ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ । ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ।
ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି ।
ଇରାନରେ ଖରାଦିନେ ଭୀଷଣ ଗରମ ଅନୁଭୂତ ହୁଏ । କାରଣ ତାହା ମରୁଭୂମି ଅଂଚଳ । ତେଣୁ ସେଠାରେ ଏସିର ଆବଶ୍ୟକତା ତ ନିହାତି ପଡୁଥାଏ । ତେବେ ଇରାନରେ ଘର ଥଣ୍ଡା ରଖିବାର ହଜାର ହଜାର ବର୍ଷ ପୁରୁଣା ଟେକନିକର ବ୍ୟବହାର କରାଯାଏ । ୟଜଦ୍ ସହରର ଏଭଳି ପ୍ରାକୃତିକ ଏସି ଦେଖିବାକୁ ମିଳେ । ହେଲେ ‘ପ୍ରାକୃତିକ ଏସି’ ପୁଣି କିଭଳି ହୋଇଥିବ । ଏହା କିଭଳି କାମ କରୁଥିବ । ତେବେ ଚାଲନ୍ତୁ ଜାଣିବା ଇରାନର ‘ପ୍ରାକୃତିକ ଏସି’ ବିଷୟରେ ।
ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା। ବନକନ୍ୟା ସାଜିଛନ୍ତି ବର ଗଛ ଓ ଓସ୍ତ ଗଛ
କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତ ପ୍ରଶାସନିକ ସେବା ନିୟମ ସଂଶୋଧନ ଉପରେ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି। ବିଭିନ୍ନ ରାଜ୍ୟ ଏହାକୁ ବିରୋଧ କରିବା ପରେ ଓଡ଼ିଶା ସରକାର ମଧ୍ୟ ଏହି ପ୍ରସ୍ତାବରେ ସହମତି ହୋଇ ନାହାନ୍ତି।
ପୋଲିସ୍ ସମସ୍ତ ଗାଡ଼ିକୁ ଅଟକାଇ ଚେକିଂ କରୁଥିଲା। ହେଲେ ଲୋକମାନେ ପୋଲିସ ଗାଡିକୁ ଚେକିଂ କଲେ। ଫଳ ହେଲା ଓଲଟା। ଶେଷରେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୋଲିସ।
ସାଂସଦ ଜୁଏଲ୍ ଓରାମଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ। ଖାଲି ଅଭିଯୋଗ ନୁହେଁ। ଯୁବତୀ ଜଣକ ଫୋନ୍ କରି ସିଧା ଶୁଣାଇ ଦେଲେ ମାଡାମ୍ ଜୁଏଲ୍ ବାବୁଙ୍କୁ କହିଦେବେ ଆଜି ତାଙ୍କ ଅଭିସ୍ ଝଡ଼ିଲା।
କୋଭିଡର ଅତି ସଂକ୍ରମଣ ପ୍ରଜାତି ହେଉଛି ଓମିକ୍ରନ୍। ଡେଲଟା ଭାଇରସ୍ ତୁଳନାରେ ଏହା ପାଞ୍ଚ ଗୁଣା ଅଧିକ ସଂକ୍ରମଣ ହେଉଛି। ତେବେ କେମିତି ରହିବେ ସୁରକ୍ଷିତ? ଶୁଣନ୍ତୁ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ସି.ବି.କେ ମହାନ୍ତିଙ୍କ ମୁହଁରୁ...
ଏ ଏମିତିକା ବେଳ, ସ୍ଥାନ କାଳ ପାତ୍ର କିଛି ମାନୁ ନାହାଁନ୍ତି ପ୍ରାର୍ଥୀ। ଘର ତ ଘର, ବିଲରେ ପୋଷ୍ଟର ମାରୁଛନ୍ତି ଏମାନେ। ଯାହାକୁ ନେଇ ଏଠି ତୁମ୍ଭି ତୋଫାନ...
