କ୍ୟାମେରାରେ କଏଦ ହୋଇଛି ଏକ କୁକୁରର ସାହସୀକ କାମ। ଜଳୁଥିବା ଏକ ଘରୁ ରକ୍ଷା ପାଇବା ପାଇଁ କୁକୁରଟି ଝରକା ବାଟେ ଡେଇଁପଡିଥିବା ଦେଖାଯାଇଛି। ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ୍ ହେବାରେ ଲାଗିଛି।
ଧାନ କିଆରୀ ପାଇଁ କାଳ ସାଜିଛି ଷ୍ଟ୍ରିଟ୍ ଲାଇଟ୍ । ରାତି ତମାମ ଅନବରତ ଆଲୁଅ ଯୋଗାଉଥିବା ଏଲ୍ଇଡି ଲାଇଟ୍ ଉଜାଡ଼ି ଦେଉଛି ଚାଷୀଙ୍କ ଦାନାପାଣି । ଆଲୋକର ପ୍ରଭାବରେ କେଉଁଠି ଗର୍ଭଧାରଣ କ୍ଷମତା ହରାଉଛି ଧାନ ଗଛ ତ ଆଉ କେଉଁଠି ହୃଷ୍ଟପୁଷ୍ଟ ହୋଇପାରୁନି ଧାନକେଣ୍ଡା । ବହୁଳ ମାତ୍ରାରେ ଧାନ ଫସଲ ହେଉଥିବା ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର ଚାଷୀ ଏବେ ଏଭଳି ଅଭିଯୋଗ ଆଣିଛନ୍ତି ।
ଯେଉଁ ଗଙ୍ଗୁଆ ନଦୀ ଦିନେ ଗଙ୍ଗା ପରି ଏକ ସ୍ୱଚ୍ଛ ନଦୀ ଥିଲା । ରାଜଧାନୀ ଭୁବନେଶ୍ୱର ପାଇଁ ଜୀବନ୍ତ ଐତିହ୍ୟ ଥିଲା । ହେଲେ ଏବେ ସେ ଗଙ୍ଗୁଆର ଅବସ୍ଥା ଯାହା, ସେଥିରେ ଜଳ ନୁହେଁ ପ୍ରବାହିତ ହେଉଛି ଜହର ।
ଗଙ୍ଗବତୀରୁ ଗଙ୍ଗୁଆ । ଚିରସ୍ରୋତା ନଦୀରୁ ପାଲଟିଗଲା ନର୍ଦ୍ଦମା । ଓଟିଭି କ୍ୟାମେରା ଫ୍ରେମ୍ରେ ବନ୍ଧା ଏକାମ୍ର କ୍ଷେତ୍ରର ଏକ ବିରାଟ ପ୍ରାକୃତିକ ଜଳସ୍ରୋତ ଗଙ୍ଗୁଆର ବିକଳ ଚିତ୍ର ଏବେ ସମସ୍ତଙ୍କ ସାମ୍ନାରେ ରହିଛି ।
ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତୀୟ ସେୟାର ବଜାରର ସର୍ବବୃହତ ଇନିସିଆଲ୍ ପବ୍ଲିକ୍ ଅଫର୍ ବା ଆଇପିଓ କୋଲିଛି । ଭାରତୀୟ ଜୀବନ ବୀମା ନିଗମ- ଏଲ୍ଆଇସି ପକ୍ଷରୁ ଏହି ଆଇପିଓ ଆଜିଠାରୁ ମେ ୯ ତାରିଖ ଯାଏଁ ଖୋଲା ରହିବ ।
ଯେଉଁ ଜମିର ଫସଲ ଉପରେ ରାତିରେ ଲାଇଟ୍ ପଡୁଛି, ସେହି ସ୍ଥାନରେ ନଷ୍ଟ ହେଉଛି ଧାନ ଗଛ । ବିଦ୍ୟୁତ ଖୁଣ୍ଟରୁ ପ୍ରାୟ ୧୫ ଫୁଟ୍ ଇଲାକାର ଚାଷ ପ୍ରଭାବିତ ହେଉଛି ।
ବିଭିନ୍ନ ସଂଗଠନର ପ୍ରତିନିଧି ଆଜି ଢିଙ୍କିଆରେ ଜେଏସଡବ୍ଲୁର ପ୍ରସ୍ତାବିତ ପ୍ରକଳ୍ପ ଅଂଚଳ ଗସ୍ତ କରିବା ବେଳେ ସେମାନଙ୍କ ପ୍ରବେଶକୁ ଲୋକେ ବିରୋଧ କରିଥିଲେ ।
ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ପ୍ରତୀକ ସିଂହ । କଟକରେ କାମ କରିବାର ଅନୁଭୂତିକୁ ପାଥେୟ କରି ଭୁବନେଶ୍ୱରରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସଜାଡିବେ ବୋଲି କହିଛନ୍ତି ପ୍ରତୀକ ସିଂହ ।
ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନ୍ଙ୍କ ବାସଭବନର ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଶୋଭା ପାଉଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏକାଠି ହେଲେ ଗାଁର ମହିଳା, ପୁରୁଷ.. ବାଲି, ସିମେଣ୍ଟ, ଇଟା ଆଣି ଲାଗି ପଡ଼ିଲେ ବିଦ୍ୟାଳୟ ମରାମତି କାମରେ.. କଳାପଟାଠାରୁ ଆରମ୍ଭ କରି ଭଙ୍ଗା ଆଜବେଷ୍ଟସ୍, କାନ୍ଥ ସବୁ ମରାମତି ହେଲା ।
ସ୍ଥାନୀୟ ଅଞ୍ଚଳର ଚାଷୀ ଧାନ ଓ ପନିପରିବା ଚାଷ କରି ଅଧିକ ଲାଭ ନମିଳିବାରୁ ବାଧ୍ୟ ହୋଇ ସୁନୁସୁନିଆ ଶାଗ ଚାଷ କରୁଛନ୍ତି
ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଶିଶୁଟିକୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଖରା ଯେତିକି ବଢୁଛି, ପାଣି ସମସ୍ୟା ସେତିକି ଉତ୍କଟ ହେଉଛି। ଏବେ ଚାରିଆଡ଼େ ପାଣି ପାଇଁ ଦେଖା ଦେଇଛି ହା ହା କାର। ଷ୍ଟାଣ୍ଡ ପୋଷ୍ଟରୁ ପାଣି ଆସୁନଥିବାରୁ ଟ୍ୟାଙ୍କର୍ ପାଣି ଉପରେ ଭରସା କରିଛନ୍ତି ଗାଁଲୋକେ। ଆଠଗଡରୁ ଏ ରିପୋର୍ଟ...
ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଖାଲି ପଚା ଅଣ୍ଡା ନୁହେଁ ପଚା ବାଇଗଣ ଓ ଆଳୁ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍ ବିଦ୍ୟୁତ୍ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସା ଦରରେ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୩ ଜଣ ସାଥୀ ଦୂରକୁ ଚାଲି ଗଲେ, ହେଲେ "ଟାଇସନ୍" କିନ୍ତୁ ତାର ମାଲିକ ପାଇଁ ବିଷଧର ନାଗ ସାପ ସହ ଲଢ଼ିଲା । ଶେଷରେ ନାଗ ସାପ ଚୋଟରେ ଟାଇସନ୍ର ପ୍ରାଣ ବାୟୁ ଉଡ଼ି ଯାଇଥିଲା।
ଏକାଠି ହେଲେ ଗାଁର ମହିଳା, ପୁରୁଷ.. ବାଲି, ସିମେଣ୍ଟ, ଇଟା ଆଣି ଲାଗି ପଡ଼ିଛନ୍ତି ବିଦ୍ୟାଳୟ ମରାମତି କାମରେ.. କଳାପଟାଠାରୁ ଆରମ୍ଭ କରି ଭଙ୍ଗା ଆଜବେଷ୍ଟସ୍, କାନ୍ଥ ସବୁ ମରାମତି ଚାଲିଛି.. ଏଇଠି ପଢ଼ିବେ ପିଲା.. ଆଉ ଗଢ଼ିବେ ଭବିଷ୍ୟତ.. ଗାଁର ନାଁ ରଖିବେ..
