ଗଙ୍ଗବତୀରୁ ଗଙ୍ଗୁଆ । ଚିରସ୍ରୋତା ନଦୀରୁ ପାଲଟିଗଲା ନର୍ଦ୍ଦମା । ଓଟିଭି କ୍ୟାମେରା ଫ୍ରେମ୍ରେ ବନ୍ଧା ଏକାମ୍ର କ୍ଷେତ୍ରର ଏକ ବିରାଟ ପ୍ରାକୃତିକ ଜଳସ୍ରୋତ ଗଙ୍ଗୁଆର ବିକଳ ଚିତ୍ର ଏବେ ସମସ୍ତଙ୍କ ସାମ୍ନାରେ ରହିଛି ।