ବର ବେଶରେ ପୁଅକୁ ସଜାଇ ରୋଷଣୀ, ବାଜା ବଜାଇ ପୁଅର ବାହାଘର କରିଥାନ୍ତେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ପୁଅର ବାହାଘର ଦିନ ହିଁ ଚାଲିଗଲା ବାପାର ଜୀବନ।ବାହାଘରକୁ ନେଇ ଖୁସିରେ ଘର ଉଠୁଥିଲା, ପଡ଼ୁଥିଲା। ହେଲେ ହଠାତ୍ କାନ୍ଦ ବୋବାଳିରେ ଫାଟି ପଡ଼ିଲା।
ପାଣି ନାଁରେ ବି ବିଷ । ଖରା ତାତିରୁ ରକ୍ଷା ପାଇବା ପାଇଁ ରଖାଯାଉଥିବା ଜଳଛତ୍ରରେ ବିଷ ମିଶାଯାଇଥିବା ଅଭିଯୋଗ ହୋଇଛି ।
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଭଣ୍ଡା ଖାଇବାକୁ ମନ ହେଲା ବୋଲି ଘିଡ଼ିଘିଡ଼ି ହୋଇ ଗଛକୁ ଚଢିଲେ, ଭଣ୍ଡା ତ ଖାଇଲେନି ହେଲେ ଏ ଯେଉଁ କଚଡ଼ା ଖାଇଲେ...ନାରଣରେ ସେ ମୁଣ୍ଡ ଅଛିଟି?
ମଣିଷକୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସ୍ପି ।
ଆଜିଠୁ ବଢିଲା ଓମଫେଡ୍ କ୍ଷୀର ଦର । ଓମଫେଡ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇଛି ।
୩୦ ତାରିଖ ଭିତରେ ଏନେଇ ରିପୋର୍ଟ କରିବେ ଜିଲ୍ଲା ଆଇନସେବା ଅଧିକାରୀ ।
କଟକ ଡିଆଇବି ଏସିପି ଥିବା ସତ୍ୟରଂଜନ ମଲ୍ଲିକଙ୍କୁ IUCAWକୁ ବଦଳି କରାଯାଇଥିବା ବେଳେ ଇନ୍ସପେକ୍ଟର କୃଷ୍ଣପ୍ରସାଦ ଦାସଙ୍କୁ କଟକ ଡିଆଇବିକୁ ବଦଳି କରାଯାଇଛି ।
ଧାଡ଼ି ଧାଡି ହୋଇ ବସିଛନ୍ତି ବୟସ୍କ। ଏମାନଙ୍କ ପାଦ ଧୁଆ ଚାଲିଛି। କିଏ ଚନ୍ଦନ ମାରି ବନ୍ଦାପନା କରୁଛି ତ, ଆଉ କିଏ ନୂଆବସ୍ତ୍ର ଦେଇ ଆଶୀର୍ବାଦ ଭିକ୍ଷା କରୁଛନ୍ତି।
ଆଜିକାଲି ସ୍ମାର୍ଟଫୋନ ଫାଟିଯିବା ବା ନିଆଁ ଲାଗିବା ଏକ ସାଧାରଣ କଥା ହୋଇଗଲାଣି। କାରଣ ପ୍ରାୟ ସବୁଦିନ କିଛି ନା କିଛି ଏମିତି ଖବର ସାମ୍ନାକୁ ଆସୁଛି। ବ୍ୟବହାରୀଙ୍କ ଭୁଲ ପାଇଁ ଅଧିକାଂଶ ସମୟରେ ଏମିତି ଦୁର୍ଘଟଣା ଘଟିଥାଏ ବୋଲି ଜଣାପଡିଛି।
ସ୍ମାର୍ଟସିଟି କର୍ପୋରେସନ ଓ ବିଏମସି ପକ୍ଷରୁ ମିଳିତ ଭାବରେ ତାରିଣୀ ମନ୍ଦିର ଭଙ୍ଗାଯାଇଛି
ସେଲିବ୍ରେଟିଙ୍କ ବାହାଘର କଥା ଆସିଲେ ଅଭିଶେକ-ଐଶ୍ଚର୍ଯ୍ୟାଙ୍କୁ ନେଇ ଆରମ୍ଭ ହୋଇଯାଏ ଚର୍ଚ୍ଚା। ପ୍ରେମର ଲମ୍ବା ଇନିଙ୍ଗ୍ସ ଖେଳି ଅନୁଷ୍କାଙ୍କ ପ୍ରେମରେ କ୍ଲିନ୍ ବୋଲ୍ଡ ହୁଅନ୍ତି ବିରାଟ୍। ଲୁଚା ଛପା ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ବିରାଟ-ଅନୁଷ୍କା
ସରକାରୀ ବାସଭବନରୁ ମିଳିଛି କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ମୃତଦେହ। ତାଙ୍କ ନାମ ବ୍ରଜମୋହନ ଭୋଇ
ଗୁଇନ୍ଦା ବିଭାଗ ୧୬ ତାରିଖରେ ଏସମ୍ପର୍କରେ ପୋଲିସକୁ ଅବଗତ କରିଥିଲେ । ହେଲେ ତାସତ୍ତ୍ୱେ କିପରି ଏତେ ସଂଖ୍ୟକ ଡ୍ରାଇଭର କିପରି ରାଜଧାନୀରେ ପ୍ରବେଶ କଲେ ?
ନବୀନ ବାବୁଙ୍କ ଏତେ ପ୍ରବଳ କ୍ରେଜ୍। ହେଲେ ପୂରା ଦମ୍ରେ ବିଜେଡ଼ିକୁ ଚକମା ଦେଇଦେଲେ ଭାଲୁ ଭାଇ। ଏମିତି ମାୟାଜାଲ ବିଛାଇଲେ ଯେ, ସିଧା ସିଧା ଶଙ୍ଖ ଚିତ୍ପଟାଙ୍ଗ ହୋଇ ପଡ଼ିଲା...ଆଉ ତା’ ପରେ ଦେଖୁନାହାନ୍ତି କେମିତି ନାଚୁଛନ୍ତି ଭାଲୁ ଭାଇ
ପ୍ରବଳ ଖରାରେ ଝାଇଁ ଝାଇଁ ହେଇ ଯାଉଛି ଦେହମୁଣ୍ଡ। ଏବେ ଖାଲି ପଖାଳ, ସର୍ବତ...ତରଭୁଜ ଖାଇବାକୁ ମନ ଡାକୁଛି। ହେଲେ ଏଇ ପାନପତ୍ର ସର୍ବତ ଆପଣ କେବେ ପିଇଛନ୍ତି କି? ଯଦି ନା ତେବେ ଏବେ ହିଁ ଘରେ ପ୍ରସ୍ତୁତ କରନ୍ତୁ ପାନପତ୍ର ସର୍ବତ। ସୁଆଦିଆ ଯେମିତି ଦେହ ପାଇଁ ହିତକର ସେମିତି
ଯେଉଁମାନେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ କଠିନ୍ ପରିଶ୍ରମ କରନ୍ତି। ଅନେକଙ୍କୁ ବର୍ଷ ବର୍ଷ ପରିଶ୍ରମ କରିବାକୁ ପଡେ। କିନ୍ତୁ ୨୨ ବର୍ଷର ଏହି ଝିଅ ମାତ୍ର ଗୋଟିଏ ବର୍ଷରେ ପାଇଗଲେ IAS। ସିଏ କିଏ ଆସନ୍ତୁ ଜାଣିବା।
ଉତ୍କଳୀୟ କାରୁକାର୍ଯ୍ୟର ଝଲକ ଏହି ବ୍ୟାରିକେଡ୍ରେ ଦେଖିବାକୁ ମିଳିବ।
ବାବୁ...ମୁଁ ଟିକିଏ ଭଲ ରାନ୍ଧେ। ମୋ ରୋଷେଇ ବାସ୍ନା ପାଇ ସାହି ପଡ଼ିଶା ଲୋକ ସବୁ ପଳାଇ ଆସନ୍ତି...ମୁଁ କଣ ମନା କରିବି? ହେଇଟି...ମାଆ-ବାବୁଙ୍କ ସେବା କରିବା ପରେ ବି ମୁଁ ଏମିତି ରୋଷେଇ କରୁଛି ଖାଲି ତ ଆପଣ ହାତ ଚାଟିଚାଟି ଖାଇବେ
ମାଟି ତଳୁ ଜବତ ହେଲା ବିଡ଼ାବିଡ଼ା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କାକୁ ଜବତ କଲା ପୋଲିସ୍ । ଦେବଗଡ଼ରୁ ମିଳିଛି ୩୨ ଲକ୍ଷ ଟଙ୍କା ।
ଇକୋନମିକ୍ସରେ ସ୍ନାତକ କରିଛନ୍ତି। ୨ ବର୍ଷ ଧରି ଚାକିରି ଖୋଜି ଖୋଜି ନୟାନ୍ତ ହେବା ପରେ ଏବେ ପାଟନା ଷ୍ଟେସନ ପାଖରେ କରିଛନ୍ତି ଚା’ ଦୋକାନ। ଟେଷ୍ଟ ଏମିତି ଅଏଛି ଯେ, ପିଇବାକୁ ଲୋକଙ୍କର ଲାଗୁଛି ଖଚାଖଚ ଭିଡ଼। ଚାକିରି କରିବା ପାଇଁ ଏବେ ବି କରୁଛନ୍ତି ଚେଷ୍ଟା...
ସୂଚନାଫଳକରେ ପିସି କାରବାର ଲେଖାଯିବା ହୁଏତ ଆପଣ ଦେଖିନଥିବେ । ହେଲେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଖୁଲମଖୁଲା ଚାଲିଛି ପିସି କାରବାର ।
ହଇରେ ନାରଣ ନବୀନ ବାବୁ ୫ ଟଙ୍କାରେ ଆମକୁ ଭାତ, ଡାଲମା ଦେଉଛନ୍ତି। ତୁମେ ଆମକୁ ଏ ଦନାରେ ରାମ ଖେଚୁଡ଼ି ଦେଲେ ପେଟ ପୂରିବ ତ? ନାଇଁରେ ଇଏ ତ ତଣ୍ଟିରେ ଲାଗିବ। ହେଲେ ଡିମାଣ୍ଡ କିନ୍ତୁ ବହୁତ ଅଧିକ ରହିଛି ଏ ଖେଚୁଡ଼ିର...ଏଇଟା କଣ ଦିଲ୍ଲୀ ଫର୍ମୁଲା କି?
ବଂଶଧାରା ଜଳବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଟ୍ରିବୁ୍ୟନାଲର ରାୟକୁ ବିରୋଧ କରି ଓଡିଶା ପକ୍ଷରୁ ଦାଖଲ ହୋଇଛି ତିନିଟି ସ୍ପେଶାଲ ଲିଭ୍ ପିଟିସନ୍ । ସୁପ୍ରିମକୋଟଙ୍କ ତିନିଜଣିଆ ଖଣ୍ଡପୀଠଦ୍ୱାରା ହେବ ଶୁଣାଣି ...
ସଡ଼କ ସୁରକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ନିୟମ ସଂଶୋଧନ କରୁଛନ୍ତି।
ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ପାଇଁ ଆସିଥିବା ବହି କବାଡ଼ିବାଲାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।