Kendrapara MP Anubhav Mohanty
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସଂସଦରେ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଅପରାଜିତା କହୁଥିଲେ କେମିତି ଖନନ ଚାଲିଛି ପୁରୀରେ? କେତେ ସୁରକ୍ଷିତ ଜଗନ୍ନାଥ ମନ୍ଦିର। ବାସ୍ କାଉଣ୍ଟର ପାଇଁ ପୁରୀ ସାଂସଦ ପିନାକୀ ମିଶ୍ର ଉଠି ନିଜ ସରକାରର ଦୋଷ ଲୁଚାଉଥିଲେ। ଆଉ ଏତିକି ବେଳେ ବଡ଼ ପାଟିରେ Yes Yes କହି ପାଟିକରୁଥିଲେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି। କୁହାଯାଉଛି ଦଳରୁ ଅଲୋଡ଼ା ହେବା ପରେ ଇମ୍ପ୍ରେସ କରିବାକୁ ଏମିତି ହରକତ୍ କରୁଥିଲେ ଅନୁଭବ, ଦେଖନ୍ତୁ ଏହି ଭିଡିଓ...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)