ଅନୁ ଆମେ ଠକିଗଲେ। ଯିଏ ହଜାର ହଜାର ଲୋକଙ୍କୁ ଠକମୀରେ ପଡ଼ିବା ଆଗରୁ ବଂଚାଇ ଦିଅନ୍ତି ସିଏ ଆଜି ନିଜେ ଠକିଗଲେ..ଦେଖନ୍ତୁ କେମିତି ଏମାନଙ୍କ ଚୁନା ଲଗାଇଥିଲେ ସାଇବର ଲୁଟେରା
ଋତୁସ୍ରାବ ଏକ ବାୟୋଲୋଜିକାଲ ପ୍ରକ୍ରିୟା। ଏ ନେଇ ଆଦିବାସୀ ଯୁବତୀଙ୍କୁ ସଚେତନ କରୁଛି ବଡଦିଦି । ଏହି ସମୟରେ କେମିତି ନେବେ ଶରୀରର ଯତ୍ନ । କଣ ଖାଇବେ? କେମିତି ଯୋଗ କରିବେ ?
ଦର୍ଶକ ବନ୍ଧୁ ଏ ଭିଡ଼ିଓକୁ ଟିକିଏ ଭଲରେ ଦେଖନ୍ତୁ। ଆଉ ଚିନ୍ତା କରନ୍ତୁ କେଡେ ଚାଲାକ୍ ଏ କୁନି ପିଲା? ନଇ କୂଳକୁ ଏକ ଅରଟ ନେଇକି ଗଲା। ଆଉ ସାଙ୍ଗରେ ଥିଲା ଅଟାଗୁଳା। ବାସ୍ ନଇ କୂଳରେ ଆରମ୍ଭ କରିଦେଲା ନିଜର କାମ। ଦେଖୁନାହାନ୍ତି କଣ କରୁଛି ଏ କୁନି ପିଲା...
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସଂସଦରେ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଅପରାଜିତା କହୁଥିଲେ କେମିତି ଖନନ ଚାଲିଛି ପୁରୀରେ? କେତେ ସୁରକ୍ଷିତ ଜଗନ୍ନାଥ ମନ୍ଦିର। ବାସ୍ କାଉଣ୍ଟର ପାଇଁ ପୁରୀ ସାଂସଦ ପିନାକୀ ମିଶ୍ର ଉଠି ନିଜ ସରକାରର ଦୋଷ ଲୁଚାଉଥିଲେ। ଆଉ ଏତିକି ବେଳେ ବଡ଼ ପାଟିରେ Yes Yes କହି ପାଟିକରୁଥିଲେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। କୁହାଯାଉଛି ଦଳରୁ ଅଲୋଡ଼ା ହେବା ପରେ ଇମ୍ପ୍ରେସ କରିବାକୁ ଏମିତି ହରକତ୍ କରୁଥିଲେ ଅନୁଭବ, ଦେଖନ୍ତୁ ଏହି ଭିଡିଓ...
