Advertisment

ରମାଟା ଆମର ବଢିଆ ରାନ୍ଧେ, ବାଟଗଲା ଲୋକଙ୍କୁ ବି ଡାକି ଆଣି ଗିଳେଇ ଦେବ...

ବାବୁ...ମୁଁ ଟିକିଏ ଭଲ ରାନ୍ଧେ। ମୋ ରୋଷେଇ ବାସ୍ନା ପାଇ ସାହି ପଡ଼ିଶା ଲୋକ ସବୁ ପଳାଇ ଆସନ୍ତି...ମୁଁ କଣ ମନା କରିବି? ହେଇଟି...ମାଆ-ବାବୁଙ୍କ ସେବା କରିବା ପରେ ବି ମୁଁ ଏମିତି ରୋଷେଇ କରୁଛି ଖାଲି ତ ଆପଣ ହାତ ଚାଟିଚାଟି ଖାଇବେ

author-image
Pallipuspa Samal

Making News
Advertisment
Advertisment