ଆଜି ମଙ୍ଗଳବାର। କାଲି ହେବ ବୁଧବାର। ଏହି ଆମିଷ ବାରକୁ ହାତ ଛଡା କରନ୍ତୁ ନାହିଁ। ଚିକେନ୍ ଆଣି ତିଆରି କରନ୍ତୁ ଚିକେନ୍ ବେସର। ରୁଟି ହେଉ କି ଭାତ ସବୁଥିବେ ଖାଇ ପାରିବେ ଏହି ସ୍ପେଶାଲ୍ ଆଇଟମ୍...
ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଗାଁ ଗହଳି। ପୋଷ୍ଟର ଓ ବ୍ୟାନର୍ ପାଇଁ ଯେତିକି ଗହଳି ଗୀତ ପାଇଁ ଷ୍ଟୁଡିଓରେ ଜବରଦସ୍ତ ଭିଡ଼। କବିମାନେ ବି ଚୁପ୍ ନ ବସି ଗାଉଛନ୍ତି ଏମିତି ଗୀତ...
ସତରେ ନିର୍ବାଚନ ଗୋଟିଏ ନିଶାରେ ନାରଣ। ଯଦି ନେତା ଦଳୀୟ ଟିକେଟ୍ ପାଇଲା, ତା ହେଲେ ମନ କୁଣ୍ଢେ ମୋଟ। ଯଦି ଟିକେଟ୍ ନ ମିଳେ, ତାହେଲେ ଏମିତି ଦେଖିବାକୁ ହେବରେ...
ବନ୍ଧୁକ ମୁନରେ ଡରାଇ ଧମକାଇ ଜମି ହଡ଼ପ କରିନେଉଥିଲା। ସେ ଆସିଲେ ଭୟରେ ଲୋକଙ୍କ ପାଟି ଫିଟୁ ନଥିଲା। ଲେଡି ଡନଙ୍କ ବେଶ ଯେମିତି ଠାଣି ସେମିତି। ହେଲେ ଶେଷରେ ଲେଡି ଡନ୍ ପିଙ୍କି ପ୍ରଧାନଙ୍କର ଖେଳ ଖତମ୍ ହୋଇଯାଇଛି। ତାଙ୍କ ଠିକଣା ଏବେ ଚୌଦ୍ୱାର ଜେଲ୍। ଦେଖନ୍ତୁ ଏହି ଭିଡିଓ।
ତୁମେ ମତେ ଭୁଲ୍ ବୁଝିବନି। ମୁଁ ଯଦି ଜାଣି ଥାଆନ୍ତି ମତେ ଏତେ ବଡ଼ ରୋଗ ହୋଇଛି, ତାହାଲେ କେବେ ବି ତୁମ ହାତ ଧରି ନ ଥାଆନ୍ତି। ମତେ କ୍ଷମା କରିଦେବ ଏଲି... ମୁଁ ସବୁଦିନ ପାଇଁ ଘର ଛାଡ଼ି ଯାଉଛି... ମତେ ପ୍ଲିଜ୍ ଭୁଲ୍ ବୁଝିବନି...