ବୌଦ୍ଧ ପୁରୁଣାକଟକ ଥାନା ରତନପୁର ଗାଁରେ କୂଅ ଖନନ ପାଇଁ ପଥର ବ୍ଲାଷ୍ଟିଂ ବେଳେ ଯୁବକ ମୃତ ।
କୁହାଯାଉଛି ଯେ ପୃଥିବୀ ଭିତରୁ ଏକ ଗ୍ୟାସ୍ ଲିକ୍ ହେଉଛି। ବାସ୍ତବରେ, ଏହା ହେଉଛି ସେହି ଗ୍ୟାସ୍ ଯାହା ବ୍ରହ୍ମାଣ୍ଡ ସୃଷ୍ଟି ବେଳେ ନବକଳେବର ପାଇଁ ଆବଶ୍ୟକ ଥିଲା। ଏହାକୁ ହିଲିୟମ୍ ଗ୍ୟାସ୍ କୁହାଯାଏ। ବୈଜ୍ଞାନିକମାନେ ଏହି ଗ୍ୟାସ୍ ମାଧ୍ୟମରେ ପୃଥିବୀର ସୃଷ୍ଟି ପ୍ରକ୍ରିୟା ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି।
ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ସାଙ୍ଗକୁ ଲକ୍ଷ ଲକ୍ଷର ହରିଲୁଟ୍ । ସିଏଜି ଧରିବା ପରେ, ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ଓ ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।
ଓଡ଼ିଶା ବାହାରେ ଓଡ଼ିଆଭାଷୀ ଅଞ୍ଚଳରେ କେମିତି ଅଛନ୍ତି ଓଡ଼ିଆ, କେମିତି ପଢୁଛନ୍ତି, ଆଉ ବଢୁଛନ୍ତି ଆମ ଓଡ଼ିଆ ପିଲା । ଆଜି ଉତ୍କଳ ଦିବସ ଅବସରରେ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସ୍କୁଲର ସ୍ଥିତିକୁ ନେଇ ଆସନ୍ତୁ ଦେଖିବା ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।
ଦିନେ ଓଡ଼ିଶାର ଅବିଚ୍ଛିନ୍ନ ଅଙ୍ଗ ଥିବା ଝାଡ଼ଖଣ୍ଡ ଷଢ଼େଇକଳାରେ କେମିତି ବଞ୍ଚିଛି ଆମ ଭାଷା? ଏଇ ସୂଚନା ଫଳକ ହୁଏତ ସେ ପ୍ରଶ୍ନର ଉତ୍ତର ଦେଇପାରେ । ହେଲେ ବିଚ୍ଛିନ୍ନାଞ୍ଚଳରେ ଭାଷାକୁ ବଞ୍ଚାଇବାର ଏ ସଂଘର୍ଷ ଭିତରେ ମଧ୍ୟ ଏବେ ବି ମୁଣ୍ଡ ଟେକି ରହି ପାରିଥିବା କିଛି ଓ଼ଡ଼ିଆ ସ୍କୁଲ ଅତ୍ୟନ୍ତ ସଂକଟରେ ।
ପ୍ରକଳ୍ପଗୁଡ଼ିକରେ ୧୨ ହଜାର ୭୪୨ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ମାତ୍ର ୨୪ ଭାଗ ଜମିକୁ ଜଳସେଚନ ହୋଇ ପାରିଛି
ଭାରତ ସ୍ୱାଧିନତା ପୂର୍ବରୁ ସମ୍ବଲପୁରରେ ଓଡିଆ ଭାଷା ବଦଳରେ କୋର୍ଟ କଚେରୀରେ ହିନ୍ଦି ଭାଷା ପ୍ରଚଳନ ଉଦ୍ୟମକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ। ପରେ ପରେ ଓଡିଶାର ବିଭିନ୍ନ ପ୍ରାନ୍ତକୁ ବ୍ୟାପିଥିଲା।
ଉତ୍କଳ ଦିବସରେ କଟକରେ ହୋଇଥାନ୍ତେ ପୁରସ୍କୃତ, ହେଲେ ହୋଇଗଲା ଅକାଳ ମୃତ୍ୟୁ। ଆଜି ସକାଳୁ କଟକ ବାହାରିବା ସମୟରେ କିଶୋର ଚନ୍ଦ୍ର ଅସୁସ୍ଥ ଅନୁଭବ କରିଥିଲେ।
ମନରେ କେତେ କଣ ସ୍ୱପ୍ନ ଥିଲା। ଚାକିରି କରିବା ପରେ ଏହି ସବୁ କାମ କରିବାର ଇଚ୍ଛା ବି ଥିଲା
ଆଉ ଏହାରି ମଧ୍ୟରେ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡିଯାଇଛି। ଫିଲ୍ମର ଏକ ପୋଷ୍ଟର Memes ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି । ଆପଣବି ପଢିନିଅନ୍ତୁ କଣ ଲେଖିଛି ଏସ୍ଟିଏ ଓଡ଼ିଶା।
