ସ୍ୱାମୀ ସମିତିସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ସରପଂଚ ପ୍ରାର୍ଥୀ ହୋଇଛନ୍ତି ନିଜ ସ୍ତ୍ରୀ।
ବିଧାୟକ ହେବାର ୨ ବର୍ଷ ପରେ ଦେଖା ମିଳିଲା। ତାତିଲେ ଲୋକେ। ଦଶପଲ୍ଲା ବିଧାୟକଙ୍କୁ ଉପରେ ଖୁବ ବର୍ଷିଲେ। ସାରି ଦେଲେ ସବୁ ଦିନର ରାଗ। ଆଉ କହିଲେ ଏମିତି କଥା ଯାହାକୁ ଆପଣ ଶୁଣିବା ଜରୁରୀ...
କହି କହି କେହି ଶୁଣିଲେ ନାହିଁ, ଏବେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଲେ ଗାଁ ଲୋକେ
ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ହେବ