୫୭ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ଭସେଇ ନେଲା ସୁନାମୀ। ଏଭଳି ପରିସ୍ଥିତିରେ ବି ସେ ସାହସ ହରାଇ ନଥିଲେ। ସେ ଦୀର୍ଘ ୨୭ ଘଣ୍ଟା ଧରି ଲଗାତାର ପାଣିରେ ପହଁରୀ ନିଜ ଜୀବନ ରକ୍ଷା କରିଥିଲେ।
ଘାଟି ରାସ୍ତାରେ କାର୍ ବୁଲେଇବାକୁ ନେଇ ନିଜ ଜୀବନକୁ ପାଣି ଛଡେଇ ଦେଇଛନ୍ତି ଜଣେ ଡ୍ରାଇଭର। ଭାଇରାଲ ହେଉଥିବା ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।
ରୋଗୀ ପାଇଁ ଡାକ୍ତର ଓ ନର୍ସଙ୍କ ଭୂମିକା ଅତୁଳନୀୟ ହୋଇଥାଏ। ବେଳେବେଳେ ନର୍ସଙ୍କ କାମ ରୋଗୀକୁ ଆନନ୍ଦ କରେ। ଜଣେ ନର୍ସ ଏମିତି କିଛି କରିଛନ୍ତି ଯେ ଯେଉଁଥି ପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।
୧୧ଟି କାର୍ଟୁନ ବା ପେଟି ଦଶପଲ୍ଲା ଆଗକୁ ବାଣୀଗୋଛା ଘାଟି ଉପରେ ପଡିଥିଲା।
ଆରଟିଆଇ ତଥ୍ୟରୁ ଏହା ଜଣାପଡ଼ିବା ପରେ, କଲେଜରେ ଛାତ୍ର ଅଶାନ୍ତି ତୀବ୍ର ହୋଇଥିଲା
ନବରଙ୍ଗପୁରର ୧୫ ବର୍ଷର ଛାତ୍ରୀ କୁମାରୀ ବନିତା ଦାସଙ୍କୁ ଏହି ପୁରସ୍କାର ମିଳିବ । ଗୋଟିଏ କ୍ଷୁଦ୍ର ଗ୍ରହର ସନ୍ଧାନ କରିଥିବାରୁ ବନିତାଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମହାକାଶ ଗବେଷଣାରେ ସେ ଏହି ସଫଳତା ହାସଲ କରିଛନ୍ତି ।
ସାଧାରଣ ଜୀବନ ବିତାଇବ ଜଗା । ଏଥିପାଇଁ ଘର ଲୋକ ଜଗାକୁ ବେଳେବେଳେ ମେଡିକାଲ ବାହାର ଦୁନିଆ ଦେଖାଇବାକୁ ପ୍ରୟାସ କରୁଛନ୍ତି ।
ଗାଡି ଉଦଳାରେ, ହେଲେ ଚାଲାଣ କଟିଲା ମାଲକାନଗିରିରେ। ଗତକାଲି ବ୍ୟକ୍ତି ଜଣକ ଘରେ ଥିବା ବେଳେ ତାଙ୍କ ଗାଡ଼ି ନମ୍ବରରେ ୫୦୦ ଟଙ୍କାର ଚାଲାଣ କଟାଯାଇଥିବା SMS ଆସିଥିଲା। ଯାହା ଦେଖିବା ପରେ ସେ ତାଜୁବ୍ ହୋଇଯାଇଥିଲେ।
ହାଟୁଆରି ଗ୍ରାମବାସୀଙ୍କ ମୁଖ୍ୟ ବେଉସା ଚାଷ l ଚାଷ କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ ପନିପରିବା ଚାଷ କରି ବଜାରକୁ ଯୋଗାଉଥିଲେ l କିନ୍ତୁ ଏବେ ଚାଷୀମାନଙ୍କ ପାଇଁ କାଳ ସାଜିଛି ହାଟୁଆରି ଠାରେ ନିର୍ମାଣ ହେଉଥିବା ରଙ୍ଗମାଟିଆ ରେଲୱେ ଷ୍ଟେସନ l ଚଳିତ ବର୍ଷ ରେଲୱେ ଟ୍ରାକ ବିଛା ହୋଇ ନଥିଲା ବେଳେ କୌଣସିମତେ ଚାଷୀ ମାନେ ଚାଷ କାର୍ଯ୍ୟ ସମ୍ପୂର୍ଣ କରିଥିଲେ
ହାଡଭଙ୍ଗା ଶୀତରେ ଶୂନଶାନ ରାତିରେ ଚାଷୀଙ୍କ ଠାରୁ ସିଧାସଲଖ ମିଲ ଭିତରକୁ ଧାନ ଯାଉଥିବା ଭିଡିଓରେ ରେକର୍ଡ ହୋଇଛି । ଟ୍ରାକ୍ଟର ଯୋଗେ ଗୋଟିଏ ପରେ ଗୋଟିଏ ଗାଡି ଯାଉଛି । ଦିନବେଳା ମଣ୍ଡି ଚାଲିଥିବା ବେଲେ ରାତିରେ ଚୋରି କାରବାର ଚାଲିଛି ।
ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ ।