେନେରାଲ ସର୍ଜନ ଓ ବିଶେଷଜ୍ଞ (ଜେନେରାଲ ମେଡିସିନ୍) ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛି ଏନ୍ଟିପିସି ଲିମିଟେଡ୍। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଅନ୍ଲାଇନ୍ରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇସାରିଥିବା ବେଳେ…
ବ୍ରହ୍ମପୁର: ତେଲେଙ୍ଗାନା ପୁଲିସକୁ ଗଞ୍ଜାମରେ ଆକ୍ରମଣ ହୋଇଛି। ପାଟପୁର ଥାନା ଡେଙ୍ଗାଡ଼ି ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୋଲିସ ଟିମ୍କୁ ଗାଁ ଲୋକ ପିଲା ଚୋର ଗ୍ୟାଙ୍ଗ୍ ଭାବି ଆକ୍ରମଣ କରିଥିଲେ। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ବେଳେ ଏହି ଆକ୍ରମଣ ହୋଇଥିଲା । ତେଲଙ୍ଗାନାର ୧୦ ଜଣିଆ ପୁଲିସ ଟିମ୍ ଦୁଇଟି ଗାଡ଼ିରେ ଡେଙ୍ଗାଡ଼ି ଗାଁକୁ ଆସିଥିଲେ। ଅଭିଯୁକ୍ତ ଜଣକ ହାଇଦ୍ରାବାଦରେ ସୁନା ଦୋକାନରେ କାମ କରୁଥିବା […]
ଫୁଲବାଣୀ: କନ୍ଧମାଳର ଦାରିଙ୍ଗବାଡ଼ିରେ ଜଣେ ନାବାଳକର ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ୍। କଟାବାଡ଼ି ଗାଁ ଜଙ୍ଗଲର ଏକ ପଥର ଖୋଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳକ ହେଲା ରିତେଶ ପ୍ରଧାନ, ତାଙ୍କ ବୟସ ୮ ବର୍ଷ ହେବ। ସେ ଗତ ୫ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପୂର୍ବ ଶତ୍ରୁତାରୁ ନାବାଳକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ କଟାବାଡ଼ି ଗାଁର ୨ ଯୁବକଙ୍କୁ […]