ମହାମନିଷୀମାନଙ୍କ ଆପ୍ରାଣ ଉଦ୍ୟମ ଫଳରେ ଆଜକୁ ୮୬ ବର୍ଷ ତଳେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ। ଯେଉଁମାନଙ୍କ ଯୋଗୁଁ ଆମେ ଆଜି ଓଡିଆ ଜାତି ବୋଲି ମୁଣ୍ଡ ଟେକିଛେ, ଗର୍ବ କରୁଛେ, କହିବାକୁ ଗଲେ ଯିଏ ଗଢିଥିଲେ ଓଡ଼ିଶା, ସେଇମାନଙ୍କ ମଧ୍ୟରୁ କିଛି ବରପୁତ୍ରମାନଙ୍କ ଜନ୍ମମାଟି କିପରି ଅଛି ଆସନ୍ତୁ ଜାଣିବା।
କଙ୍କଡାଙ୍କ ଆକ୍ରମଣରେ ଦେଶର ଉପସାଗରୀୟ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ଦେଖାଯାଏ। ତେବେ ଏହି ଘଟଣା ପ୍ରଥମ ନୁହେଁ। ସେମାନେ ପ୍ରତିବର୍ଷ ବାହାରକୁ ଆସୁଥିବା ବେଳେ ଏଥର ଶୀଘ୍ର ଆସିଯାଇଛନ୍ତି। ସ୍ଥାନୀୟ ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ନଥିଲେ, ଯେଉଁ କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା
ସରପଂଚ ହେବ ତ ଏମିତି। ଦୁର୍ନୀତି ରୋକିବାକୁ ନିଜ ପର୍ସନାଲ ନମ୍ବର ସହ ବିଭିନ୍ନ ବିଭାଗର ଫୋନ୍ ନମ୍ବରରେ ରାସ୍ତା ଲଗାଇଲେ ପୋଷ୍ଟର। କହିଲେ, ଦୁର୍ନୀତିର ଗନ୍ଧ ପାଇଲେ ହେବ କାର୍ଯ୍ୟାନୁଷ୍ଠାନ
ଇଏ ପେଟି କଣ୍ଟ୍ରାକ୍ଟର। ରାସ୍ତା ଗୁଡ଼ାକ ଏମିତି ଖୋଳି ଦିଏ ଯେ ଖାଲ ବନ୍ଦ ହେବାକୁ ଲାଗିଯାଏ ୬ ମାସ। ବାସ୍ ଯାହାକୁ ଦେଖାନଗଲା ସିଏ ମୋର ପରି ଘାଇଲା ହେଲା...
ମୋ ବୋଉଲୋ !! ଇଏ କି ନାଚ? ଓଡ଼ିଶୀ ନା ସମ୍ବଲପୁର? କିଛି ତ ଜଣାପଡ଼ୁନି..ଦେଉନାହାନ୍ତି ଇଏ କେମିତି ମୋଡ଼ି ବଙ୍କେଇ ହୋଇ ନାଚୁଛନ୍ତି ମାଡାମ୍
ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆହୁରି ୬ ମାସ ଯାଏ ମାଗଣା ଚାଉଳ ମିଳିବା ନେଇ ଘୋଷଣା ହୋଇଛି।
ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଭୋଜି ଖାଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଓଡିଆ ସାହିତ୍ୟର କିଟସ୍ କହିଲେ ଗଙ୍ଗାଧର ମେହେରଙ୍କୁ ବୁଝାଯାଏ। ମେହେର ହେଉଛନ୍ତି ଜଣେ ବିରଳ ବ୍ୟକ୍ତିତ୍ୱ ଓ ସମଗ୍ର ଓଡିଆ ସାହିତ୍ୟ ଶୃଙ୍ଖଳାର କବିମାନଙ୍କ ମଧ୍ୟରେ ଅନନ୍ୟ।
ଡ୍ରୋନ୍ ଜଗିଛି ଶିମିଳିପାଳ ନିଆଁ, ଗତ ୪ ଦିନ ହେବ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଲାଗିଛି ନିଆଁ । ବନ ବିଭାଗ ନାକେଦମ୍ ପରେ ଡ୍ରୋନ୍ର ସହାୟତା ଲୋଡ଼ାଯାଇଛି ।
କୁହୁଳିବାରେ ଲାଗିଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ।ସୁନାବେଡା ଜଙ୍ଗଲ ଜମିକୁ ନେଇ କୁହୁଳୁଛି ସୀମା ବିବାଦ । ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଉପ ଜିଲ୍ଲାପାଳ ।