ବରଗଛ କୌଣସି ଏକ ଔଷଧଠାରୁ କମ୍ ନୁହେଁ। ଏହା ଆମ ଶରୀର ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏଥିରେ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହାକୁ ବ୍ୟବହାର କରି ଶରୀରର ଅନେକ ରୋଗରୁ ମୁକ୍ତି ମିଳିପାରିବ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆନାଲେଜିକ୍ ଫାଇବର, ପ୍ରୋଟିନ୍, କ୍ୟାଲୋରୀ, ଭିଟାମିନ୍, ଓମେଗା 3-6 ଏବଂ କ୍ୟାଲସିୟମ୍ ଏବଂ ଫସଫରସ୍ ଭଳି ପୋଷକ ତତ୍ତ୍ୱ ରହିଥାଏ ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ।
ଶହଶହ ବର୍ଷର ପୁରୁଣା ଗଛ । ୧୯୭୧ ହେଉ କି ୯୯ ହେଉ..ସବୁବେଳେ ଲୋକଙ୍କର ବଞ୍ଚାଉଛି ଜୀବନ । ଗଛକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟଲୋକଙ୍କର ଦାବି
ବିବାହ ହେଉଛି ଦୁଇଟି ହୃଦୟର ମିଳନ। ହେଲେ ଆମେ ଆଜି ଆପଣଙ୍କୁ ଯେଉଁ ବିବାହ ଦେଖାଇଛୁ ତାହା ଅନ୍ୟ ବିବାହ ଠାରୁ ପୁରା ଅଲଗା। ଏହି ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା।