ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ପାରିତୋଷିକ ହ୍ରାସ କରିଛନ୍ତି ହାଇକୋର୍ଟ
୫ ଜଣ କମ ବର୍ଷର ଯୁବତୀ ପ୍ରମାଣ କରିଦେଇଛନ୍ତି ଯେ ସ୍ୱପ୍ନକୁ ସାକାର କରିବା ପାଇଁ ବୟସ ଏକ ପ୍ରତିବନ୍ଧକ ନୁହେଁ। ଏନେଇ ଦୃଢ ଇଛା ଶକ୍ତି ରହିବା ଦରକାର। ତେବେ ଆସନ୍ତୁ ଜାଣିବା ଦେଶର ଏହି ପାଞ୍ଚଜଣ କନିଷ୍ଠ ମହିଳା IAS ଅଧିକାରୀଙ୍କ ବିଷୟରେ।
ଜୀବନରେ ଥରେ ହିଁ ୨୨/୨/୨୨ ପଡିଥାଏ । ବର୍ଷର ସବୁ ତାରିଖରୁ ଏହି ତାରିଖ ଟିକେ ସ୍ୱତନ୍ତ୍ର ଓ ଭିନ୍ନ ଅଟେ । କାରଣ ଏହାକୁ ଆରମ୍ଭରୁ ଓ ଶେଷ ଆଡୁ ପଢିଲେ ସମାନ ସଂଖ୍ୟା ରହିଥାଏ ।
୭୦ ବର୍ଷ ପୂର୍ବେ ପ୍ରଥମ ବିବାହ ହୋଇଥିଲା। ୬ ପୁଅ, ତିନି ଝିଅ ହୋଇଥିଲେ। ସେମାନେ ସମସ୍ତେ ବିବାହ ହୋଇ ପିଲାଛୁଆ କରି ସାରିଲେଣି। ବୃଦ୍ଧ କାଳେ ନାତିନାତୁଣୀମାନଙ୍କୁ ଦେଖିବା ପରେ ପୁଣି ବାଜିଲା ସାହାନାଇ। ଆଉ ପଡିଲା ହାତ ଗଣ୍ଠି...
ସୋସିଆଲ୍ ମିଡିଆରେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି। ଜଣେ ବ୍ୟକ୍ତି ମଡେଲଙ୍କ ଦାନ୍ତର ପ୍ରେମରେ ପଡିଯାଇଥିଲେ। ସେ ତାଙ୍କ ଦାନ୍ତ କିଣିବାକୁ ଚାହୁଁଥିଲେ। ଏନେଇ ସେ ୧୫ ଲକ୍ଷ ଟଙ୍କା ଦେବାକୁ ରାଜି।
ତୁ ସ୍କୁଲ୍ ନ ଯାଇ ବୁଲାବୁଲି କର। ରାତିରେ ବୁଲି ବୁଲି ପୋଷ୍ଟର ଚିରି। ଦିନରେ କାନ୍ଥରେ ପୋଷ୍ଟର ମାର... ପିଲାଙ୍କୁ ଏମିତି ମତାଉଛନ୍ତି ପ୍ରାର୍ଥୀ। ଯେମିତି ଆମ...
ଯେମିତି ମାଲ ବୋଝେଇ କରି ଟ୍ରକ ଯାଏ, ସେମିତି ଯାଉଥିଲା ଏହି ଟ୍ରକ୍। ହଠାତ ରାସ୍ତା ବୁଲିବା ବେଳେ ଟ୍ରକଟି ହୋଇଗଲା ଦୁଇଖଣ୍ଡ। ପାଖରେ ଦୁଇ ଜଣ ବଂଚିଗଲେ। ଆଉ ଡ୍ରାଇଭର ଓ ଟ୍ରକକୁ ଦେଖି ଚମକି ପଡିଲେ ଆଇଏଫଏସ୍ ଅଫିସର୍...
ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ।
ଜାଣତରେ ହେଉ କି ଅଜାଣତରେ କେବେ ହେଲେ ଏପରି ଭୁଲ୍ କରନ୍ତୁନି। ଯଦି କରି ଦିଅନ୍ତି, ତେବେ ଖାଲି ହୋଇ ଯାଇଥାଏ ଆପଣଙ୍କର ସବୁ ଟଙ୍କା। ଏବେ ଜାଣି ନିଅନ୍ତୁ ସେହି ୫ ଭୁଲ୍...
ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।
ବର୍ଷକ ଭିତରେ ଚାଲିଗଲା ୨ ଜୀବନ । ପ୍ରଥମେ ୮ ମାସ ତଳେ ଶ୍ୱଶୁର ଆଉ ଏବେ ସ୍ୱାମୀ ଚାଲିଗଲେ । ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଗ୍ରାମରକ୍ଷୀ ସିଏଚ୍ ଶେସା ରାଓଙ୍କ ପରିବାରରେ ଏବେ ଘେରିଛି ଦୁଃଖର କଳାବାଦଲ ।
ଦୀର୍ଘ ୧୧ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ଆଖିରେ ସେ ଥିଲେ ଜଣେ ଝିଅ। କିନ୍ତୁ ୧୧ ବର୍ଷ ପରେ କୌଣସି କାରଣକୁ ତାକୁ ଚୁଟି କାଟିବାକୁ ପଡିଲା। ଏବେ ସେ ଝିଅରୁ ହୋଇଗଲେ ପୁଅ।
ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ।
ସୁସ୍ୱାଦୁ ବ୍ୟଞ୍ଜନ ଭିତରେ ପଣସ ତରକାରୀ ନିଆରା। ଏହା ଶାକାହାରୀଙ୍କ ପାଇଁ ଏକ ମାଂସର ବିକଳ୍ପ ଭାବେ କାମ କରେ। ଭାରତର ଗଳି କନ୍ଦିରେ ଏହା ପ୍ରାୟ ଦେଖାଯାଏ। ଏହା ଖୁବ ଶସ୍ତାରେ ମଧ୍ୟ ମିଳିଯାଏ। କିନ୍ତୁ ଏମିତି ଏକ ଜାଗା ଅଛି ଯେଉଁ ଗୋଟେ ପଣସକୁ ୧୬ ହଜାର ଟଙ୍କାରେ ବିକ୍ରି କରାଯାଏ।
ଷ୍ଟାଡିୟମ ପରିସରରେ ର୍ନିମାଣାଧୀନ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ।
ନିଦ ଭାଙ୍ଗିବା ବେଳକୁ ଯଦି ମୋବାଇଲ୍ଟି ହାତ ପାହାନ୍ତାରେ ନଥାଏ ତେବେ ଆମେ ଚମକି ପଡ଼ୁ । ଆଉ ହଠାତ୍ ଚିହିଁକି ଉଠି, ମୋବାଇଲ୍ ଖୋଜିବାରେ ବ୍ୟସ୍ତ ହୋଇଯାଉ ।
ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପୋଲିସ୍ କୌଣସି ପଦକ୍ଷେପ ନେଉନଥିବାରୁ ଆଜି ସୌମ୍ୟଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା ସ୍ୱାଭିମାନ ଅଞ୍ଚଳରେ ମାଟିତଳୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଟିଫିନ୍ ବୋମା, ଦେଶୀ ବନ୍ଧୁକ, ଭଙ୍ଗା ରିଭଲଭର ଆଦି ସୁରକ୍ଷାବାହିନୀ ଜବତ କରିଛନ୍ତି।
ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା...
ପୋଲିସ୍ କମ୍ୟୁନିକେସନ୍ର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଭିଜିଲାନ୍ସ ରେଡ୍ ବେଳେ ତ୍ରିନାଥ ମିଶ୍ରଙ୍କ ପାଖରୁ କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି ମିଳିଥିଲା।
ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା... ଦେଖନ୍ତୁ କେମିତି ହେଲେ ଉଦ୍ଧାର
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଲଷ୍ମୀବାରହ। କରୋନା କଟକଣା ଭିତରେ ପ୍ରଭୁଙ୍କର ଜନ୍ମଦିନ ପାଳନ କରାଯାଇଛି। ଯାଜପୁରରୁ ଆସି କେନ୍ଦ୍ରାପଡ଼ା ଆଳିରେ କେମିତି ପ୍ରଭୁ ପୂଜା ପାଇଲେ ଦେଖନ୍ତୁ ଏହି କାହାଣୀରେ
ମୁଁ ଗୀତ ଲେଖି ବାକୁ ଦେଇଥିଲି। ମୁଁ ଗୋଟାଏ କ୍ୟାଣ୍ଡିଡେଟ୍। ଠିକ୍ ନିର୍ବାଚନ ପ୍ରଚାର ତାଉ ବେଳକୁ ମୋ ବିରୋଧୀ ଗାଁ ଗାଁରେ ପ୍ରଚାର ଗୀତ ବଜେଇ ତାଉ କରିଦେଲେଣି। ଏ ଗୀତିକାର ମୋ ଗୀତ ଭୁଲ୍ କରିଦେଇଛି, ଚିହ୍ନ ବଦଳେଇ ଦେଇଛି।
ଇଲୋ ବୋଉ... ହଇରେ ନାରଣ, ଆମ ପ୍ରମିଳା ଅପା ତ କଥା କହି ଜାଣି ନାହାନ୍ତି। ନିଜ ଦଳ ପାଇଁ ଭୋଟ୍ ମାଗିଲେ ତ ମାଗିଲେ, ହେଲେ ଏଇ ମାଛ ଦଳ କିଏ କିରେ? ଶଙ୍ଖ ଭିତରେ କଣ ମାଛ ପଶିକି ଅଛି?
‘ଆମ ଦଳର ଫାଟ ସକାଶେ ଅନ୍ୟମାନେ ଫାଇଦା ଉଠାଉଛନ୍ତି। ସେଇଥି ପାଇଁ ଆମେ ହାରୁଛୁ। ଏଥିରେ ସନ୍ଦେହ ନାହିଁ!’