ତାଙ୍କୁ ଯେତେବେଳେ ମାତ୍ର ୨୫ ବର୍ଷ, ସେ ବସିଥିଲେ ରାଜଗାଦିରେ। ସେବେଠାରୁ ୭୦ ବର୍ଷ ହେଲାଣି ସେ ରାଜୁତି କରୁଛନ୍ତି। ଏବେ ତାଙ୍କୁ ୯୬ ବର୍ଷ।
ଲେମ୍ୱୁ ପରେ ଏବେ ଆକାଶ ଛୁଆଁ ହେଲା ଟମାଟୋ ଦର । ଜାଣନ୍ତୁ ବର୍ଦ୍ଧିତ ଦର...
୯୬ ବର୍ଷରେ ପାଦ ଦେଇଛନ୍ତି ବ୍ରିଟେନ ରାଣୀ ଏଲିଜାବେଥ୍ ଦ୍ୱିତୀୟ.. ୭ ଦଶନ୍ଧି ଧରି ରାଜଗାଦି ସମ୍ଭାଳୁଛନ୍ତି ମହାରାଣୀ.. ପରିଣତ ବୟସରେ ବି ରାଜ କାର୍ଯ୍ୟ ତୁଲାଉଛନ୍ତି..
ଏବେବି ବିଦ୍ୟୁତ୍ ଚାଲିଗଲେ ଚିକିତ୍ସା କରିବାକୁ ମୋବାଇଲ ଲାଇଟ୍ର ସାହାରା ନେଉଛନ୍ତି ଡାକ୍ତର। ବିଦ୍ୟୁତ୍ ଚାଲି ଯିବା ପରେ ବିକଳ୍ପ ବ୍ୟବସ୍ଥା ନଥିବାରୁ ମୋବାଇଲ ଲାଇଟ୍ରେ ରୋଗୀଙ୍କ ଚିକିତ୍ସା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।
ଟ୍ୱିଟର ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଦେୟ ଦେବାକୁ ପଡିପାରେ ବୋଲି ଏଲନ୍ ମସ୍କ ଟ୍ୱିଟ୍ କରି ଜଣାଇଛନ୍ତି ।
ଆରେ ନାରଣ… ଏଠି କଣ ଅଫ୍ ଲାଇନରେ ପରୀକ୍ଷା ଚାଲିଛି କି? ନା ଆଉଟ୍ ଡୋର୍ ସିନେମା ସୁଟିଂ ଚାଲିଛି। ଇଏ ବୋଧେ ପରୀକ୍ଷା ଟାଇମରେ ଫ୍ରି ସିନେମା ଚାଲିଛି। ଅଫ୍ ଲାଇନରେ କଲେଜ ଛାତ୍ରୀ ଚୁଟି ଝିଙ୍କାଝିଙ୍କି।
ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଛି ତାପମାତ୍ରା। ଅସ୍ତବ୍ୟସ୍ତ ବରଗଡ଼ ସହର। ମୁଣ୍ଡଫଟା ଖରାରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବାରମ୍ବାର ବିଦ୍ୟୁତ କାଟ କଷ୍ଟକୁ ବଢାଇ ଦେଇଛି...
ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶାସନ କାଳର ୬୦ବର୍ଷ ପୂର୍ତ୍ତି ଅବସର ଥିଲା ସ୍ମରଣୀୟ.. ଲଣ୍ଡନ ରାଜରାସ୍ତାରେ ମହାଆଡ଼ମ୍ବରରେ ଆୟୋଜିତ ହେଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ.. ଦେଶ ବିଦେଶରୁ ଛୁଟିଥିଲା ଦର୍ଶକଙ୍କ ସୁଅ..